Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ରୁଟିର ସେବନ କରନ୍ତୁ ନାହିଁ। ଜାଣନ୍ତୁ କିଛି ଜରୁରୀ ତଥ୍ୟ ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ରୁଟି ସମ୍ବନ୍ଧିତ କିଛି ଖାସ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଆମେ ପ୍ରସ୍ତୁତ କରୁଥିବା ଖାଦ୍ୟ ବଳକା ହୋଇଗଲେ ଆମେ ରଖି ଦେଇ ଥାଉ। କିନ୍ତୁ ଏଭଳି କରିବା ଅନୁଚିତ୍।

ବଳକା ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। କାରଣ ସତେଜ ରୁଟିରେ ଭଲ ବ୍ୟାକ୍ଟେରିଆ ରହିଥାନ୍ତି। କିନ୍ତୁ ବାସି ରୁଟିରେ ଭଲ ବ୍ୟାକ୍ଟେରିଆ ଗୁଡ଼ିକ ମରି ଯାଇଥାନ୍ତି, କିନ୍ତୁ ଏଥିରେ ଫାଇବର ଏବଂ କାର୍ବୋହାଇଡ୍ରେଟ ଭରପୁର ପରିମାଣରେ ରହିଥାଏ।

ଆପଣଙ୍କୁ କହି ରଖୁଛୁ କି, ରୁଟି ପ୍ରସ୍ତୁତ ହୋଇଥିବାର ତିନିରୁ ଚାରି ଘଣ୍ଟା ଭିତରେ ସେବନ କରିବା ଉଚିତ। କିନ୍ତୁ ୧୨ ରୁ ୧୪ ଘଣ୍ଟା ପରେ ସେହି ରୁଟିକୁ ସେବନ କରିବା ଉଚିତ ନୁହେଁ। ବାସି ରୁଟି ଆପଣଙ୍କ ଶରୀର ପାଇଁ ଲାଭକାରୀ ଅଟେ। କିନ୍ତୁ ଏହାକୁ ଅନ୍ୟ ଖାଦ୍ୟ ସହିତ ମିଶାଇ ସେବନ କରନ୍ତୁ। କିନ୍ତୁ ମସଲା ଜାତୀୟ ବାସି ଖାଦ୍ୟ ସେବନ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ।

ରୁଟି ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ପ୍ରାଚୀନ କାଳରେ ଲୋକେ ଭାତ ଖାଇବା ପାଇଁ ପସନ୍ଦ କରୁଥିଲେ। କିନ୍ତୁ ଧୀରେ ଧୀରେ ଖାଦ୍ୟ ସାମଗ୍ରୀରେ ସାର ବିଷ ପ୍ରୟୋଗ ଯୋଗୁଁ ସେହି ଖାଦ୍ୟ ମନୁଷ୍ୟ ପାଇଁ କ୍ଷତିକାରକ ପାଲଟି ଗଲା। ଜଣେ ସୁସ୍ଥ ସବଳ ବ୍ୟକ୍ତିର ଶରୀର ପାଇଁ ଲୋ କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ ଅର୍ଥାତ୍ ପୋଷଣ ଯୁକ୍ତ ଖାଦ୍ୟ ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *