Excuse Me Odisha

ଯାହା କହିବୁ ସତ କହିବୁ

ସାପର 10 ସ୍ୱପ୍ନ କହିଥାଏ ଆପଣ ବହୁତ ବଡ ସମସ୍ୟା ରେ ଅଛନ୍ତି ହେବାକୁ ଯାଉଛି ଏହି ଚମତ୍କାର

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରାୟତଃ ଆପଣ ସ୍ବପ୍ନ ତ ନିଶ୍ଚିୟ ଦେଖୁଥିବେ ତେବେ ଅନେକ ପ୍ରକାରର ହୋଇଥାଏ କାହାକୁ ଖରାପ ସ୍ବପ୍ନ ଆସିଥାଏ ତ କାହାକୁ ଭୁଲ | କିନ୍ତୁ ସ୍ବପ୍ନର ସଠିକ ଅର୍ଥ ଆମେ ଏହି ପୋଷ୍ଟ ମାଧ୍ୟମ ରେ ଜାଣିବା | ବନ୍ଧୁଗଣ ଆପଣ ପ୍ରାୟତଃ ଏହା ନିଶ୍ଚିନ୍ତ ଶୁଣିଥିବେ କି ଆଜି ମୋତେ ସ୍ବପ୍ନ ରେ ସାପ ଦେଖା ଦେଇଥିଲା,ଆଉ କେହି କୁହନ୍ତି କି ସ୍ବପ୍ନ ରେ ସାପ ମୋର ପିଛା କରୁଥିଲା | କିନ୍ତୁ ବନ୍ଧୁଗଣ କଣ ଆପଣ କେବେ ଭାବିଛନ୍ତି କି ସ୍ବପ୍ନ ରେ ଆମକୁ ସାପ କାହିଁକି ଦେଖା ଦେଇଥାଏ |

ବନ୍ଧୁଗଣ ମନୁଷ୍ୟ ସର୍ବଦା ସାପ ନିଜର ଶତ୍ରୁ ହିଁ ଭାବିଥାଏ,କିନ୍ତୁ ଏହି ଶତ୍ରୁ ଆପଣଙ୍କ ଭଲ ହିଁ ଚିନ୍ତା କରିଥାଏ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ କେଉଁ ସାପ ଦ୍ୱାରା ଆମକୁ କଣ ଲାଭ ହୋଇଥାଏ ଏବଂ କଣ କ୍ଷତି? ଆଜି ଆମେ ଆପଣଙ୍କୁ ସଠିକ ଭାବରେ ବୁଝାଇ ଦେବୁ, ତେବେ ଆସନ୍ତୁ ଜାଣିବା |

1.ମନ୍ଦିର ରେ ସାପ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସଂକେତ ଦେଇଥାଏ |

2. ଯଦି କୌଣସି ବ୍ୟକ୍ତି କୁ ସ୍ବପ୍ନ ରେ ମରିଯାଇଥିବା ସାପ ଦେଖାଯାଏ ତ ଏହା ବହୁତ ହିଁ ଅଶୁଭ ହୋଇଥାଏ | ତେବେ ଯେବେ ବି କୌଣସି ମରିଯାଇଥିବା ସାପ ସ୍ବପ୍ନ ରେ ଦେଖନ୍ତି ତ ଭଗବାନ ଶିବ ଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ଶିବ ଲିଙ୍ଗ ରେ କ୍ଷୀର ଅର୍ପଣ କରିବା ଉଚିତ |

3.ଯଦି ସ୍ବପ୍ନ ରେ ଆପଣଙ୍କୁ ସଫା ଦଂଶନ କରେ ତେବେ ଆପଣଙ୍କୁ ସଚେତନ ରହିବା ଉଚିତ ହୋଇଥାଏ | ଏହା ଆପଣଙ୍କ ସହ କିଛି ଅଶୁଭ ଘଟିବାର ସଂକେତ ଦେଇଥାଏ |

4.ଯେଉ ବ୍ୟକ୍ତି ସପ୍ନ ରେ ସାପ କୁ ମାରେ କିମ୍ବା ତାହାକୁ ଧରିଦିଏ ତ ସେହି ବ୍ୟକ୍ତି ନିଜ ଜୀବନ ରେ ବହୁତ ବଡ଼ ସଫଳତା ପାଇବାର ସଂକେତ ହୋଇଥାଏ |

5.ଯଦି କୌଣସି ବ୍ୟକ୍ତି କୁ ସ୍ବପ୍ନ ରେ ସାପ ପେଡି ରେ ପଶୁଥିବା ର ଦେଖାଯାଏ ତେବେ ଏହାର ଅର୍ଥ ହେଉଛି କି ଆପଣଙ୍କୁ ନିକଟ ଭବିଷ୍ୟତ ରେ ଅଜସ୍ର ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି |

6.ଯଦି କୌଣସି ବ୍ୟକ୍ତି କୁ ସ୍ବପ୍ନ ରେ ବଡ ସାପ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କ ଉପରେ କୌଣସି ସଙ୍କଟ ଆସିପାରେ | ଯଦି ସେହି ବ୍ୟକ୍ତି ସ୍ବପ୍ନ ରେ ସାପ ଠାରୁ ବଞ୍ଚିଯାଏ କିମ୍ବା ସେହି ସାପ କୁ ମାରିଦିଏ ତେବେ ସେ ଭବିଷ୍ୟତ ରେ ଅନେକ ବଡ ବଡ ସଙ୍କଟ ର ମୁକାବିଲା କରି ମୁକ୍ତି ପାଇବାର ସଂକେତ ହୋଇଥାଏ |

7.ଯଦି ସ୍ବପ୍ନ ରେ ଆପଣଙ୍କୁ ଧଳା ସାପ ଦେଖାଯାଏ ତେବେ ଏହାର ଅର୍ଥ ଆପଣ ଙ୍କ ଘର ସୁଖ ସମୃଦ୍ଧି ଏବଂ ଉନ୍ନତି ରେ ଭରି ରହିବ | ଧନ ଦୌଲତ ରେ କୌଣସି ଅଭାବ ହେବ ନାହିଁ |

8.ଯଦି ଆପଣଙ୍କୁ ସ୍ବପ୍ନ ରେ ସାପ ଏବଂ ନେଉଳ ର ଝଗଡା ହେବାର ଦେଖା ଯାଏ ତେବେ ଏହାର ଅର୍ଥ ଆପଣ କୋର୍ଟ କଚେରୀ ମାମଲା ରେ ଫସିବାକୁ ଯାଉଛନ୍ତି |

9.ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ସ୍ବପ୍ନ ରେ ବାରମ୍ବାର ସାପ ସ୍ବପ୍ନ ଆସୁଛି ତେବେ ଏହା ଆପଣ ଏବଂ ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହାର ପରିଣାମ ଭୟଙ୍କର ବି ହୋଇପାରେ ତେଣୁ ଏଥି ରୁ ବଞ୍ଚିବା ପାଇଁ ନାଗ ପଞ୍ଚମୀ ଦିନ ମହାଦେବ ଙ୍କୁ କ୍ଷୀର ଅର୍ପଣ କରନ୍ତୁ ଏବଂ ନାଗ ଦେବତାକୁ ମଧ୍ୟ ପୂଜା କରନ୍ତୁ |

10.ଯଦି କୌଣସି ବିବାହିତ ମହିଳା ଙ୍କୁ ସ୍ବପ୍ନ ରେ ନାଗ ନାଗୁଣୀ ଙ୍କ ଯୋଡି ଦେଖାଯାଏ ତେବେ ଏହା ବହୁତ ଶୁଭ ହୋଇଥାଏ | ଏହା ସମ୍ପର୍କ କୁ ମଜବୁଜ କରିବାର ସଂକେତ ହୋଇଥାଏ ଜୀବନ ରେ କୌଣସି ଅସୁବିଧା ହୁଏ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *