Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ବନିବାକୁ ଯାଉଛି ଶୁଭ ସଂଯୋଗ, ୬ ଗୋଟି ରାଶିର ଲୋକେ ହେବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣଙ୍କୁ ଦୀପାବଳୀ ଓ ଧନ୍ତେରସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। କହିବାକୁ ଗଲେ ଭାରତରେ ଏବଂ ବିଦେଶରେ ଦୀପାବଳି ପର୍ବ ଏବଂ ଧନ୍ତେରସ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଧନ୍ତେରସ ପର୍ବରେ ପ୍ରଭୁ ଶ୍ରୀଗଣେଶ , ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀ ଏବଂ ଧନବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ୬:୦୩ ମିନିଟରୁ ଆରମ୍ଭ ହୋଇ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬:୦୪ ମିନିଟରେ ସମାପ୍ତ ହେବ। ଧନ୍ତେରସ ପର୍ବ ଅକ୍ଟୋବର ୨୩ ତାରିଖରେ ପାଳନ କରିବା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ। ୨୩ ତାରିଖ ସନ୍ଧ୍ୟାରେ ପ୍ରଦୋଷ କାଳ ରହିଥିବାରୁ ତେଣୁ ଧନ୍ତେରସ ଦିନ ପୂଜା ପାଇଁ ସନ୍ଧ୍ୟା ୫:୪୪ ମିନିଟରୁ ସନ୍ଧ୍ୟା ୬:୦୪ ମିନିଟ ପର୍ଯ୍ୟନ୍ତ ସମୟ ରହିଛି।

ଧନ୍ତେରସ ଦିନ ଏକ ଅଦ୍ଭୁତ ମହାସଂଯୋଗ ବନିବାକୁ ଯାଉଛି। ତେଣୁ ଦିନ କିଣାକିଣି କଲେ ଶୁଭ ଫଳ ପ୍ରାପ୍ତି ହେବ। ଆପଣଙ୍କୁ କହି ରଖୁଛୁ କି ଏହି ଧନ୍ତେରସ ଦିନ ୪ ଗୋଟି ଗ୍ରହର ସଂଯୋଗ ରହିଛି। ତେଣୁ ଏହିଦିନ ଦେବୀ ଲକ୍ଷ୍ମୀଙ୍କର ଖାସ ପ୍ରକାରର ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ୱ ରହିଛି। ତେଣୁ ଏହିଦିନ ଧଣିଆ, ମୟୂର ପର, କଉଡ଼ି ଆଦି ଘରକୁ ଆଣନ୍ତୁ।ଏହାସହିତ ସୁନା ବା ରୂପାର ମୁଦ୍ରା ମଧ୍ୟ ଆଣି ପାରିବେ। ଏହିଦିନ ଝାଡୁ କ୍ରୟ କରି ଆଣିବା ମଧ୍ୟ ଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏହି ଧନ୍ତେରସ ଦିନ କେଉଁ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ ଏବଂ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସେମାନଙ୍କ ଉପରେ ରହିବ।

ମେଷ ରାଶି :- ଧନ୍ତେରସ ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଆୟରେ ବୃଦ୍ଧି ହେବ।

ମିଥୁନ ରାଶି :- ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣ ଅଧିକ ପ୍ରସନ୍ନ ରହିବେ। ସଂପର୍କୀୟଙ୍କ ଠାରୁ ଉପହାର ପ୍ରାପ୍ତ ହୋଇପାରେ।

ତୁଳା ରାଶି :- ଏହି ଧନ୍ତେରସ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଧର୍ମକର୍ମ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ବ୍ୟାପାରିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଅବିବାହିତ ଲୋକଙ୍କ ବିବାହରେ ସବୁ ବାଧାବିଘ୍ନ ଦୂର ହୋଇଯିବ।

ମୀନ ରାଶି :- ଏହି ଧନ୍ତେରସ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ଗାସକ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର ରାଶି :- ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଶତ୍ରୁ ଆପଣଙ୍କୁ ଦେଖି ଭୟ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *