Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ମଧ୍ୟ ଏହି ଦୁଇଟି ଜିନିଷ ଅନ୍ୟମାନଙ୍କୁ ଦାନ କରନ୍ତୁ ନାହିଁ, ନଚେତ ଘରକୁ ମାଡି ଆସିପାରେ ଘୋର ସଙ୍କଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଶାସ୍ତ୍ରର ଅଦ୍ଭୁତ କଥା ବିଷୟରେ କହିବାକୁ ଯାଉଛୁ। ବନ୍ଧୁଗଣ ଘରର ବରିଷ୍ଠ ବ୍ୟକ୍ତି ଆମକୁ କିଛି ନା କିଛି ଶିଖାଇ ଥାଆନ୍ତି। ଆମ ଦେଶ ଓ ସମାଜରେ ସଂସ୍କାରର ବିଶେଷ ମହତ୍ତ୍ଵ ରହିଛି। ସମସ୍ତଙ୍କ ଜୀବନରେ ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ଆସିଥାଏ।

ଶାସ୍ତ୍ରରେ ଜୀବନକୁ ସହଜ ଓ ସରଳ କରିବା ପାଇଁ ବିଶେଷ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଧନଲାଭ ହେବା ସହିତ ସମ୍ମାନ ମଧ୍ୟ ପ୍ରାପ୍ତ ହୋଇଥାଏ।

ଶିବ ପୁରାଣ ଅନୁସାରେ କିଛି ଏଭଳି ବସ୍ତୁ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଦାନ କରିବା ଦ୍ୱାରା ଯେତେ ଦୁର୍ଭାଗ୍ୟ ଆସୁଥିଲେ ମଧ୍ୟ ସବୁ ଦୂର ହୋଇ ଯାଇଥାଏ। ଦାନ କଲେ ପୂଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରତ୍ୟେକ ବ୍ୟକ୍ତି ନିଜ ସକ୍ଷମତାକୁ ନେଇ ଦାନ କରିଥାନ୍ତି। ଅସହାୟ ଲୋକଙ୍କୁ ଦାନ କରିବା ଦ୍ୱାରା ଈଶ୍ବରଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସେହି ଦାନର ପୁଣ୍ୟ ଫଳ ଆପଣଙ୍କ ଉପରେ ଅଧିକ ଗୁଣ ହୋଇ ଆସିଥାଏ।

ପ୍ରଥମେ ରହିଛି ଲୁଣ। ତେଣୁ ଲୁଣ ଦାନ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଲୁଣ ଦାନ କରିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ କି, ଲୁଣକୁ ସିଧାସଳଖ ଦାନ କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡା ଲାଗି ରହୁଛି ଏବଂ ଆର୍ଥିକ ଅଭାବ ଦେଖା ଦେଉଛି, ତାହେଲେ ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ ଏବଂ ସେଠାରେ ଗୁଡ଼ ଦାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରୁ ସବୁ ଅଶାନ୍ତି ଦୂର ହୋଇଯିବ।

ଘରର ଦୁଆର ମୁହଁକୁ ଆସୁଥିବା ଗାଈକୁ ଗୁଡ ଓ ରୁଟି ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଛଡା ତିଳ ଦାନ କଲେ ମଧ୍ୟ ସବୁ ମନସ୍କାମନା ହୋଇଥାଏ। ଯଦି ଆପଣଙ୍କ ଆତ୍ମବିଶ୍ବାସ ଓ ସାହସ ହ୍ରାସ ହେଉଛି ବା ଆପଣ କୌଣସି ମାନସିକ ଚିନ୍ତାରେ ବୁଡି ରହିଛନ୍ତି, ତାହେଲେ ଆପଣ ତିଳ ଦାନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଆପଣ ନିଜ ସକ୍ଷମତାକୁ ନେଇ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ଈଶ୍ବରଙ୍କ କୃପା ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *