Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଏବଂ ଧନନ୍ତେରସ ଦିନ କରନ୍ତୁ ଏହି ଖାସ ଉପାୟ, ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ଗୁଡ଼ିକ କହିବାକୁ ଯାଉଛୁ କି, ଯାହାକୁ ଆପଣ ଦୀପାବଳି ଓ ଧନନ୍ତେରସ ଦିନ କିଛି ଖା ଉପାୟ କରି ଲାଭବାନ ହୁଅନ୍ତୁ। ଦୀପାବଳି ଦିନ କିଛି ଖାସ ଗଛ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହେବା ସହିତ ଭଗବାନ ଧନବନ୍ତରୀଙ୍କର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ସେହି ଦିନକୁ ଧନନ୍ତେରସ ରୂପରେ ପାଳନ କରାଯାଏ। ଦୀପାବଳି ଓ ଧନନ୍ତେରସ ଦିନ କୌଣସି ନୂଆ ବସ୍ତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।ଏହିଦିନ ନୂତନ ବାହନ କ୍ରୟ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସୁନାରୁପା ମଧ୍ୟ କ୍ରୟ କରାଯାଇଥାଏ

ଦୀପାବଳି ଓ ଧନନ୍ତେରସ ଦିନ ପିତ୍ତଳ ବାସନ କ୍ରୟ କରିବା ଦ୍ଵାରା ପରିବାର ଲୋକେ ଆରୋଗ୍ୟ ହୋଇଥାନ୍ତି। ଧନନ୍ତେରସ ଦିନ ରାତିରେ ଧଣିଆରେ ଇତର ପକାଇ ଘରର କୋଣ ଅନୁକୋଣରେ ପକାଇ ଦେବା ଉଚିତ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରେ ସ୍ଥାୟୀ ବାସ କରିଥାନ୍ତି।

ଦୀପାବଳି ଓ ଧନନ୍ତେରସ ଦିନ କଉଡ଼ି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ଲକ୍ଷ୍ମୀ କମଳ ଗଛ ମଧ୍ୟ ଘରକୁ ଆଣିବା ଲାଭକାରୀ ମାନା ଯାଇଥାଏ। ଏହା ଅତ୍ୟନ୍ତ ଶୁଭ ଓ ଗୁଣକାରୀ ହୋଇଥାଏ। ଯାହାଫଳରେ ଘରେ କୌଣସି ଆର୍ଥିକ ସମସ୍ୟା ଦେଖା ଦିଏ ନାହିଁ। ଏହି ଗଛ ମୂଳରେ ପ୍ରତ୍ୟେକ ଦିନ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଯାହାଫଳରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *