Excuse Me Odisha

ଯାହା କହିବୁ ସତ କହିବୁ

୧୦ ସେପ୍ଟେମ୍ବରରେ ୯୦ ବର୍ଷ ପରେ ଦେଖାଦେବ ଭାଦ୍ରବ ପୂର୍ଣ୍ଣିମାର ଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୦ ସେପ୍ଟେମ୍ବରରେ ୯୦ ବର୍ଷ ପରେ ଦେଖାଦେବ ଭାଦ୍ରବ ପୂର୍ଣ୍ଣିମାର ଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

୧୦ ସେପ୍ଟେମ୍ବର ଭାଦ୍ରବ ପୂର୍ଣ୍ଣିମାର ଚାନ୍ଦ ୪ଟି ରାଶିର ଭାଗ୍ୟକୁ କରିବ ମାଲାମାଲ। ଭାଗ୍ୟରେ ହେବ ଚମତ୍କାର। ବର୍ଷିବ ଧନ। ମା ଲକ୍ଷ୍ମୀ କୃପା ବର୍ଷା କରିବେ। ୪ ଟି ରାଶି ହଠାତ ଧନ ପାଇ ହୋଇଯିବେ ଧନବାନ। ଭାଦ୍ରଵ ମାସର ଭାଦ୍ର ପୂର୍ଣ୍ଣିମା ଶନିବାର ଦିନ ପଡୁଅଛି। ପୂର୍ଣ୍ଣିମା ସୁଖ ଏବଂ ସମୃଦ୍ଧିର ପ୍ରତୀକ ଅଟେ। ଏହି ତିଥିରେ ଚନ୍ଦ୍ରମା ପରିପୂର୍ଣ୍ଣ ରହିଥାନ୍ତି। ଆକାଶରେ ପୁରା ଚାନ୍ଦ ଦେଖାଯାଏ। ଏହା ଅନ୍ଧାରକୁ ଦୂର କରିବାର ପ୍ରତୀକ ଅଟେ। ଶାସ୍ତ୍ରରେ ଏହି ଦିନକୁ ବହୁତ ମହତ୍ୱପୂର୍ଣ୍ଣ କୁହାଯାଇଛି। ଏହି ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଆରୋଧନା କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ

ପୁର୍ଣିମାର ବ୍ରତ ରଖିଲେ ଘରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ ଏବଂ ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଥାଏ। ଏହି ପୁର୍ଣିମାରେ ସତ୍ୟନାରାୟଣ କଥାର ଖାସ ମହତ୍ୱ ରହିଛି। ଏହି ବ୍ରତ ରଖିଲେ ବୁଦ୍ଧିମାନ ସନ୍ତାନର ପ୍ରାପ୍ତ ହୋଇଥାଏ। ଏହି ପୂର୍ଣ୍ଣିମାରେ ପବିତ୍ର ନଦୀ ପୋଖରୀରେ ସ୍ନାନ କରିଲେ ସମସ୍ତ ଦୁଃଖର ନିବାରଣ ହୋଇଥାଏ। ଏହି ଦିନ ଅଭାବୀ ଲୋକଙ୍କୁ ଦାନ କରିଲେ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ଏହି ଭାଦ୍ରଵ ପଦ ପୂର୍ଣ୍ଣିମାରେ ୪ ଟି ରାଶିର ଜାତକ ମା ଲକ୍ଷ୍ମୀଙ୍କ କୃପା ପାଇ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଏମାନଙ୍କ ଭାଗ୍ୟର କବାଟ ଏବେ ଖୋଲିବାକୁ ଯାଉଛି।

ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହା ବହୁତ ଶୁଭ ରହିବ। ଆପଣଙ୍କ ଦ୍ୱାରା କରାଯାଉଥିବା ନିବେଶରେ ଆପଣଙ୍କୁ ଭଲ ଫଳ ମିଳିବ। ଘର ପରିବାରରେ ପୁରୁଣା ସମ୍ପର୍କୀୟଙ୍କ ସହିତ ସାକ୍ଷତ ହେବ। ଏହି ପୁରା ମାସଟି ଆପଣ ଆପଣଙ୍କର ସୁଖ ଶାନ୍ତିରେ ବ୍ୟତୀତ ହେବ। ଆର୍ଥିକ ଆମଦାନୀର ଭଲ ଧନ ଅର୍ଜନ କରିବେ। ଏହି ରାଶିର ଛାତ୍ରମାନେ ଶିକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଆପଣଙ୍କ ଯୋଜନାରେ ସଫଳତାର ମାର୍ଗ ଖୋଲିବ। ଆପଣଙ୍କ ଆର୍ଥିକ ଉନ୍ନତିରେ ଶୁଭ ସଂଯୋଗ ବନୁଅଛି। ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣଙ୍କୁ ଧନ ପ୍ରାପ୍ତି ହେବ। ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ଆପଣ ଯେଉଁ କାମ ପାଇଁ ଚିନ୍ତା କରୁଛନ୍ତି ସେହି କାମ ଆଜି ହିଁ ଆରମ୍ଭ କରିଦିଅନ୍ତୁ ଏହା ଉତ୍ତମ ଫଳଦାୟୀ ରହିବ। ଯଦି ଚାକିରୀ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ। ତତ୍ପର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ଉପରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଧ୍ୟାନ ଦେବେ।

କନ୍ୟା ରାଶି। ଏହି ରାଶିରେ ବୁଧ ଗ୍ରହ ଉଚ୍ଚ ସ୍ଥିତିରେ ଥାଆନ୍ତି। କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ଲାଭ ମିଳିବାର ଯୋଗ ବନୁଅଛି। ଏହା ଦ୍ବାରା ଆପଣଙ୍କୁ ସଫଳତାର ଅଵସର ମିଳିବ। ଅପାର ଧନ ପ୍ରାପ୍ତର ଯୋଗ ବନୁଅଛି। ଆପଣ ସମାଜରେ ଅଲଗା ପରିଚୟ ବନାଇବା ସହିତ ସମାଜ ଦୃଷ୍ଟିରେ ନିଜର ବ୍ୟକ୍ତିତ୍ୱର ପରିବର୍ତ୍ତନ କରିବାର ଦେଖାଯାଉଛି।

ପାରିବାରିକ ଜୀବନ ପାଇଁ ଏହି ସମୟ ବହୁତ ଭଲ ରହିବ। ପରିଜନଙ୍କ ସହିତ ଲମ୍ବା ଭ୍ରମଣ କରିବାର ସୁଯୋଗ ମିଳିବ ଏବଂ ଏହି ଭ୍ରମଣ ବହୁତ ମନରଞ୍ଜନ ଏବଂ ସ୍ମରଣୀୟ ରହିବ। ଜୀବନସାଥୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହୋଇଯିବ। ପରସ୍ପର ସହିତ ସମୟ ବିତାଇବା ପାଇଁ ବହୁତ ସୁଯୋଗ ମିଳିବ। ଗାଡି ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

ମକର ରାଶ। ଏହି ସମୟ ଆପଣଙ୍କୁ ଅନୁକୂଳ ଲାଭ ଦେବ। କାନୁନି ମାମଲାରେ ଆପଣଙ୍କୁ ଅପାର ଫଳ ପ୍ରାପ୍ତି ହେବ। ଏଥିରେ ଆପଣଙ୍କର ବିଜୟ ସୁନୁଶ୍ଚିତ ହେବ ଏବଂ ଘର ପରିବାରରେ ଖୁସିର ମାହଲ ଦେଖିବାକୁ ମିଳିବ। କାମ କାର୍ଯ୍ୟ ପାଇଁ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଅପାର ସଫଳତା ମିଳିବ। ଧନ ସୁଖ ସମୃଦ୍ଧି ସମସ୍ତ କ୍ଷେତ୍ରରେ ଏହା ବହୁତ ଭଲ ରହିବ।

ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଏହି ସମୟରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ଆପଣ ନିଜ କାମ ପ୍ରତି ପୁରା ସମର୍ପିତ ରହିବେ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ। ଆପଣ ନିଜର ଚିନ୍ତାଧାରାରେ ଭଲ ସଫଳତା ହାସଲ କରିପାରିବେ। ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ।

ମୀନ ରାଶି। ଆଜି ଆପଣଙ୍କୁ ନିଜର ପରିବାର ଲୋକେ ଭୁଲ ବୁଝିପାରନ୍ତି କିନ୍ତୁ ଆପଣ ନିଜ ମନକୁ ଖରାପ ଚିନ୍ତା ଆଣନ୍ତୁ ନାହିଁ। ଆପଣ ତତ୍ପର ହୋଇ କୌଣସି କାମ କରନ୍ତୁ ନାହିଁ ନଚେତ ଆପଣ ପ୍ରତାରିତ ହୋଇପାରନ୍ତି। ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଧନର ଆଗମନ ସହଜରେ ହେବ। ମା ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଉପରେ ପଡିବ। ଅନାବଶ୍ୟକ ଖର୍ଚ୍ଚ ଅଧିକ କରନ୍ତୁ ନାହିଁ। ଆପଣଙ୍କ ସମ୍ପର୍କୀୟ ଆପଣଙ୍କୁ ପ୍ରଶଂସା କରିବେ। ନିବେଶ ଖୋଲା ହୃଦୟ କରନ୍ତୁ ନିଶ୍ଚିତ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *