Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଯେଉଁଠି ମିଳିଲେ ବି ଛାଡ଼ନ୍ତୁ ନାହିଁ , ଆଉ କରି ଦିଅନ୍ତୁ ଏହି ଗୋଟିଏ ଉପାୟ

ସେୟାର୍ କରନ୍ତୁ

ମନ୍ଦାର ଫୁଲ ଏମିତିରେର ଦେବୀଙ୍କୁ ଅତ୍ୟନ୍ତ ପସନ୍ଦ ଥାଏ । କିନ୍ତୁ ଯଦି ଆପଣ ଭଗବାନ ସୂର୍ଯ୍ୟଙ୍କୁ ଏହି ଫୁଲ ଅର୍ପିତ କରନ୍ତି ତେବେଅତି ବଡ଼ରୁ ବଡ଼ ସମସ୍ୟା ମଧ୍ୟ ଦୂରେଇ ଯାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଚମତ୍କାରୀ ଉପାୟ ବିଷୟରେ କହିବୁ । ନାଲି ରଙ୍ଗର ମନ୍ଦାର ଫୁଲ ମାତା ଲକ୍ଷ୍ମୀ , ଦୁର୍ଗା , ଗଣେଶ ଏବଂ ଶ୍ରୀହନୁମାନଙ୍କୁ ମଧ୍ୟ ଅତ୍ୟନ୍ତ ପସନ୍ଦ ଥାଏ । ତେଣୁ ଯଦି ଆପଣ ମଙ୍ଗଳବାର ଦିନ ମାତା ଦୁର୍ଗାଙ୍କୁ କିମ୍ବା ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତି ତେବେ ସୁଖ ସମୃଦ୍ଧି ଆସିଥାଏ ଏବଂ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଏହାସହିତ ଗ୍ରହ କଷ୍ଟ ମଧ୍ୟ ଶାନ୍ତ ହୋଇଥାଏ ।

ସୂର୍ଯ୍ୟଙ୍କ ଉପାସନାରେ ମଧ୍ୟ ମନ୍ଦାରଫୁଲ ଉପଯୋଗର ଉପାୟ ରହିଛି । ଶତ୍ରୁ ବିରୋଧୀଙ୍କ ଠାରୁ ମୁକ୍ତି ମିଳିଥାଏ ଏବଂ ଆୟୁଷ ଦୀର୍ଘ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଆଜି ଆମେ କିଛି ଜ୍ୟୋତିଶୀ ମାନ୍ୟତା ବିଷୟରେ କହିବୁ । ଏପରି କୁହାଯାଏ ଯେ ମନ୍ଦାର ଫୁଲରେ ମାତା ଦୁର୍ଗାଙ୍କ ବାସ ହୋଇଥାଏ । ଫୁଲର ସବୁଜ ରଙ୍ଗର ଅଂଶରେ ବୁଦ୍ଧ ଏବଂ କେତୁ ରହିଥାନ୍ତି । ଯେଉଁଠି କେଶର ଥାଏ ସେଠାରେ ମଙ୍ଗଳ ରହିଥାଏ । ମନ୍ଦାର ଉପରେ ସୂର୍ଯ୍ୟଙ୍କ ପ୍ରତିନିଧିତ୍ୱ ରହିଥାଏ ।

ଏପରି କୁହାଯାଏ ଯେ ଏହା ଯେଉଁଠାରେ ଉତ୍ପତ୍ତି ହୋଇଥାଏ ସେଠାରେ ଭଗବାନଙ୍କ ବାସ ହୋଇଥାଏ । ମଧ୍ୟରେ ରାହୁ ଏବଂ ଅନ୍ତରେ ଶନି ରହିଥାନ୍ତି । ପୁଷ୍ପର ମଧ୍ୟ ଭାଗରେ ଚନ୍ଦ୍ରମା ରହିଥାଏ । ବାସ୍ତୁ ଅନୁଯାୟୀ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ଘର ଅଗଣାରେ ମନ୍ଦାର ଫୁଲ ଗଛ ଲଗାନ୍ତି ତେବେ ଘରେ ପ୍ରେମ ବୃଦ୍ଧି ହୋଇଥାଏ ଏବଂ ଆପଣାପଣ ବଢ଼ିଥାଏ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିଥାଏ । ଏହାଦ୍ବାରା ସମ୍ପର୍କ ମଧ୍ୟ ଦୃଢ଼ ହୋଇଥାଏ । ମନ୍ଦାର ଫୁଲର ସେହି ଉପାୟ ଦ୍ୱାରା ଅନେକ ଲାଭ ମିଳିଥାଏ । ଉପାୟ ଅନୁଯାୟୀ ଭଗବାନ ଗଣେଶଙ୍କୁ ଆଠଟି ନାଲି ମନ୍ଦାର ଫୁଲ ଅର୍ପିତ କରନ୍ତୁ ।

ଆଗାମୀ ଦିନ ତାହାକୁ ନେଇ ସୂର୍ଯ୍ୟ ରଶ୍ମିରେ ରଖନ୍ତୁ ମାତ୍ର ଅଧା ଘଣ୍ଟା ପରେ ତାହାକୁ ଛାଇରେ ଶୁଖାନ୍ତୁ । ତାପରେ ଦୁଇ ଚାରି ଦିନ ପରେ ସେହି ଫୁଲ ଶୁଖିଯିବା ପରେ ତାହାର ପାଉଡର ବନାଇ ନିଅନ୍ତୁ । ସେଥୁରେ ଅଳ୍ପ କର୍ପୂର ଏବଂ ଦୁଇ ଚିମୁଟା ସିନ୍ଦୁର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ବଶୀକରଣ ଉପାୟ ପ୍ରସ୍ତୁତ ହୋଇଯିବ । ଏହି ତିଳକକୁ ଆପଣ ଯେଉଁଠାରୁ ବି ଗଲେ ଲଗାଇ ଯାଇ ପାରିବେ । ଏହାଦ୍ବାରା ଲୋକେ ଆପଣଙ୍କର ବିରୋଧ କରିବେ ନାହିଁ ଏବଂ ମାନ ସମ୍ମାନ ପ୍ରତିଷ୍ଠା ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *