Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଝିଟିପିଟି ଦେଖିଲେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ। ସବୁ ମନସ୍କାମନା ହୋଇଥାଏ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତେ ନିଜ ଘରେ ଝିଟିପିଟି ଦେଖିଥାନ୍ତି , ଏହା ଏକ ସାମାନ୍ୟ ଘଟଣା ଅଟେ। ଝିଟିପିଟି ଘରେ ରହିଲେ, ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣାର ସଂକେତ ବିଷୟରେ ଜାଣି ପାରିବେ। ଝିଟିପିଟି ଆପଣଙ୍କର ଖାସ ଅଙ୍ଗରେ ପଡିଲେ ମଧ୍ୟ ଭବିଷ୍ୟତର ଶୁଭ ବା ଅଶୁଭ ଘଟଣା ବିଷୟରେ ଦର୍ଶାଇ ଥାଏ। ଆପଣ ଏହା ଶୁଣିଥିବେ କି ଦୀପାବଳୀ ଦିନ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ ଓ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଝିଟିପିଟି ଆପଣଙ୍କ ଉପରେ ପଡିଲେ, ଘରର ସବୁ ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ ଝିଟିପିଟି ସମ୍ବନ୍ଧିତ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଖୁବ୍ ଶୀଘ୍ର ଧନ ବାନ ହୋଇଯିବେ। ଏହାସହିତ ଆପଣଙ୍କ ଜୀବନର ସଫଳତାର ମାର୍ଗ ଖୋଲିଯିବ।ବନ୍ଧୁଗଣ ଆପଣ ଏକ ସହଜ ଉପାୟ କରି ନିଜ ଜୀବନରେ ଧନ ଆଗମନର ସରଳ ଉପାୟ କରି ପାରିବେ।

ଶାସ୍ତ୍ରରେ ଝିଟିପିଟିକୁ ପୂଜନୀୟ ପ୍ରାଣୀ ମାନା ଯାଇଛି। ଝିଟିପିଟି ଦ୍ୱାରା ଆପଣ ଶୁଭ ବା ଅଶୁଭ ସଂକେତ ପାଇ ପାରିବେ। ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ କୌଣସି ମରି ଯାଇଥିବା ଝିଟିପିଟି ଦେଖୁଛନ୍ତି, ତାହେଲେ ତାର ଦାହ ସଂସ୍କାର କରି ଦିଅନ୍ତୁ। ନଚେତ ଈଶ୍ୱର ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଆପଣଙ୍କ ଜୀବନରେ ସଙ୍କଟରେ ଭରି ଯାଇଥାଏ।

ଯଦି ଆପଣ ଭୋଜନ କରୁଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣୁଛନ୍ତି, ତାହେଲେ ବୁଝି ନିଅନ୍ତୁ କି, ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଯଦି ଆପଣ ଝିଟିପିଟିର ସମାଗମ ଦେଖିଛନ୍ତି, ତାହେଲେ ଆପଣଙ୍କର ପୁରୁଣା ବନ୍ଧୁଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତି ହେବ।ଯଦି ଆପଣ ନିଜ ସ୍ୱପ୍ନରେ ଝିଟିପିଟି ଦେଖୁଛନ୍ତି, ତାହେଲେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାର ସଂକେତ ମିଳୁଛି।

ଯଦି ଆପଣଙ୍କ ମୁଣ୍ଡ ବା ହାତରେ ଝିଟିପିଟି ପଡି ଯାଉଛି, ତାହେଲେ ନିକଟ ଭବିଷ୍ୟତରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ସଂକେତ ମିଳୁଛି।ମାନା ଯାଇଥାଏ କି, ଯଦି ଆପଣ ଘରେ କାହା ସହିତ କଥାବାର୍ତ୍ତା କରୁଛନ୍ତି, ସେହି ସମୟରେ ଝିଟିପିଟି ବିବାଉଛି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ କଥା ସତ୍ୟ ହେବାକୁ ଯାଉଛି। ଯଦି ଆପଣ ଘରୁ ପ୍ରସ୍ଥାନ କରୁଥିବା ସମୟରେ ଦୁଇଟି ଝିଟିପିଟି ଆପଣଙ୍କ ଆଗରେ କଳି ଲାଗିଥିବାର ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତାହା ସଫଳ ହେବ ନାହିଁ। ଯଦି ଆପଣଙ୍କ ମୁଣ୍ଡ ଉପରେ ଝିଟିପିଟି ପଡୁଛି, ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *