Excuse Me Odisha

ଯାହା କହିବୁ ସତ କହିବୁ

ପର୍ସରେ ରଖି ଦିଅନ୍ତୁ ଏହି ଖାସ ଜିନିଷ, ଦାରିଦ୍ର୍ୟତା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ କି, ଯାହାକୁ ପ୍ରୟୋଗ କରିବା ଫଳରେ ଦେବୀ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଆଜିର ଦୁନିଆରେ ସମସ୍ତେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରୁ ନାହାଁନ୍ତି। କୁହାଯାଏ ଦେବୀ ଲକ୍ଷ୍ମୀ ବହୁତ ଚଞ୍ଚଳ ଅଟନ୍ତି।

ସେ ଗୋଟେ ସ୍ଥାନରେ ଅଧିକ ସମୟ ତିଷ୍ଠି ରହନ୍ତି ନାହିଁ। ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ନ ରହିବାର ମୁଖ୍ୟ କାରଣ ହେଉଛି ପର୍ସ। ଅର୍ଥାତ ଆମେ ଜାଣତରେ ହେଉ ଅବା ଅଜାଣତରେ ପର୍ସରେ କିଛି ଏଭଳି ଜିନିଷ ରଖି ଦେଇ ଥାଉ, ଯାହାଦ୍ଵାରା ଆମକୁ ଅଭାବ ଅନଟନ ଭୋଗିବାକୁ ପଡ଼ିଥାଏ।

ଆଜି ଆମେ ଆପଣଙ୍କୁ ଅର୍ଥ ସଞ୍ଚୟ ପାଇଁ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହେବେ। ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ପର୍ସ ସ୍ଥିର କରିଥାଏ କି, ଆପଣଙ୍କ ପାଖରେ କେତେ ଟଙ୍କା ତିଷ୍ଠି ରହିବ। ତେବେ ଯଦି ଆପଣ କୌଣସି ନୂଆ ପର୍ସ ଆଣିଛନ୍ତି, ତାହେଲେ ପ୍ରଥମେ ନିଜ ପିତାମାତାଙ୍କର ଫଟୋ ରଖନ୍ତୁ।

ପର୍ସରେ ଅଧିକ ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ବାରା ଧନର ଅଭାବ ବଢ଼ିଥାଏ। ଅଧିକାଂଶ ଲୋକେ ହୋଟେଲ ବିଲ, ସିନେମାର ଟିକେଟ, ଇଲେକ୍ଟ୍ରିକ ବିଲ ଆଦି ରଖିଥାନ୍ତି। କିନ୍ତୁ ଏହି ଜିନିଷ ଗୁଡ଼ିକ କଦାପି ନିଜ ପର୍ସରେ ରଖିବା ଉଚିତ ନୁହେଁ। ନଚେତ ରାହୁ ଗ୍ରହର କୋପ ଦୃଷ୍ଟି ପଡ଼ିଥାଏ ଏବଂ ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ପର୍ସରେ କେବେବି କୌଣସି ଲୁହା କଣ୍ଟା, ଚାବି ଆଦି ରଖିବା ଉଚିତ ନୁହେଁ। ଏହାଦେର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଯଦି ଆପଣ ନିଜ ପାଖରେ ତିଷ୍ଠି ରହିବା ପାଇଁ ଚାହୁଁଛନ୍ତି, ତାହେଲେ ଦେବୀ ଲକ୍ଷ୍ମୀଙ୍କ ପାଖରେ କଉଡ଼ି ପୂଜା କରି ନିଜ ପର୍ସରେ ରଖନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଏବଂ ଧନ ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *