Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମାରେ ପୁରୁଣା ଝାଡୁକୁ ନେଇ କରନ୍ତୁ ଏହି ଖାସ ଉପାୟ, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ତାରିଖ ଦିନ ପଡ଼ିବାକୁ ଯାଉଛି। ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଭାରତ ସମେତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ପରିଲକ୍ଷିତ ହେବ। ଚନ୍ଦ୍ରଗ୍ରହଣର ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୫:୩୨ ମିନିଟରୁ ୬:୧୮ ମିନିଟ ପର୍ଯ୍ୟନ୍ତ। ସୂତକକାଳ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ଗ୍ରହଣ ସମାପ୍ତ ହେବା ପରେ ଶେଷ ହୋଇଯିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରର ପୁରୁଣା ଝାଡୁକୁ ନେଇ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତି ହେବ।

ଝାଡୁ ଘର ସଫେଇ କାର୍ଯ୍ୟରେ ବ୍ୟବହାର ହେବା ସହିତ ଝାଡୁ ଯୋଗୁଁ ଆମ ଜୀବନର ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଝାଡୁ ଲଗାଇବା ଉଚିତ। ଏହାଦ୍ବାରା ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ ଏବଂ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। କିନ୍ତୁ ଦ୍ବିପ୍ରହର ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ। ଶନିବାର ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଝାଡୁ ଦେହରେ ଗୋଡ଼ ବାଜି ଗଲେ ତୁରନ୍ତ ପ୍ରମାଣ କରନ୍ତୁ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଚନ୍ଦ୍ର ଗ୍ରହଣ ସମୟରେ କଦାପି ଘର ଝାଡୁ ଲଗାନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। କୌଣସି ଶୁଭ ଦିନରେ ଝାଡୁ କିଣି ଦାନ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଝାଡ଼ୁକୁ କେବେବି ଛିଡା କରି ରଖନ୍ତୁ ନାହିଁ, ଏହାକୁ ସର୍ବଦା ଶୁଆଇ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *