Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷା ଜଳ କରିଦେବ କୋଟିପତି। ଭାଗ୍ୟ ବଦଳାଇ ଦେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବର୍ଷା ଜଳ କରିଦେବ କୋଟିପତି। ଭାଗ୍ୟ ବଦଳାଇ ଦେବ।

ବର୍ଷା ଜଳର ଆନନ୍ଦ ଛୋଟ ବଡ଼ ସମସ୍ତେ ନେଇଥାନ୍ତି। ପୁରା ବର୍ଷ ଭିତରେ ଥରେ କେବଳ ବର୍ଷା ଜଳରେ ଭିଜି ଘରେ ଆସି ସ୍ନାନ କରିନେବା ଉଚିତ। ଆପଣଙ୍କ ଜୀବନରେ ଯେଉଁ ବିପରୀତ ଗ୍ରହ ଚାଲୁଥାଏ ସମସ୍ୟା ଥାଏ ତାହା ବର୍ଷା ଜଳ ଉପରେ ପଡିଲେ ଠିକ ହୋଇଯାଏ।

ବର୍ଷା ଜଳକୁ ଷ୍ଟୋର କରି ରଖିବା ଉଚିତ। ଏହାକୁ ଅଳ୍ପ ଘରେ ରଖିଲେ ଭଲ ହୋଇଥାଏ। ଯଦି ୧୫ ବର୍ଷ ପର୍ଯ୍ୟନ୍ତ ଏହି ବର୍ଷା ଜଳକୁ କୌଣସି କାଚ ବୋତଲରେ ଭର୍ତି କରି ଘରେ ଏମିତି ଜାଗାରେ ରଖିବେ ଯେଉଁଠି ଏହା ଭାଙ୍ଗିଯିବାର ଭୟ ନଥିବ ଏମିତି ହିଁ କୌଣସି ଜାଗାରେ ସେମିତି ରହିବାକୁ ଦିଅନ୍ତୁ। ଏହାର ଚମତ୍କାର ଫଳ ପ୍ରାପ୍ତ ହେବ।

ଜୀବନରେ ଅନେକ ସମସ୍ୟା ଥାଏ ଚାକିରୀକୁ ନେଇ ହେଉ ବ୍ୟବସାୟକୁ ନେଇ ହେଉ କିମ୍ବା ଆର୍ଥିକ ସମସ୍ୟାକୁ ନେଇ ହେଉ ଜୀବନରେ ସମସ୍ତ ପ୍ରକାରର ସମସ୍ୟାରୁ ବଞ୍ଚିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ବର୍ଷା ଜଳକୁ ନେଇ ଛୋଟ ଉପାୟ ବିଷୟରେ ଜଣେଇବୁ।

କୁଣ୍ଡଳୀରେ ଥିବା ଖରାପ ଗ୍ରହକୁ ବି ଠିକ କରିବା ପାଇଁ ବର୍ଷା ଜଳର ବ୍ୟବହାର କରାଯାଏ। ଯଦି ଆପଣଙ୍କ ଜୀବନରେ ଅଧିକ ସମସ୍ୟା ଥାଏ ତେବେ କୌଣସି ବି ପାତ୍ରରେ ବର୍ଷା ଜଳ ଷ୍ଟୋର କରିନିଅନ୍ତୁ ଏବଂ ଯେତେବେଳେ ପାତ୍ର ଭରି ଯିବ ତ କୌଣସି ବି କାଚ ବୋତଲରେ ଏହି ବର୍ଷା ଜଳକୁ ଭରି ତାହାକୁ ୧୫ ବର୍ଷ ପର୍ଯ୍ୟନ୍ତ ଘରେ ଏମିତି କୌଣସି ଜାଗାରେ ରଖିଦିଅନ୍ତୁ ଯେମିତି କେହି ତାହାକୁ ଫୋପାଡ଼ି ଦେବେନାହିଁ। ଏହା ଦ୍ୱାରା ଆପଣଙ୍କ ଟେନସନକୁ ଦୂର କରିଦେବ।

ଯଦି ମାନସିକ ଚାପ ଅଧିକ ଥାଏ ତେବେ ଏହି ଉପାୟ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ନିଅନ୍ତୁ ସେଥିରେ ବର୍ଷା ଜଳ ଭର୍ତି କରିଦିଅନ୍ତୁ। ଏହି ଜଳକୁ ନିଜ ବେଡ଼ର ମୁଣ୍ଡ ପାଖରେ ରଖିଦିଅନ୍ତୁ। ପର ସକାଳେ ଏହାକୁ କୌଣସି ଅପରିଷ୍କାର ନାଳ କିମ୍ବା ଟଏଲେଟରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ମାନସିକ ଚାପ ଦୂର ହୋଇଯିବ।

ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଆସୁଥିଲେ ଏହି ଉପାୟ କରନ୍ତୁ। ବର୍ଷା ଜଳକୁ ସଂଗ୍ରହ କରି କାଚ ବୋତଲରେ ଫୁଲ ଭର୍ତି କରିଦିଅନ୍ତୁ ଏବଂ ଢାଙ୍କି ଦିଅନ୍ତୁ। ଏହାପରେ ଏହାକୁ ନିଜର ମନସ୍କାମନା କହି ଦାମ୍ପତ୍ୟ ଜୀବନ ଠିକ ହେବାର ପ୍ରାର୍ଥନା କରନ୍ତୁ ଏହା ପରେ ନିଜର ବେଡ଼ରୁମରେ କୌଣସି ବି ସାଇଟରେ ଏହାକୁ ଲୁଚାଇ କରି ରଖିଦିଅନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ଗୋଟେ ପାତ୍ରକୁ ବର୍ଷା ହେବା ପୂର୍ବରୁ ଛାତ ଉପରେ ରଖିଦିଅନ୍ତୁ। ବର୍ଷା ହେଲେ ସେହି ପାତ୍ରରେ ପାତ୍ରରେ ବର୍ଷା ଜଳ ଭରି ହୋଇଯିବ ତ ତାହାକୁ ସେହିଠାରେ ସେମିତି ରହିବାକୁ ଦିଅନ୍ତୁ ଏବଂ ଯେତେବେଳେ ବର୍ଷା ହେବା ପରେ ଖରା ହେବ ଦିନେ ହେଉ କିମ୍ବା ଦୁଇଦିନ ହେଉ ଯେତେବେଳେ ବି ଖରା ହେବ ଆଉ ସୂର୍ଯ୍ୟଙ୍କ କିରଣ ଏହି ଜଳ ଉପରେ ପଡିବ ତ ସେତେବେଳେ ଦକ ଛୋଟ କାମ କରିବେ। ଆମ୍ବ ପତ୍ର ନେଇ ସେହି ପାଣିରେ ପକେଇ ଦିଅନ୍ତୁ ହାଲକା ହାଲକା ପୁରା ଘର ସାରା ଛିଞ୍ଚନ କରନ୍ତୁ ଏବଂ ବଞ୍ଚିତ ଜଳକୁ କୌଣସି ଗଛରେ ଢାଳି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଭାଗ୍ୟ ବଦଳି ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *