Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଫିଟିକିରି, ରାତାରାତି ଆପଣ ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କିଛି ଲୋକେ ଟଙ୍କାର ମହତ୍ତ୍ୱକୁ ବୁଝି ନଥାନ୍ତି। ଆଉକିଛି ଲୋକେ ଘରର ଦାୟିତ୍ୱ କଥା ବୁଝି ଟଙ୍କାକୁ ଅଧିକ ଗୁରୁତ୍ବ ଦେଇ ଥାଆନ୍ତି। ଘରେ ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ରହିବା ନିହାତି ଆବଶ୍ୟକ ଅଟେ। ଯେପରି ଘରର ମୁଖ୍ୟ ଫାଟକ।

ଘରର ମୁଖ୍ୟ ଫାଟକ ଦ୍ଵାରା ଘର ମଧ୍ୟକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନରେ ଆସୁଥିବା ସମସ୍ୟାକୁ ଦୂର ହୋଇଯିବ

ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଆପଣ ଘରର ଆଖପାଖରେ ତୁଳସୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ। ଘରେ ଧନସମ୍ପତ୍ତି ବୃଦ୍ଧି କରିବା ପାଇଁ ଗୋଟେ ଲାଲ କପଡ଼ାରେ ଫିଟିକିରି ରଖି ଆପଣ ଘରର ଦୁଆର ମୁହଁରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହୋଇଯିବ।

ଘରକୁ ସର୍ବଦା ସଫାସୁତୁରା କରି ରଖିବା ଆବଶ୍ୟକ। ଏହାଦ୍ବାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। କହିବାକୁ ଗଲେ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ଅତ୍ୟନ୍ତ ପସନ୍ଦ ହୋଇଥାଏ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *