Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଗୋଟି ନାମ ବିଶିଷ୍ଟ ଝିଅମାନେ ବିବାହ ପରେ ଶ୍ବଶୁର ଘରେ ରାଣୀ ହୋଇ ରହିଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ଲୋକେ ନିଜ ବିବାହକୁ ନେଇ ଅଧିକ ଉତ୍ସାହିତ ରହି ଥାଆନ୍ତି। ସମସ୍ତଙ୍କୁ ନିଜ ଜୀବନରେ ଉତ୍ତମ ଜୀବନସାଥୀ ଟିଏ ପାଇବା ପାଇଁ ଆଶା ରହିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି ଖାସ ୪ ଗୋଟି ରାଶିର ଝିଅମାନଙ୍କ ବିଷୟରେ, ଯେଉଁମାନେ ବିବାହ ପରେ ନିଜ ଶାଶୁଘରେ ରାଣୀ ହୋଇ ରହିଥାନ୍ତି।

ବିବାହ ପରେ ଯେତେବେଳେ ଝିଅଟି ଶାଶୂଘରକୁ ଯାଇଥାଏ, ତାକୁ ଅନେକ ନିୟମ କାନୁନ ପାଳନ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଘରର ଜୀବନଶୈଳୀ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଯେତେବେଳେ ଘରକୁ କୌଣସି ଝିଅ ବହୂ ହୋଇ ଆସିଥାଏ ତାକୁ ପରିବାର ଲୋକଙ୍କ ସହିତ ତାଳମେଳ ବନେଇ ରହିବାକୁ ପଡିଥାଏ । କିଛି ଏଭଳି ମହିଳା ରହିଛନ୍ତି, ଯେଉଁମାନେ ଶାଶୂଘରକୁ ଯିବା ମାତ୍ରେ ରାଣୀ ହୋଇ ରହିଥାନ୍ତି। ଆସନ୍ତୁ ଜାଣିବା।

୧/ A ନାମ ବିଶିଷ୍ଟ ଝିଅମାନେ :- ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ ବହୁତ ଉତ୍ତମ ହୋଇଥାନ୍ତି। ଏମାନେ ଶାଶୁଘରକୁ ଯିବା ପରେ ନିଜ ମଧୁରବାଣୀ ଦ୍ଵାରା ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏଥିପାଇଁ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି।

୨/ H ନାମ ବିଶିଷ୍ଟ ଝିଅମାନେ :- ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର H ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଶାଶୁଘର ଲୋକଙ୍କୁ ଯୋଡ଼ି ରଖିଥାନ୍ତି ଏବଂ ରାଣୀ ହୋଇ ରହି ଥାଆନ୍ତି। ଏମାନେ ପରିବାର ଲୋକଙ୍କର ସବୁ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏମାନଙ୍କର ଗୁଣ ଯୋଗୁଁ ଏମାନେ ପରିବାର ଲୋକଙ୍କ ଠାରୁ ପ୍ରେମ ଓ ସ୍ନେହ ପାଇଥାନ୍ତି।ଏମାନଙ୍କୁ ଉଚିତ ସମ୍ମାନ ମଧ୍ୟ ମିଳିଥାଏ।

୩/ M ନାମ ବିଶିଷ୍ଟ ଝିଅମାନେ :- ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ କଥାରେ ଅନ୍ୟମାନଙ୍କର ଚିନ୍ତାଧାରା ବଦଳାଇବାର କ୍ଷମତା ରଖିଥାନ୍ତି। ଏମାନେ ପରିବାର ଅନୁସାରେ ଚାଲି ନଥାନ୍ତି, ଏମାନେ ପରିବାର ଲୋକଙ୍କୁ ନିଜ ଭଳି କରି ଦେଇଥାନ୍ତି। ଏମାନେ ଶାଶୂଘରକୁ ଯିବା ମାତ୍ରେ ଘରର ଭାଗ୍ୟ ବଦଳି ଯାଇଥାଏ।

୪/ S ନାମ ବିଶିଷ୍ଟ ଝିଅମାନେ :- ଯେଉଁ ଝିଅମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଶାଶୂଘରକୁ ଯିବା ମାତ୍ରେ ନିଜ ଶାସନ ଚଳାଇ ଥାଆନ୍ତି। ଏମାନେ ପରିବାରର ଆବଶ୍ୟକତା ପୂରଣ କରିବା ସହିତ ଉତ୍ତମ ଦାୟିତ୍ୱ ତୁଲାଇ ଥାଆନ୍ତି। ଶତ୍ରୁ ମଧ୍ୟ ଏମାନଙ୍କୁ ଭୟ କରିଥାନ୍ତି।କାରଣ ଏମାନେ କଥାରେ ଲୋକଙ୍କୁ ହରାଇ ଦେବାର କ୍ଷମତା ରଖି ଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *