Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘରୁ ବାହାରକୁ କାଢି ଦିଅନ୍ତୁ ଏହି ଜିନିଷ, ନଚେତ ହୋଇଯିବେ ବର୍ବାଦ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଦୀପ କେଉଁ ଦିଗରେ ଜଳାଇବା ଉଚିତ। ଠାକୁର ଘରେ ପ୍ରତ୍ୟେକଦିନ ଦୀପ ଜାଳିବା ଉଚିତ। ଏହାଦ୍ବାରା ଆପଣଙ୍କ ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଯଦି ଆପଣ ଠାକୁର ଘରେ ଦୀପ ଜଳାଇବେ ନାହିଁ, ତାହେଲେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇ ଯାଇଥାଏ। ସନ୍ଧ୍ୟା ସମୟକୁ ହିନ୍ଦୁ ଧର୍ମରେ ଅଧିକ ମହତ୍ତ୍ଵ ଦିଆଯାଇଥାଏ। ଯେଉଁ ଲୋକମାନେ ସନ୍ଧ୍ୟା ସମୟରେ ଠାକୁର ଘରେ ଦୀପ ଜାଳୁ ନାହାନ୍ତି, ସେମାନଙ୍କୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ତେଣୁ ଠାକୁର ଘରେ ପ୍ରତ୍ୟେକ ଦିନ ଘିଅର ଦୀପ ଜଳାଇବା ଉଚିତ।

ସୂର୍ଯ୍ୟାସ୍ତ ହେବା ପରେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ଯାହାଦ୍ଵାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ତେଣୁ ସନ୍ଧ୍ୟା ସମୟରେ ଆପଣ ଶୁଦ୍ଧ ବସ୍ତ୍ର ପିନ୍ଧି ସଞ୍ଜ ଦେଇ ସାରି ଠାକୁର ଘରେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଘିଅର ଦୀପ ଜଳାନ୍ତୁ। ଯଦି ଆପଣଙ୍କ ଘରେ ସର୍ବଦା ବ୍ୟବସାୟିକ ସମସ୍ୟା ବା ଧନ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହେଉଛି ତାହେଲେ ନିଜ ଘରେ ଉତ୍ତର ଦିଗରେ ପ୍ରତ୍ୟେକଦିନ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ଆର୍ଥିକ ସଙ୍କଟ ଦୂର ହୋଇ ଯାଇଥାଏ। ଏହି ମୂର୍ତ୍ତି ରଖିବା ଦ୍ଵାରା ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ଘିଅର ଦୀପ ଜାଳିବା ଦ୍ଵାରା ସେଥିରୁ ବାହାରୁଥିବା ସକାରାତ୍ମକ ଉର୍ଜା ଘରର ବାତାବରଣକୁ ସୁସ୍ଥ ଓ ନିର୍ମଳମୟ ରଖିଥାଏ। ଆପଣଙ୍କୁ ପୂଜା ଘରେ କେଉଁ ଦୁଇଟି ମୂର୍ତ୍ତି ରଖିଲେ ଶୁଭ ଫଳ ପ୍ରାପ୍ତି ହେବ, ଆସନ୍ତୁ ଜାଣିବା। ଠାକୁର ଘରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ପରିବାର ଲୋକଙ୍କ ମନରେ ସକାରାତ୍ମକ ଦୃଷ୍ଟିକୋଣ ଜାଗ୍ରତ ହୋଇଥାଏ। ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ପୂଜା ଘରେ ରଖୁଛନ୍ତି, ତାହେଲେ ତାଙ୍କ ବାମ ପଟରେ ଭଗବାନ ଗଣେଶଙ୍କର ମୂର୍ତ୍ତି ଓ ଡାହାଣ ପଟେ କୁବେର ମହାରାଜଙ୍କର ମୂର୍ତ୍ତି ରଖିବା ଶୁଭ ହୋଇଥାଏ।

ଠାକୁର ଘରେ କେବେବି ଗୋଟେରୁ ଅଧିକ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଶିବଲିଙ୍ଗ ଉପରେ କେବେବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଠାକୁର ଘରେ ପ୍ରଭୁ ହନୁମାନଙ୍କର ପଞ୍ଚମୁଖ ଥିବା ମୂର୍ତ୍ତି ରଖନ୍ତୁ। ଏହିସବୁ କଥା ଉପରେ ଆପଣଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *