Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ନାମ ବିଶିଷ୍ଟ ପୁରୁଷ ଜନ୍ମରୁ ହୋଇଥାନ୍ତି ମାଲିକ। ଜାଣନ୍ତୁ ବିସ୍ତାର ରୂପରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥ ମାନବ ସମାଜ ପାଇଁ ପ୍ରେରଣା ପ୍ରଦାନ କରିଥାଏ। ସେ ଜଣେ ବୁଦ୍ଧିମାନ, କୁଟନିତିଜ୍ଞ, ଶାସ୍ତ୍ର ପରାୟଣ, ବିଦ୍ୱାନ ଥିଲେ। ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ।

କହିବାକୁ ଗଲେ ପ୍ରତ୍ୟେକ ମନୁଷ୍ୟର ଯେପରି ଗ୍ରହ, ନକ୍ଷତ୍ର ଓ ରାଶି ଅନୁସାରେ ଭବିଷ୍ୟତ ଜଣା ପଡ଼ିଥାଏ। ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଜୀବନ ଉପରେ ଅଧିକ ପ୍ରଭାବ ପକାଇ ଥାଏ। ଏହାଦ୍ବାରା ବ୍ୟକ୍ତିର ଚାଲିଚଳନ, ଭବିଷ୍ୟତ, ସ୍ଵଭାବ, ବୈବାହିକ ଜୀବନ ଆଦି ବିଷୟରେ ସୂଚନା ମିଳିଥାଏ।

ପ୍ରଥମେ ହେଉଛି C, ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର C ରୁ ଆରମ୍ଭ ହୋଇଥାଏ ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏହି ନାମର ଲୋକେ ଅନ୍ୟମାନଙ୍କ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କର ପ୍ରେମ ଜୀବନରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ଦ୍ଵିତୀୟରେ ହେଉଛି H, ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ। ଏମାନେ ସର୍ବଦା ସୁଖ ସୁବିଧା ଭୋଗ କରିଥାନ୍ତି। ଏମାନଙ୍କର ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଲେ ମଧ୍ୟ ଏମାନେ ସାହସର ସହିତ ସବୁକିଛି ସମାଧାନ କରି ଦେଇଥାନ୍ତି। ଏମାନେ କେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ସବୁଥିରେ ସଫଳତା ହାସଲ କରିଥାନ୍ତି।

ତୃତୀୟରେ ହେଉଛି M, ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଥାଏ, ସେମାନେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି। ଏମାନଙ୍କ ଉପରେ ସର୍ବଦା ଈଶ୍ବରଙ୍କ ଆଶୀର୍ବାଦ ରହିଥାଏ। ଧନ ସଞ୍ଚୟ କରିବାରେ ଏମାନେ ପାରଙ୍ଗମ ଥାଆନ୍ତି। ଏହି ନାମର ଲୋକେ ନିଜ ସମ୍ପର୍କକୁ ଅଧିକ ଗୁରୁତ୍ବ ଦେଇ ଥାଆନ୍ତି। ଏମାନେ ଅତ୍ୟନ୍ତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି।

ଚତୁର୍ଥରେ ହେଉଛି S, ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ଏମାନେ ସର ଜୀବନ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ଲଗାଇ ଦେଇଥାନ୍ତି। ଏମାନେ ଧନ ସଞ୍ଚୟ କରିବାରେ ସକ୍ଷମ ହୋଇଥାନ୍ତି। ଏମାନଙ୍କୁ ଖୁବ୍ ଶୀଘ୍ର କ୍ରୋଧ ଆସେ ନାହିଁ।

ପଞ୍ଚାମରେ ହେଉଛି V , ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନରେ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଂଚି ଥାଆନ୍ତି। ଏମାନେ ନିଜ କାରବାରକୁ ବିସ୍ତାର କରିବା ପାଇଁ ବିଭିନ୍ନ ଦେଶକୁ ମଧ୍ୟ ଯାତ୍ରା କରିଥାନ୍ତି। କଠିନ ପରିଶ୍ରମ କରିବା ପାଇଁ ଏମାନଙ୍କର ଆଗ୍ରହ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *