Excuse Me Odisha

ଯାହା କହିବୁ ସତ କହିବୁ

ଗଣେଶ ଚତୁର୍ଥୀ ବାସ ଅଳ୍ପ ଚାଉଳ ରୋଡ଼ପତି ବି ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗଣେଶ ଚତୁର୍ଥୀ ବାସ ଅଳ୍ପ ଚାଉଳ ରୋଡ଼ପତି ବି ହେବେ କୋଟିପତି।

ଭଗବାନ ଗଣେଶଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଦିପ୍ରହର ସମୟରେ ସ୍ୱାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା। ଭାଦ୍ରବ ମାସ ଗଣେଶ ଚତୁର୍ଥୀକୁ ବିନାୟକ ଚତୁର୍ଥୀ କଳଙ୍କ ଚତୁର୍ଥୀ ମଧ୍ୟ କୁହାଯାଏ। ବିଘ୍ନହର୍ତା ଭଗବାନ ଗଣେଶଙ୍କର ପୂଜା କରିବା ସହିତ କିଛି ଉପାୟ ମଧ୍ୟ ଏହି ଦିନ କରାଯାଏ। ଏହି ଦିନ କରାଯାଉଥିବା ଉପାୟ ସଫଳ ହୋଇଥାଏ।

ଏହି ଦିନ ପୂଜାରେ ଭଗବାନ ଗଣେଶଙ୍କୁ ଲଡୁର ଭୋଗ ଲଗାନ୍ତୁ। ଭଗବାନ ଗଣେଶଙ୍କୁ ମନସ୍କାମନା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ। ଏହି ଦିନ ବ୍ରତ ରଖନ୍ତୁ ଏବଂ ସାମର୍ଥ୍ୟ ଅନୁସାରେ ଦାନ ପୁଣ୍ୟ କରନ୍ତୁ। ଗଣେଶଙ୍କ କଥା ଶୁଣନ୍ତୁ। ଜୀବନରେ କଷ୍ଟ ଦୂର ହୋଇଯିବ।

ଭଗବାନ ଗଣେଶଙ୍କର ଆରୋଧନା କରିଲେ ସମସ୍ତ ବିଘ୍ନ ଦୂର ହୋଇଥାଏ। ଯଦି ଏହି ଦିନ ବ୍ରତ ରଖିବେ ତ ବିଘ୍ନ ହର୍ତା ଭଗବାନ ଗଣେଶ ଆପଣଙ୍କ ଜୀବନରେ ଥିବା କଷ୍ଟକୁ ଦୂର କରିଦେବେ।

ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଯାଆନ୍ତୁ। ମିଛ କେବେବି କୁହନ୍ତୁ ନାହିଁ। ଏହି ଦିନ ଶୋଇବା ଉଚିତ ନୁହେଁ।

ବ୍ରହ୍ମଚର୍ଯ୍ୟର ପୂର୍ଣ୍ଣ ପାଳନ କରନ୍ତୁ। ବିଘ୍ନହର୍ତା ଭଗବାନ ଗଣେଶଙ୍କୁ ଦୁବ ଫୁଲ ଏବଂ ଲଡୁର ଭୋଗ ଅର୍ପଣ କରନ୍ତୁ। ସମ୍ଭବ ହେବ ତିଳ ଲଡୁର ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ।

ଯଦି ଏହି ଦିନ ବ୍ରତ ରଖୁଛନ୍ତି ତେବେ ଅନ୍ନର ସେବନ କରିବେ ନାହିଁ। ଫଳ ଖାଇ ରୁହନ୍ତୁ।

ଏହି ଦାନ ପୁଣ୍ୟର ବିଶେଷ ମହତ୍ୱ ରହିଛି।

ଭଗବାନ ଗଣେଶଙ୍କୁ ଲାଲ ରଙ୍ଗର ଫୁଲ ବହୁତ ପ୍ରିୟ ଅଟେ। ଭଗବାନ ଗଣେଶଙ୍କୁ ପୂଜାରେ ଦୁବ ଲଡୁ ଅକ୍ଷତ ୫ଟି ସୁପରିରର ପ୍ରୟୋଗ ନିଶ୍ଚୟ କରିବେ। ଭୁଲରେ ବି ତୁଳସୀ ପତ୍ର ଅର୍ପଣ କରିବେ ନାହିଁ। ପୂଜା ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେଇ ହିଁ ବ୍ରତ ଖୋଲନ୍ତୁ। ଏହି ଦିନ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଯାଏ।

ଏହି ଦିନ ଭୁଲରେ ବି ଭୂମି ଉପରେ ବାହାରୁ ଥିବା ଜିନିଷର ସେବନ କରିବେ ନାହିଁ।

ଭଗବାନ ଗଣେଶଙ୍କ ପୂଜାରେ କଳା ରଙ୍ଗର ବସ୍ତ୍ର ବି ଧାରଣ କରିବା ଉଚିତ ନୁହେଁ।

ପୂଜା ସମୟରେ ହଳଦିଆ ଏବଂ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହି ଦିନ ଭଗବାନ ଗଣେଶଙ୍କର ବିଧି ବଧ ଭାବେ ପୂଜା କରନ୍ତୁ।

ଏହି ଦିନ ମୂଷାଙ୍କୁ କେବେବି ହୋଇରାଣ କରନ୍ତୁ ନାହିଁ।

ଏହି ଦିନ ଭଗବାନ ଗଣେଶଙ୍କର ପୂଜାରେ ଘିଅର ଦୀପ ଜଳାନ୍ତୁ। ଦୀପରେ ଲାଲ କନାର ବାତୀ ହେବ ଏବଂ ସେଥିରେ ଲବଙ୍ଗ ନିଶ୍ଚୟ ପକେଇବେ ଏବଂ ସେଥିରେ ଗୋଟେ କଏନ ବି ନିଶ୍ଚୟ ପକେଇ ଦେବେ। ପରେ ଏହି କଏନକୁ ସମ୍ଭାଳି କରି ରଖିଦେବେ।

ଏହି ଦିନ ଭଗବାନ ଗଣେଶଙ୍କୁ ଲାଲ ରଙ୍ଗର ମନ୍ଦାର ଫୁଲ ନିଶ୍ଚୟ ଅର୍ପଣ କରିବେ। ଅରଖ ଫୁଲ ବି ଅର୍ପଣ କରିଲେ ବହୁତ ଭଲ ହେବ। ଏହାପରେ ଅକ୍ଷତ ଅର୍ପଣ କରିବେ। ଭଗବାନ ଗଣେଶଙ୍କୁ ମଦକ ବହୁତ ପ୍ରିୟ ଅଟେ। ତାଙ୍କୁ ମଦକର ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ। ଏହାପରେ ଓଁ ଗଣେସାୟ ନମଃ କିମ୍ବା ଓଁ ଗଙ୍ଗ ଗଣପତେୟ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।

ସନ୍ଧ୍ୟା ସମୟରେ ଏହି ଗଣେଶ ଚତୁର୍ଥୀ ଦିନ ଗଣେଶ କଥା ଶୁଣନ୍ତୁ। ଭଗବାନ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ ତାଙ୍କର ସ୍ତୁତି ପାଠ କରନ୍ତୁ। ଶିବ ପୁରାଣ ଏବଂ ଗଣେଶ ଚାଳିସାର ପାଠ କରନ୍ତୁ ଏବଂ ନମଃ ଶିବାୟର ବି ଜପ କରନ୍ତୁ।

ଏହି ଦିନ ବ୍ରତ ରଖିଲେ ସୁଖ ସୁବିଧାର ପ୍ରାପ୍ତ ହୋଇଥାଏ। ସନ୍ତାନ ସୁଖ ମିଳିଥାଏ ଏବଂ ଭବିଷ୍ୟ ପୁରାଣ ଅନୁସାରେ ଗଣେଶ ଚତୁର୍ଥୀ ବ୍ରତ ରଖିଲେ ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଥାଏ।

ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ମଦକ ନିଶ୍ଚୟ ଅର୍ପଣ କରନ୍ତୁ। ମଦକ ନଥିଲେ ଲଡୁ ମଧ୍ୟ ଅର୍ପଣ କରିପାରିବେ।

ସମୀ ପତ୍ର ଯଦି ଭଗବାନ ଗଣେଶଙ୍କୁ ଅର୍ପଣ କରିବେ ତ ଜୀବନରେ ଧନର ଅଭାବ କେବେବି ହେବ ନାହିଁ। ଘରେ ସୁଖ ଶାନ୍ତି ସମୃଦ୍ଧି ବନି ରହିଥାଏ

ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଚାଉଳ ନିଶ୍ଚୟ ଅର୍ପଣ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *