Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି ରାଶିର ଲୋକଙ୍କ ଉପରେ ପ୍ରଭୁ ଶ୍ରୀଗଣେଶଙ୍କର ବିଶେଷ କୃପା ବରଷିବାକୁ ଯାଉଛି। ସୁନା ପରି ଚମକି ଉଠିବ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହିବର୍ଷର ପବିତ୍ର ଗଣେଶ ପୂଜା ଅବସରରେ ଆପଣ ମାନଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚଳିତ ବର୍ଷ ଗଣେଶ ପୂଜା ଦିନ ଠାରୁ ଖାସ ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ହେବାକୁ ଯାଉଅଛି। ଏହାସହିତ ଏହି ଗଣେଶ ପୂଜା ଅବସରରେ ଗ୍ରହ ମାନଙ୍କ ମଧ୍ୟ ଏକ ବିଶାଳ ସଂଯୋଗ ବନିବାକୁ ଯାଉଛି।

ଯାହାଫଳରେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ସେଥିମଧ୍ୟରୁ ପାଞ୍ଚ ଗୋଟି ରାଶିର ଲୋକଙ୍କ ଜୀବନରେ ଖାସ ପରିବର୍ତ୍ତନ ଦେଖିବାକୁ ମିଳିବା। ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ତେବେ ବନ୍ଧୁଗଣ ଆସନ୍ତୁ ସେହି ବିଶେଷ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଚଳିତ ବର୍ଷର ଗଣେଶ ପୂଜା ଶୁଭ ସାବ୍ୟସ୍ତ ହେବ। ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖସମୃଦ୍ଧି ବଢିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆର୍ଥିକ ରୂପରେ ଆପଣ ଲାଭବାନ ହେବେ। ଯାହାଫଳରେ ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇଯିବ। ପରିବାର ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ। କାର୍ଯ୍ୟକ୍ଷେତ୍ରରେ ସମସ୍ତେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ଆପଣଙ୍କର ସବୁ ମନସ୍କାମନା ଏହି ସମୟରେ ପୂରଣ ହେବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରଭୁ ଶ୍ରୀ ଗଣେଶଙ୍କର ବିଶେଷ କୃପା ମିଳିବାକୁ ଯାଉଛି। ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ବ୍ୟାପାର ଓ ବ୍ୟବସାୟରେ ଆପଣ ବହୁତ ଉନ୍ନତି କରିବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ପ୍ରେମ ମାମଲାରେ ଆପଣ ସଫଳ ହେବେ।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ଜୀବନରେ ଏକ ଚମତ୍କାର ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ପାଇଁ ଭାଗ୍ଯର ଦୁଆର ସଂପୂର୍ଣ୍ଣ ରୂପରେ ଖୋଲି ଯାଇଛି। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଏହାସହିତ ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଆପଣ ନିଜ ଜୀବନରେ ଥିବା ସମସ୍ତ ବିନାଶକାରୀ ଶକ୍ତି ଠାରୁ ଦୂରେଇ ରହିବେ।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଅନୁକୂଳ ରହିବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଯଦି ଆପଣ ଚାକିରି ପାଇଁ ଆବେଦନ କରିଛନ୍ତି, ତାହେଲେ ଆପଣଙ୍କ ଅସା ପୂରଣ ହେବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଘରେ ସୁଖଶାନ୍ତିର ମାହୋଲ ରହିବ। ଆପଣଙ୍କର ଋଣ ଦେଇଥିବା ଟଙ୍କା ସଠିକ ସମୟରେ ଫେରସ୍ତ ପାଇବେ। ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ଓ ପ୍ରେମ ଭରି ରହିବ।

କୁମ୍ଭ ରାଶି :-

ଏହି ସମୟଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆପଣଙ୍କୁ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କେହି ମଧ୍ୟ ରୋକି ପାରିବେ ନାହିଁ।କାରଣ ଏହି ସମୟରୁ ଆପଣଙ୍କ ଉପରେ ପ୍ରଭୁ ଶ୍ରୀଗଣେଶଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିଥିବା, ତାହା ସଠିକ ସମୟରେ ସମାପ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *