Excuse Me Odisha

ଯାହା କହିବୁ ସତ କହିବୁ

କୁଆଁର ପୂର୍ଣ୍ଣିମାରେ ଲାଲ ଲଙ୍କାକୁ ନେଇ କରନ୍ତୁ ଖାସ ଉପାୟ। ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ରାସ ପୂର୍ଣ୍ଣିମା କୁହାଯାଏ। ଏହି ପୂର୍ଣ୍ଣିମାରେ ହଳଦୀକୁ ନେଇ କିଛି ଖାସ ଉପାୟ କରନ୍ତୁ, ଯାହାଫଳରେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। ରାସ ପୂର୍ଣ୍ଣିମା ଅକ୍ଟୋବର ୯ ତାରିଖ ସକାଳ ୩:୪୧ ମିନିଟରେ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ଦ୍ବିପ୍ରହର ୨:୩୧ ମିନିଟରେ ସମାପ୍ତ ହେବ।

କହିବାକୁ ଗଲେ ଆମେ ନିଜ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାଉ। ତେଣୁ ଆସନ୍ତୁ ସେହି ଲାଲ ଲଙ୍କାକୁ ନେଇ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତି ହେବ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ୨୧ଟି ଲଙ୍କାର ବୀଜ ପକାଇ ଦିଅନ୍ତୁ। ଏହାକୁ ରାତିରେ ଆପଣ ନିଜ ଶୋଇବା କୋଠରୀରେ ରଖି ଦିଅନ୍ତୁ। ସକାଳୁ ଉଠି ମୁଣ୍ଡରେ ଲଗାଇ ଏହି ପାଣିକୁ ବାହାରେ ଫିଙ୍ଗି ଦିଅନ୍ତୁ। ଏଭଳି କରିବା ଦ୍ଵାରା ସୋଷ୍ଣଙ୍କ ଜୀବନରେ ଆସୁଥିବା ସଙ୍କଟ ଦୂର ହୋଇଯିବ। ଯଦି ଆପଣଙ୍କ ସନ୍ତାନକୁ ନଜର ଲାଗି ଯାଇଛି, ତାହେଲେ ଲଙ୍କାକୁ ନେଇ ଚାରି ଥର ତାଙ୍କ ମୁଣ୍ଡରେ ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ।

ଯଦି ଆପଣ ଋଣରେ ବୁଡି ରହିଛନ୍ତି ଏବଂ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେଉ ନାହିଁ, ତାହେଲେ ଆପଣ ସକାଳୁ ଉଠି ସ୍ନାନ ସାରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜାଲରେ ୨୧ ଗୋଟି ଲଙ୍କାର ବୀଜ ପକାଇ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଋଣ ପରିଶୋଧ ହୋଇଯିବ। ଆପଣଙ୍କୁ ଆର୍ଥିକ ରୂପରେ ସହଯୋଗ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *