Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଯେଉଁଠି ମିଳିଯିବ ତୁରନ୍ତ ତୋଳିନେବେ ଏହି ଫୁଲ। ସାରା ଦୁନିଆ ନାଚିବ ଆପଣଙ୍କ ଇଶାରାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରବିବାର ଦିନ ଯେଉଁଠି ମିଳିଯିବ ତୁରନ୍ତ ତୋଳିନେବେ ଏହି ଫୁଲ। ସାରା ଦୁନିଆ ନାଚିବ ଆପଣଙ୍କ ଇଶାରାରେ।

ଆଜି ଆମେ ଆଲୋଚନା କରିବା ମନ୍ଦାର ଫୁଲ ବିଷୟରେ। ଏହି ଫୁଲ ଦେବୀ ମାଙ୍କୁ ବହୁତ ପସନ୍ଦ ଅଟେ। ଯଦି ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରତଦିନ ଜଳରେ ମନ୍ଦାର ଫୁଲ ପକେଇ ଅର୍ପଣ କରିବେ ତ ବଡ଼ରୁ ବଡ଼ ଶତ୍ରୁ ବି ମୁଣ୍ଡ ନୁଆଁଇ ଦେବ।

ପୂଜାପାଠରେ ଫୁଲ ନିଶ୍ଚୟ ଅର୍ପଣ କରାଯାଏ ଏବଂ କେଉଁ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରାଯାଏ ଏହା ବି ମଧ୍ୟ ଜାଣିବା ବହୁତ ଆବଶ୍ୟକ ହୋଇଥାଏ। ଆଜି ଆମେ ଆଲୋଚନା କରିବା ଲାଲ ରଙ୍ଗର ମନ୍ଦାର ଫୁଲ ବିଷୟରେ। ଏହି ଫୁଲ ମା ଲକ୍ଷ୍ମୀ ଭଗବାନ ଗଣେଶ ମା ଦୁର୍ଗା ସମସ୍ତଙ୍କୁ ପସନ୍ଦ ଅଟେ। ଭଗବାନ ହନୁମାନଙ୍କୁ ବି ଏହି ଫୁଲ ବହୁତ ପସନ୍ଦ ଅଟେ।

ମଙ୍ଗଳବାର ଦିନ ଯଦି ମା ଦୁର୍ଗାଙ୍କୁ କିମ୍ବା ଭଗବାନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବେ କିମ୍ବା ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ତ ସୁଖ ସମୃଦ୍ଧି ଆସିଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଗ୍ରହ ପୀଡା ଶାନ୍ତ ହୋଇଯାଏ। ସୂର୍ଯ୍ୟଦେବଙ୍କ ଉପାସନାର ବି ମନ୍ଦାର ଫୁଲର ପ୍ରୟୋଗ କରାଯାଏ। ଶତ୍ରୁ ବିରୋଧୀ ଚାହିଁଲେ ବି ଆପଣଙ୍କର କିଛି ବିଗାଡି ପାରିବେ ନାହିଁ ଏବଂ ଆପଣଙ୍କର ଆୟୁଷ ଲମ୍ବା ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।

ମାନ୍ୟତା ଅନୁସାରେ ମନ୍ଦାର ଫୁଲରେ ମା ଦୁର୍ଗାଙ୍କର ବାସ ହୋଇଥାଏ। ଫୁଲର ସବୁଜ ରଙ୍ଗର ଭାଗରେ ବୁଧ ଏବଂ କେତୁ ରହିଥାନ୍ତି ଯେଉଁ ଭାଗରେ କେଶର ଥାଏ ସେଠାରେ ମଙ୍ଗଳ ରୁହନ୍ତି। ମନ୍ଦାର ଫୁଲର ରକ୍ତ ବର୍ଣ୍ଣରେ ସୂର୍ଯ୍ୟଦେବଙ୍କ ପ୍ରତିନିଧି ହୋଇଥାଏ। ଏହି ଫୁଲର ଯେଉଁଠି ଉତ୍ପତ୍ତି ହୋଇଥାଏ ସେଠାରେ ଗୁରୁଙ୍କ ବାସ ହୋଇଥାଏ। ଅଙ୍କରର ମଧ୍ୟ ଭାଗରେ ରାହୁ ଏବଂ ଅନ୍ତରେ ଶନି ଦେବ ରହିଥାନ୍ତି। ବିଜ ଭାଗରେ ଚନ୍ଦ୍ରମା ଅଛନ୍ତି। ବାସ୍ତୁ ଦୃଷ୍ଟିରେ ବି ଏହି ଫୁଲ ବହୁତ ଶୁଭ ମାନାଯାଏ।

ଯଦି ଘରେ ଏହି ଫୁଲ ଲଗାନ୍ତି ତେବେ ଆପଣଙ୍କ ଘରେ ପ୍ରେମ ବଢିବ। ପରସ୍ପର ମଧ୍ୟରେ ନିଜର ଭାବ ବଢିବ। ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ। ସମ୍ପର୍କ ମଜବୁତ ହେବ।

ଆସନ୍ତୁ ଜାଣିବା ଏହି ମନ୍ଦାର ଫୁଲର ପ୍ରୟୋଗ ବିଷୟରେ।

କୌଣସି ବି ରବିବାର ଦିନ ଏହି ପ୍ରୟୋଗ କରନ୍ତୁ। ଭଗବାନ ଶ୍ରୀ ଗଣେଶଙ୍କୁ ୮ ଟି ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ଏହାକୁ ପର ଦିନ ସକାଳେ ଉଠାନ୍ତୁ ଏବଂ ଏହାକୁ ସୂର୍ଯ୍ୟଙ୍କ କିରଣରେ ଅଧ ଘଣ୍ଟା ରଖନ୍ତୁ ଏବଂ ଏହାକୁ ଆଣି ଛାଇରେ ଶୁଖାନ୍ତୁ ଏମିତି ୨ରୁ ୪ ଦିନ ମଧ୍ୟରେ ଯେତେବେଳେ ସେହି ଫୁଲ ଶୁଖି ଯିବ ତ ଏହି ଫୁଲକୁ ପାଉଡର ବନେଇ ଦିଅନ୍ତୁ। ଏଥିରେ ଅଳ୍ପ କର୍ପୁର ଏକରୁ ଦୁଇ ଚୁଟକି ସିନ୍ଦୁର ମିଶାଇ ଦିଅନ୍ତୁ। ଏବେ ଏହା ବସିକରଣ ତିଳକ ପ୍ରସ୍ତୁତ ହୋଇଗଲା। ଏହି ତିଳକକୁ ଯେବେବି ଯେଉଁଠି କି ବି ଲଗାଇକି ଯିବେ ଲୋକମାନେ ଆପଣଙ୍କୁ ବିରୋଧ କରିବେ ନାହିଁ ସମସ୍ତ କାର୍ଯ୍ୟ ଆପଣଙ୍କର ସହଜରେ ପୂରଣ ହୋଇଯିବ। ଏହି ଫୁଲରେ ଅନେକ ଦେବାଦେବୀଙ୍କର ବାସ ହୋଇଥାଏ। ସେଥିପାଇଁ ଏହି ଫୁଲରେ ବହୁତ ଶକ୍ତି ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *