Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦରୁ ଏହି ୮ଟି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯେତେବେଳ ଈଶ୍ୱର ମନୁଷ୍ୟ ଉପରେ ପ୍ରସନ୍ନ ହୋଇ ଥାଆନ୍ତି, ସେତେବେଳେ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। କିନ୍ତୁ ଯେତେବେଳେ ଈଶ୍ୱର ରୁଷ୍ଟ ହୋଇଥାନ୍ତି, ସେତେବେଳେ ମନୁଷ୍ୟ ଜୀବନରେ ଘୋର ବିପଦ, ଦୁଃଖକଷ୍ଟ ମାଡି ଆସିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରି ଚାଲିଥିବା ସମୟରେ ଖାସ କେଉଁ ରାଶିର ଲୋକଙ୍କ ଉପରେ ଦେବୀ ଦୁର୍ଗାଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ସେହି ବିଶେଷ ରାଶିର ଲୋକଙ୍କ ଜୀବନ ହସଖୁସିରେ ଅତିବାହିତ ହେବ ଏବଂ ଜୀବନରେ ଆସୁଥିବା ସବୁ ସଙ୍କଟ ଦୂର ହୋଇଯିବ। ଆପଣଙ୍କୁ ଅନ୍ୟମାନଙ୍କର ଅଯଥା ବିବାଦରେ ସାମିଲ ହେବା ଉଚିତ ନୁହେଁ। ଏହାସହିତ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରବାରରେ ଦିନକୁ ଦିନ ବୃଦ୍ଧି ହେବ। ଲାଗିବ। ଆୟରେ ବୃଦ୍ଧି ହେବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅବିବାହିତ ଲୋକଙ୍କୁ ତାଙ୍କ ମନପସନ୍ଦର ସାଥିଟିଏ ମିଳିବ। ବିବାହିତ ଲୋକଙ୍କର ବୈବାହିକ ଜୀବନରେ ଉତ୍ତମ ବୁଝାମଣା ରହିବା ସହିତ ମଧୁର ସମ୍ପର୍କ ସ୍ଥାପନ ହେବ। ଘରେ ଅଯଥା ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି, ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।ଆପଣ ନିଜ ପରିବାର ପାଇଁ ସବୁ ଦାୟିତ୍ୱ ତୁଲାଇବେ। ନୂଆ ଜମିବାଡ଼ି ବା ବାହନ କ୍ରୟ କରିବା ପାଇଁ ବିଚାର କରି ପାରନ୍ତି। ପରିବାରର ବାତାବରଣ ସୁଖମୟ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ନବରାତ୍ରି ସମୟରେ ଯେଉଁ ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଆମେ ଆଜି ଆପଣଙ୍କୁ ଯେଉଁ ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ କହୁଛୁ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ବିଛା ରାଶି, ତୁଳା ରାଶି, ଧନୁ ରାଶି, ମୀନ ରାଶି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଏହାକୁ ସମସ୍ତଙ୍କୁ ସେୟାର କରି ଏଭଳି ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ, ଆମର ଫେସବୁକ ପେଜକୁ ଲାଇକ ଓ ଫେଲୋ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *