Excuse Me Odisha

ଯାହା କହିବୁ ସତ କହିବୁ

ଶନି ଅମାବାସ୍ୟା ଚୁପଚାପ ଏହି ଠାରେ ରଖିଦିଅନ୍ତୁ ୧ମୁଠି ଚାଉଳ। ଛପର ଫାଡ଼ି ଆସିବ ଘରକୁ ଟଙ୍କା। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନି ଅମାବାସ୍ୟା ଚୁପଚାପ ଏହି ଠାରେ ରଖିଦିଅନ୍ତୁ ୧ମୁଠି ଚାଉଳ। ଛପର ଫାଡ଼ି ଆସିବ ଘରକୁ ଟଙ୍କା। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ।

ଭାଦ୍ରବ ମାସରେ ଯେଉଁ ଅମାବାସ୍ୟା ଅଟେ ତାହାକୁ କୁଶ ଗ୍ରହଣ ଅମାବାସ୍ୟା କୁହାଯାଏ। ଏହି ଅମାବାସ୍ୟାକୁ ବହୁତ ପବିତ୍ର ମାନାଯାଏ। ଏହି ବର୍ଷ ଏହି ଅମାବାସ୍ୟା ୨୭ ଅଗଷ୍ଟରେ ପାଳନ କରାଯିବ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଅମାବାସ୍ୟାର ଖାସ ଧାର୍ମିକ ମହତ୍ୱ ରହିଛି। ଏହିଦିନ ମନ୍ତ୍ର ଜପ କରିବା ପୂଜାପାଠ କରିବା ପିତୃ ଦର୍ପଣ କରିବା ପବିତ୍ର ନଦୀରେ ସ୍ନାନ କରିବା ଦାନ କରିବା ବିଶେଷ ଫଳଦାୟୀ ହୋଇଥାଏ। ଏହି ଅମାବାସ୍ୟା ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପଣ ଅଟେ। ଏହି ଦିନ ଚାଉଳର ବିଶେଷ ପ୍ରୟୋଗ କରାଯାଏ।

ଅମାବାସ୍ୟା ଦିନ କିଛି ଏମିତି କାର୍ଯ୍ୟ ଅଛି ଯାହା ବିଲକୁଲ ବି କରିବା ଉଚିତ ନୁହେଁ। ଯେମିତିକି ଦିନରେ ଭୁଲରେ ବି ଶୁଅନ୍ତୁ ନାହିଁ। ସକାଳେ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଶୋଇ ରୁହନ୍ତୁ ନାହିଁ ଶୀଘ୍ର ଉଠି ଯାଆନ୍ତୁ। ଘରେ ତାମସିକ ଭଜନ କରନ୍ତୁ ନାହିଁ। ମାଂସ ମଦର ସେବନ କରନ୍ତୁ ନାହିଁ। ସ୍ୱାତିକ ଭଜନ ଗ୍ରହଣ କରନ୍ତୁ।

ଯଦି ଆପଣ ବ୍ରତ ରଖୁଛନ୍ତି ତେବେ ଲୁଣ ଖାଆନ୍ତୁ ନାହିଁ। ସମ୍ଭବ ହେବତ ଉପବାସ ରଖନ୍ତୁ ଏବଂ ଘରେ ଅନ୍ଧକାର ବିଲକୁଲ ବି କରନ୍ତୁ ନାହିଁ। ପୁରା ଘରକୁ ଆଲୋକିତ ରଖନ୍ତୁ ଏବଂ ଏହିଦିନ କୌଣସି ବି ବ୍ୟକ୍ତି ଆପଣଙ୍କ ଘରକୁ ଆସିଲେ ତାଙ୍କୁ କିଛି ଖାଇବାକୁ ଦିଅନ୍ତୁ।

ଅମାବାସ୍ୟା ତିଥି ଶନିଦେବଙ୍କୁ ସମର୍ପଣ ଅଟେ ଏବଂ ଏହିଦିନ ପିତୃଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ଉପାୟ କରାଯାଏ। କାରଣ ଏହିଦିନ ନକରାତ୍ମକ ଉର୍ଜା ସବୁଠାରୁ ଅଧିକ ଥାଏ। ବାତାବରଣକୁ ବହୁତ ଅଧିକ ପ୍ରଭାବିତ କରିଥାଏ। ମନ ମସ୍ତିଷ୍କକୁ ଡିଷ୍ଟପ କରିଥାଏ। ପିତୃଦେବ ବି ଏହି ଦିନ ଆପଣଙ୍କ ଠାରୁ କିଛି ଚାହିଁଥାନ୍ତି। ତାଙ୍କୁ ପ୍ରସନ୍ନ କରିବା ପାଇଁ ଦାନ କରନ୍ତି ଜଳ ଅର୍ପଣ କରନ୍ତି ଏବଂ ଅସ୍ତଗଛର ପୂଜା ମଧ୍ୟ କରିଥାନ୍ତି।

ଏହା ଦ୍ବାରା ଆପଣଙ୍କ ପିତୃଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଜୀବନରେ ଖୁସି ବର୍ଷା କରିବେ। ଆଜି ଆମେ ଜାଣିବା ଏହି ଅମାବାସ୍ୟା ତିଥି ଦିନ ଚାଉଳର ବିଶେଷ ପ୍ରୟୋଗ ଯାହା ଆପଣଙ୍କ ସବୁ ସମସ୍ୟାକୁ ଦୂର କରିବ। ଧନର ସମସ୍ୟାକୁ ଦୂର କରିବ ଏବଂ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବ। ଆଜି ଆମେ ଚାଉଳର ବିଶେଷ ଉପାୟ ବିଷୟରେ ଜଣେଇବୁ ଯାହା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବ।

ଜ୍ୟୋତିଷ ଅନୁସାରେ କେବେ କେବେ ଗ୍ରହ ମାନଙ୍କର ବାଧା କାରଣରୁ ଧନର ସମସ୍ୟା ଚିନ୍ତାରେ ପକାଇଥାଏ। ଏଥିପାଇଁ ଏହି ଛୋଟ ପ୍ରୟୋଗ କରି ଆପଣ ଧନର ସମସ୍ୟାରୁ ମୁକ୍ତି ପାଇପାରିବେ।

ଚାଉଳ ବହୁତ ପୂଜନୀୟ ଅଟେ। ପୂଜାପାଠରେ ଚାଉଳର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ପୂଜା ପୂର୍ଣ୍ଣ ହୋଇଥାଏ। ଚାଉଳ ସବୁ ଦେବୀ ଦେବତାଙ୍କୁ ଅର୍ପଣ କରାଯାଏ। ଚାଉଳର ଅର୍ଥ ଅକ୍ଷତ। ଅକ୍ଷତର ଅର୍ଥ ସମ୍ପୂର୍ଣ। ଅଖଣ୍ଡିତ। ତ ଚାଉଳର ପ୍ରୟୋଗ କେମିତି କରିବେ ଆସନ୍ତୁ ଜାଣିବା। ଆପଣ ମଥାରେ ତିଳକ ଲଗାଇବା ପରେ ହିଁ ପୂଜାପାଠ କରିବା ଉଚିତ। ତିଳକ ଲଗାଇବା ପରେ ସେଥିରେ ୨ ରୁ ୪ ଟି ଚାଉଳର ଦାନା ନିଶ୍ଚୟ ଚାପି ଦିଅନ୍ତୁ।

ଏମିତି କରିଲେ କୁଣ୍ଡଳୀରେ ଯେଉଁ ଚନ୍ଦ୍ରମାର ସ୍ଥିତି ତାହା ମଜବୁତ ହେବ ଏବଂ ଆପଣଙ୍କୁ ଶୁଭ ଫଳ ଦେବାକୁ ଲାଗିଥାଏ। ଜୀବନରେ ମାନସିକ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯାଏ। ଆନନ୍ଦ ବଢିଥାଏ। ଆପଣ ଯେଉଁ ଟେନସନରେ ଥିଲେ ସେହି ଟେନସନ ଦୂର ହେବାକୁ ଲାଗିଥାଏ। ତିଳକ ଆପଣ ଚନ୍ଦନରେ କୁମକୁମରେ ହେଉ କରିପାରିବେ କିନ୍ତୁ ଚାଉଳ ନିଶ୍ଚୟ ଚାପି ଦେବେ। ଏହା ଦ୍ବାରା ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ମଜବୁତ ହୋଇଯିବ। ଧନର ସମସ୍ୟା କମ ହୋଇଥାଏ।

ଧନର ସମସ୍ୟା ଥିଲେ ଚାଉଳର ଏହି ଉପାୟ କରନ୍ତୁ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପଣ ଅଟେ କିନ୍ତୁ ଅମାବାସ୍ୟା ତିଥି ଦିନ ଏହି ଦିନ ଚନ୍ଦ୍ରମା ଛିନ୍ନ ରହିଥାଏ ତ ମନର ଚିନ୍ତା ବଢି ଯାଇଥାଏ ଏବଂ ଚନ୍ଦ୍ରମାଙ୍କ ସ୍ୱାମୀ ଶିବ ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ପାଇଁ ଛୋଟ ପ୍ରୟୋଗ କରନ୍ତୁ। ଏକ ମୁଠି ଚାଉଳ ଅଖଣ୍ଡିତ ହୋଇଥିବ ନେଇ ଭଗବାନ ଶିବ ଲିଙ୍ଗ ଉପରେ ଅର୍ପଣ କରିଦିଅନ୍ତୁ। ଯଦି ଆପଣ ଖାଇ ନେଇଥିବେ ତ ଶ୍ରଦ୍ଧା ମନରେ ଏକ ମୁଠି ଚାଉଳ ନେଇ ପାଖରେ ଥିବା ଶିବ ମନ୍ଦିରରେ ଯାଇ ରଖି ଦେଇ ଆସିବେ। ଏହା ଦ୍ବାରା ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ଧନ ପ୍ରାପ୍ତିର ଯୋଗ ବନିଥାଏ। ଏହି ଉପାୟ ଆପଣ କୌଣସି ସୋମବାର ଦିନ ମଧ୍ୟ କରିପାରିବେ। ଜୀବନରେ ସମସ୍ୟା କମ ହୋଇଯିବ।

ଚାକିରୀ ଏବଂ ବ୍ୟବସାୟ ପ୍ରାପ୍ତି ପାଇଁ ଏବଂ ଜୀବନ ଭଲ ହେବା ପାଇଁ ଏବଂ ଜୀବନ କେମିତି ସରଳ ହୋଇଯିବ ତ ଏକ ଛୋଟ କାମ କରନ୍ତୁ ଆପଣ ଅମାବାସ୍ୟା ଦିନ ଚାଉଳରେ ମିଠା ଖିରି ପ୍ରସ୍ତୁତ କରନ୍ତୁ ଆଉ କୁଆକୁ ଖାଇବାକୁ ଦିଅନ୍ତୁ। ଏମିତି କଲେ ଚାକିରୀ ଏବଂ ବ୍ୟବସାୟ ସମସ୍ୟା ଦୂର ହୋଇଯିବ। ପିତୃଦୋଷ ଦୂର ହୋଇଥାଏ। ଧନ ପ୍ରାପ୍ତିର ଯୋଗ ବନିଥାଏ। ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ।

ପିତୃଦୋଷ କାରଣରୁ ବନୁଥିବା କାର୍ଯ୍ୟ ଅଟକି ଯାଇଥାଏ। ପିତୃଦେବ କ୍ରୋଧିତ ଥିଲେ ଵଂଶ ବୃଦ୍ଧି ହୋଇନଥାଏ ଧନ ଆସିନଥାଏ। ସବୁକିଛି ଶେଷ ହୋଇଯାଏ। ଏମିତି ହେଉଥିଲେ ଏକ ଛୋଟ ପ୍ରୟୋଗ କରନ୍ତୁ କୁଆକୁ ରୋଟି ଖାଇବାକୁ ଦିଅନ୍ତୁ। ରୋଟି ସହିତ ମିଠା କ୍ଷୀରି। ଏହା ପିତୃଦେବଙ୍କୁ ବହୁତ ପସନ୍ଦ ଅଟେ। ଏମିତି କଲେ ପିତୃଦେବଙ୍କ ଆଶୀର୍ବାଦ ମିଳିଥାଏ ଉନ୍ନତି ହୋଇଥାଏ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଆପଣ ନିଜର ପୂଜା ସ୍ଥାନରେ କେବେବି ବସି ଏକ ଲାଲ ରଙ୍ଗର କପଡ଼ା ରଖନ୍ତୁ ତାହା ଉପରେ ୨୧ ଟି ଅଖଣ୍ଡିତ ଚାଉଳ ରଖନ୍ତୁ। ଆଉ ଓଁ ଶ୍ରୀଙ୍ଗ ଶ୍ରୀୟାଂ ନମଃ ଜପ କରୁ କରୁ ଗୋଟେ ଗୋଟେ ଚାଉଳ ରଖନ୍ତୁ। ଏହି ମନ୍ତ୍ରକୁ ୨୧ ଥର ଜପ କରି ଚାଉଳ ରଖିବା ପରେ ଏହି ଚାଉଳକୁ ହଳଦୀରେ ଅଳ୍ପ ରଙ୍ଗ କରିଦିଅନ୍ତୁ। ମା ଲକ୍ଷ୍ମୀଙ୍କ ପାଖରେ ରଖି ବାନ୍ଧି ଦିଅନ୍ତୁ। କନକଧାରା ସ୍ରୋତର ପାଠ କରନ୍ତୁ ଥରେ। ଏହି ଚାଉଳକୁ ନିଜ ପର୍ସରେ କିମ୍ବା ଆଲମାରୀରେ ରଖିଦିଅନ୍ତୁ। ଏହା ଦ୍ବାରା ଧନ ଆଗମନର ବାଧା ଦୂର ହେବ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଆପଣଙ୍କର ପର୍ସ ସବୁବେଳେ ଭରି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *