Excuse Me Odisha

ଯାହା କହିବୁ ସତ କହିବୁ

୨୯ ଅକ୍ଟୋବର ରାଶିଫଳ: ତୁଳା, ବିଛା ଏବଂ ଧନୁ ରାଶିର ଲୋକଙ୍କ ଦିନଟି ଅନୁକୂଳ ରହିବ। ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କିଛି ନୂଆ କାର୍ଯ୍ୟର ଆରମ୍ଭ କରି ପାରନ୍ତି। ଆପଣ ନିଜ ଘରକୁ ନୂଆ ବସ୍ତୁ କ୍ରୟ କରି ଆଣି ପାରନ୍ତି। କାନୁନ ମାମଲାରେ ଆପଣଙ୍କୁ ନୀତି ନିୟମ ଗୁଡ଼ିକୁ ପାଳନ କରିବା ଆବଶ୍ୟକ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟକ୍ତିଗତ ଜୀବନକୁ ଆପଣ ଗୁପ୍ତ ରଖିବାକୁ ପ୍ରୟାସ କରନ୍ତୁ। ଅନ୍ୟମାନଙ୍କ ସାମ୍ନାରେ କେବେବି ନିଜର ମାନା କଥା ପ୍ରକାଶ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣ

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଘରର ସବୁ ଦାୟିତ୍ୱକୁ ସଠିକ ଢଙ୍ଗରେ ଆପଣ ସମ୍ପନ୍ନ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଉଥିଲେ, ଏହାକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରେ ଆପଣଙ୍କୁ ବଜେଟ ବନେଇ ରଖିବା ଆବଶ୍ୟକ। ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି। ପ୍ରେମ ଜୀବନରେ ଚାଲିଥିବା ସମସ୍ୟା ସବୁ ଦୂର ହୋଇଯିବ।ଆଜି ଆପଣ ଅନ୍ୟ ଠାରୁ ଟଙ୍କା ଉଧାର ନିଅନ୍ତୁ ନାହିଁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣ ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। କୌଣସି ସରକାରୀ ଯୋଜନାରେ ନିବେଶ କରି ଆପଣ ଲାଭବାନ ହେବେ। ପରିବାରର ଆବଶ୍ୟକତା ଉପରେ ଆପଣ ଧ୍ୟାନ ଦେବେ।

ତୁଳା ରାଶି :-ଆଜି ଆପଣ ପରୋପକାର କ୍ଷେତ୍ରରେ ସମୟ ଅତିବାହିତ କରିବେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ।ଭାଇଭଉଣୀଙ୍କ ସମ୍ପର୍କରେ ସୁଧାର ଆସିବ। ଆପଣଙ୍କ ସାହସ ଓ ପରାକ୍ରମରେ ବୃଦ୍ଧି ହେବ। ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ନିଜ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ରଚନାତ୍ମକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଆପଣଙ୍କ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ବ୍ୟବସାୟରେ କରୁଥିବା ପ୍ରୟାସ ସଫଳ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଅଜଣା ଲୋକଙ୍କ ସହିତ ଆପଣ କିଛି ସେୟାର କରନ୍ତୁ ନାହିଁ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂତନ ସମ୍ପତ୍ତି କ୍ରୟ କରିବେ। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ଉତ୍ତମ ପରାମର୍ଶ ଦେବେ। ବିଦ୍ୟାର୍ଥୀ ମାନେ ପାଠପଢା କ୍ଷେତ୍ରରେ କଠିନ ପରିଶ୍ରମ କରିବେ।

ମୀନ ରାଶି :-ଆଜି ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣ ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରି ପାରନ୍ତି। ଧାର୍ମିକ ଅନୁଷ୍ଠାନରେ ଆପଣ ଅଂଶଗ୍ରହଣ କରି ପାରନ୍ତି। ପୈତୃକ ସମ୍ପତ୍ତି ପାଇଁ ଚାଲିଥିବା ବିବାଦର ସମାଧାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *