Excuse Me Odisha

ଯାହା କହିବୁ ସତ କହିବୁ

ଗଣେଶ ଚତୁର୍ଥୀରୁ ବଦଳିବାକୁ ଯାଉଛି ଏହି ୪ ଗୋଟି ରାଶିର ଲୋକଙ୍କ ଭାଗ୍ୟ। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

ଏହିବର୍ଷ ଗଣେଶ ପୂଜା ଦିନ ୪ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଗଣେଶ ପୂଜା ଦିନ ଶୁକ୍ର ଗ୍ରହ ସିଂହ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ସିଂହ ରାଶିରେ ସୂର୍ଯ୍ୟ ଗ୍ରହ ପୂର୍ବରୁ ବିରାଜିତ ଅଛନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅଗଷ୍ଟ ୩୧ ତାରିଖ ଦିନ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଗ୍ରହ ଅଟନ୍ତି। ସୂର୍ଯ୍ୟ ଗ୍ରହ ସିଂହ ରାଶିରେ ପୂର୍ବରୁ ବିରାଜିତ ହୋଇଛନ୍ତି। ଶୁକ୍ର ଗ୍ରହ ଧନ ବୈଭବ, ସୁଖସମୃଦ୍ଧି, ଆତ୍ମବିଶ୍ବାସ, ପ୍ରେମ, ଆତ୍ମବିଶ୍ବାସର କାରକ ମାନା ଯାଇଥାଏ। ଗଣେଶ ପୂଜା ଦିନ ଗ୍ରହ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଯୋଗୁଁ ୧୨ ଗୋଟି ରାଶିର ଲୋକଙ୍କ ଜୀବନ ପ୍ରଭାବିତ ହେବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିବେ। ପିତାମାତାଙ୍କ ଠାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଆପଣ ଯେଉଁ ସ୍ଥାନରେ ନିବେଶ କରିବେ, ସେଥିରେ ସଫଳତା ହାସଲ କରିବେ। ସମ୍ପର୍କୀୟ ଆପଣଙ୍କୁ କୌଣସି ଉପହାର ଦେଇ ପାରନ୍ତି।

ବୃଷ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଦୂର ସ୍ଥାନରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ସିଂହ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶୁକ୍ର ଓ ସୂର୍ଯ୍ୟ ଗ୍ରହର ସଂଯୋଗ ଫଳରେ ଏହି ରାଶିର ଲୋକେ ଲାଭବାନ ହେବେ। ଆପଣଙ୍କ ଆୟରେ ବୃଦ୍ଧି ହେବ। ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କର କ୍ୟାରିୟର ଅଗ୍ରଗତି ହେବ। ଚାକିରି ପାଇଁ ଆବେଦନ କରି ଥିବା ଲୋକେ ଆଶାନୁରୂପ ଚାକିରି ପାଇବେ।

କୁମ୍ଭ ରାଶି :-

ଶୁକ୍ର ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ। କ୍ୟାରିୟରରେ ଆପଣ ଅଗ୍ରଗତି ହେବ। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *