Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ସିନ୍ଦୁରକୁ ନେଇ କରନ୍ତୁ ଏହି ଖାସ ଉପାୟ। ଆପଣଙ୍କ ଜୀବନରେ ସବୁ ସମସ୍ୟା ହେବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରିରେ ସିନ୍ଦୂରର ମହତ୍ତ୍ଵ ଅଧିକ ରହିଥାଏ। ମନୁଷ୍ୟ ଜୀବନରେ କେତେବେଳେ ସୁଖ ଆସିଥାଏ ତ ଆଉ କେତେବେଳେ ଦୁଃଖ ଆସିଥାଏ। କିଏ ନିଜ ବ୍ୟବସାୟକୁ ନେଇ ଚିନ୍ତିତ ରହିଥାନ୍ତି ତ ଆଉ କିଏ ନିଜ ଦୈନନ୍ଦିନ ଜୀବନକୁ ନେଇ ସମସ୍ୟାରେ ପଡ଼ି ଥାଆନ୍ତି। ଋଣ ଏକ ଏପରି ସମସ୍ୟା ଯାହାଠାରୁ ମୁକ୍ତି ପାଇବା ପାଇଁ ସମସ୍ତ ଚାହିଁ ଥାଆନ୍ତି। ତେବେ ଆସନ୍ତୁ କେଉଁ ଉପାୟ କଲେ ଆପଣ ଲାଭବାନ ହେବେ ଆସନ୍ତୁ ଜାଣିବା।

ତେବେ ଆପଣ ଗୋଟେ ପାନପତ୍ର ନିଅନ୍ତୁ। ରପରେ ଅଳ୍ପ ସିନ୍ଦୂରରେ କିଛି ଘିଅ ମିଶାଇ ଦିଅନ୍ତୁ। ତାପରେ ସେହି ସିନ୍ଦୂର ନେଇ ପାନପତ୍ରରେ ଶ୍ରୀରାମ ଲେଖି ପ୍ରଭୁ ହନୁମାନଙ୍କ ମନ୍ଦିରରେ ତାଙ୍କ ଚରଣରେ ଅର୍ପଣ କରନ୍ତୁ। ଯଦି ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ସୃଷ୍ଟି ହେଉଛି ବା ବାରମ୍ବାର ବିବାଦ ଲାଗି ରହୁଛି, ତାହେଲେ ଗୋଟେ ପାନପତ୍ର ଆଣି ସେଥିରେ କିଛି ସିନ୍ଦୂରରେ ହ୍ରୀଂ ଲେଖି ମାଆ ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ।

ଏଭଳି କରିବା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଏହାସହିତ ପ୍ରେମ ବୃଦ୍ଧି ହେବ।

ନବରାତ୍ରି ସମୟରେ ସୁନା ବା ରୁପାର ମୁଦ୍ରା ମାଆ ଦୁର୍ଗାଙ୍କ ଚରଣରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ବା ସୁନାର ମୁଦ୍ରାକୁ ଆପଣ ନିଜର ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଯାହାଫଳରେ ଆପଣଙ୍କ ଧନଭଣ୍ଡାର ପରିପୂର୍ଣ ହୋଇଯିବ। ମାନ୍ୟତା ରହିଛି କି, ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, କଉଡ଼ି ଆଦି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ। ମାଆ ଦୁର୍ଗା ଆପଣଙ୍କର ସବୁ ଅଭିଳାଷା ପୂରଣ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *