Excuse Me Odisha

ଯାହା କହିବୁ ସତ କହିବୁ

ଚାକିରି ଓ ବ୍ୟାପାରରେ ସଫଳତା ହାସଲ କରିବାକୁ ଚାହୁଁଥିଲେ, ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟେ ଲଙ୍କା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ଲାଗି ରହିଥାଏ। ଅଧିକାଂଶ ଲୋକେ କଠିନ ସମସ୍ୟା ଆସିଲେ ଭୟ କରନ୍ତି ଏବଂ ସମସ୍ୟାକୁ ମୁକାବିଲା କରି ପାରିବେ ନାହିଁ ବୋଲି ବିଚାର କରନ୍ତି। କିନ୍ତୁ ଯେଉଁ ମାନେ ମାନସିକ ରୂପରେ ସୁଦୃଢ ରହିଥାନ୍ତି, ଏମାନେ କୌଣସି ସମସ୍ୟାର ସରଳ ସମାଧାନ ବାହାର କରିଥାନ୍ତି। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଜଟିଳ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ଯିବେ।

ବନ୍ଧୁଗଣ ଆମେ ସମସ୍ତେ ଖାଦ୍ୟରେ କଞ୍ଚା ଲଙ୍କା ବ୍ୟବହାର କରିଥାଉ। ଲଙ୍କା ଆମର ସ୍ଵାଦ ବଢାଇ ଦେଇଥାଏ। ଏହାଛଡା ଲଙ୍କା ଆମ ଜୀବନର କଷ୍ଟକୁ ମଧ୍ୟ ଦୂର କରି ଦେଇଥାଏ। ଅନେକ ସମୟରେ ଆମେ କିଛି ଶତ୍ରୁଙ୍କ ସହିତ ଯୋଡି ହୋଇ ଯାଇ ଥାଉ। ତେବେ ଆସନ୍ତୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲାଲ ଲଙ୍କାର ଉପଯୋଗ କିପରି କରିବେ, ସେହି ବିଷୟରେ ଜାଣିବା।

ଯଦି ଆପଣ କୌଣସି କାର୍ଯ୍ୟରେ ବାହାର ସ୍ଥାନକୁ ଯାଉଛନ୍ତି, ତାହେଲେ ପାଞ୍ଚଟି ଲାଲ ଲଙ୍କା ଏରୁଣ୍ଡି ବନ୍ଧରେ ରଖି ଦିଅନ୍ତୁ। ତାପରେ ଏହାକୁ ପାର କରି ବାହାରକୁ ଯାଆନ୍ତୁ। ଯଦି ଆପଣଙ୍କ କାର୍ଯ୍ୟରେ ଅନେକ ବାଧା ବିଘ୍ନ ସୃଷ୍ଟି ହେଉଛି, ତାହେଲେ ଶନିବାର ଦିନ ଗୋଟେ ଗ୍ଲାସ ପାଣିରେ ଲାଲ ଲଙ୍କା ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି, ତାହେଲେ ଆପଣ ସକାଳୁ ଉଠି ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଲାଲ ଲଙ୍କା ପକାଇ ଜଳ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *