Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ଗୋଟେ ଜିନିଷ ଦାନ କରନ୍ତୁ ନାହିଁ, ନଚେତ ଦେବୀ ଲକ୍ଷ୍ମୀ ଘରୁ ପଳାଇ ଯାଇଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣଙ୍କୁ ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଦିନ ପଡ଼ିଥାଏ। ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ଅନ୍ଧକାର ଉପରେ ଆଲୋକର ବିଜୟ ଅଟେ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦୀପାବଳି ଦିନ କେଉଁ ଜିନିଷ ଦାନ କରିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦୀପାବଳି ଓ ଧନ୍ତେରସ ଦିନ କେବେବି ଅନ୍ୟମାନଙ୍କୁ ଚମଡ଼ାରେ ତିଆରି ଜିନିଷ ଦାନ କରନ୍ତୁ ନାହିଁ। ଅନ୍ୟମାନଙ୍କୁ ଏହିଦିନ ଫଳମୂଳ, ମିଠା, ବାଦାମ, କାଜୁ ଆଦି ଦେଇ ପାରିବେ। କୁହାଯାଏ କି ଦୀପାବଳି ଏବଂ ଧନ୍ତେରସ ଦିନ ସମ୍ପର୍କୀୟ ଓ ପଡ଼ୋଶୀ ମାନଙ୍କୁ ଉପହାର ଦେବା ଓ ନେବା ଦ୍ଵାରା ସମ୍ପର୍କରେ ସ୍ନେହ ଓ ପ୍ରେମ ବୃଦ୍ଧି ହୋଇଥାଏ। ଏହାସହିତ ଆପଣ ଲୁଗାପଟା କିଣି ପାରିବେ।

ତେବେ ଆସନ୍ତୁ ଜାଣିବା ଦୀପାବଳି ଦିନ ଆପଣ କେଉଁ ଜିନିଷ ସବୁ ଦାନ କରିବା ଉଚିତ ନୁହେଁ। ଏହିଦିନ ଆପଣ କାହାକୁ ଧରୁଆ ଜିନିଷ ଆଦି ଦିଅନ୍ତୁ ନାହିଁ। ଘଡି, ଷ୍ଟିଲ ଜିନିଷ, ଝାଡୁ ଆଦି ଦାନ କରନ୍ତୁ ନାହିଁ। ଏହିଦିନ ଆପଣ ନିଜର ଗହଣା ବା ପିନ୍ଧୁଥିବା ଲୁଗାପଟା ଦାନ କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। କିନ୍ତୁ ଆପଣ ନୂଆ ପୋଷାକ ଦାନ କରି ପାରିବେ। ନିଜର ବ୍ୟବହାର୍ଯ୍ୟ ଜିନିଷ ଦାନ କରନ୍ତୁ ନାହିଁ। ଦେଖିବେ ନିଶ୍ଚିତ ଭାବରେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *