Excuse Me Odisha

ଯାହା କହିବୁ ସତ କହିବୁ

ରୋଟିର ଦାନ ଏହି ସମୟରେ କରନ୍ତୁ ନାହିଁ। ଘରକୁ ଗରିବୀ ଆଣିଥାଏ ଏହି ଭୁଲ ଗୁଡିକ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୋଟିର ଦାନ ଏହି ସମୟରେ କରନ୍ତୁ ନାହିଁ। ଘରକୁ ଗରିବୀ ଆଣିଥାଏ ଏହି ଭୁଲ ଗୁଡିକ।

ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଯେ କଣ ସେହି ୩ ଟି ଜିନିଷ ଯାହା ସକାଳୁ ଉଠି ଦାନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ପୁରା ଘର ବର୍ବାଦ ହୋଇପାରେ। ଏହା ସହିତ ଜାଣିବା ଏମିତି କେଉଁ ଜିନିଷ ଅଛି କେବେବି କୌଣସି ସମୟରେ ବି ଦାନ କରିବା ଉଚିତ ନୁହେଁ। ଏହା ସହିତ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାର ଦାନ କରିବା ଦ୍ୱାରା ଆପଣ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। ଯେତେବି ସମସ୍ୟା ଥିବ ସବୁ ଦୂର ହୋଇଯିବ।

ଭଗବାନ ଶିବ କୁହନ୍ତି ମନୁଷ୍ୟଙ୍କୁ ଏହି ୩ ଟି ଜିନିଷ କେବେବି ଦାନ କରିବା ଉଚିତ ନୁହେଁ। ଦାନ କରିବା ଭଲ ଅଟେ। ଦାନ ନକଲେ ଆପଣଙ୍କର ଭଲ ହେବ ନାହିଁ। ଏହା ସହିତ କୌଣସି ଭୁକିଲା ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦେବା ବହୁତ ଜରୁରୀ ଅଟେ। ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଜୀବନରେ ୨ ଥର ଗୁପ୍ତ ଦାନ ଅବଶ୍ୟ କରିବା ଉଚିତ ଏହା ଦ୍ବାରା ନର୍କକୁ ଯିବାକୁ ପଡି ନଥାଏ।

ଦାନ ସର୍ବଶ୍ରେଷ୍ଠ ମଙ୍ଗଳକାରୀ ଏବଂ ବହୁତ ଶୁଭ ମାନାଯାଏ। ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବେ ନାହିଁ। କାହିଁକିନା ଭଗବାନ ଶିବ କୁହନ୍ତି କି ଏହି ୬ ବସ୍ତୁ ଏମିତି ଅଛି ଯାହାର ଦାନ ଆପଣ କରିପାରିବେ ନାହିଁ। ଆଉ କିଛି ବସ୍ତୁ ଏମିତି ଅଛି ଯାହାର ଦାନ କଲେ ବ୍ୟକ୍ତିର ଭାଗ୍ୟ କେମିତି ବି ହୋଇଥାଉ କେତେବି ସମସ୍ୟା ଥାଉ ସବୁ ଦୂର ହୋଇଯାଇଥାଏ।

ଆସନ୍ତୁ ଜାଣିବା କେଉଁ ଜିନିଷ ଅଛି ଯାହାର ଦାନ କଲେ ଆପଣ ନିଜର ଜୀବନରେ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିପାରିବେ।

ଲୁଣ। ସୋମବାର ଦିନ ଲୁଣ ଦାନ କଲେ ଦୁର୍ଭାଗ୍ୟ ଏବଂ ଗରିବୀ କିମ୍ବା ଯାହାବି ସମସ୍ୟା ଥିବ ତାହା ଦୂର ହୋଇଥାଏ। ସମସ୍ତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଲୁଣର ଦାନ କରିବାର ଖାସ ଧ୍ୟାନ ରଖିବା ଉଚିତ କି ଲୁଣ ଗୋଟା ଵାଲା ହେବା ଉଚିତ। ଏହାର ଦାନକୁ ସର୍ବଶ୍ରେଷ୍ଠ ମାନାଯାଏ। ପକେଟ ଲୁଣବି ଦାନ କରିପାରିବେ।

ଗୁଡ଼ର ଦାନ। ଯଦି ଆପଣ ଗୁଡ଼ର ଦାନ କରିବେ ତ ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ହୋଇଥାଏ ଆଉ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ମତଭେଦ ଥାଏ କିମ୍ବା ଆପଣଙ୍କ ସମ୍ପର୍କରେ ତଲାକ ପର୍ଯ୍ୟନ୍ତ ପହଁଚି ଯାଇଥାଏ ଆଉ ଆପଣଙ୍କୁ ଲାଗଉଛି କି ଆପଣଙ୍କ ସମ୍ପର୍କ ଆଉ ବନିବ ନାହିଁ ତ ଏପରି ସ୍ଥିତିରେ ଆପଣ ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ କରନ୍ତୁ।

ଏହା ଦ୍ୱାରା କୌଣସି ବି ସମ୍ପର୍କ ଭାଙ୍ଗିବ ନାହିଁ। କୌଣସି ମତଭେଦ ହେବନାହିଁ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ କିମ୍ବା ବାପା ମାଙ୍କ ସହିତ ହେଉ କୌଣସି ବି ସମ୍ପର୍କରେ ମତଭେଦ ଆସିବ ନାହିଁ। ଗୁଡ଼ ଏବଂ ରୋଟି ଗାଈକୁ ଖାଇବାକୁ ଦେଲେ ମଧ୍ୟ ଆପଣଙ୍କର ସମ୍ପର୍କରେ ମଧୁରତା ଆସିଥାଏ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ବି କୃପା ପ୍ରାପ୍ତ କରିପାରିବେ।

ତିଳ। ଶିବ ମହାପୁରାଣରେ ବର୍ଣ୍ଣିତ ଅଛି ତିଳର ଦାନ କରିବା। ବ୍ୟକ୍ତିର ଯଦି ମନ ବିଚଳିତ ହେଉଛି ଅର୍ଥାତ ଆପଣ କେବେ କେବେ ଦେଖିଥିବେ କି ବ୍ୟକ୍ତି ଜ୍ଞାନୀ ହେବା ପରେ ବି ତାର ଆତ୍ମବିଶ୍ୱାସ ତାର ସାଥ ଦେଇନଥାଏ କିମ୍ବା କେବେ କେବେ ପିଲା ମାନେ ପଢ଼ାରେ ଭଲ ହୋଇଥାନ୍ତି କିନ୍ତୁ ଯେବେ ସେ ପରୀକ୍ଷା ପାଇଁ ଯାଇଥାନ୍ତି ତ ତାଙ୍କର ଆତ୍ମବିଶ୍ୱାସ ତାଙ୍କର ସାଥ ଦେଇନଥାଏ ଜାଣିବା ପରେ ବି ସେ ସେଠାରୁ ଫେରି ଆସନ୍ତି ଆଉ ହାର ମାନିଯାନ୍ତି ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ। ଯଦି କଳା ତିଳ ଦାନ କରିବେ ତ ଶନିବାର ଦିନ କରନ୍ତୁ ଏହାକୁ ବହୁତ ଶୁଭ ମାନାଯାଏ। ଏହା ଦ୍ୱାରା ବ୍ୟକ୍ତିକୁ ଦୁର୍ଭାଗ୍ୟ ଛୁଇଁ ବି ପାରିବ ନାହିଁ।

ଅନ୍ନର ଦାନ। ଅନ୍ନର ଦାନ କଲେ ଆପଣଙ୍କ ଧନର ଭଣ୍ଡାର କେବେବି ଖାଲି ହେବ ନାହିଁ। ଆପଣ ସବୁବେଳେ ଧନରେ ଭରି ରହିବେ। ଆପଣଙ୍କର ଅନ୍ନର କେବେବି ଖାଲି ହେବନାହିଁ। ଯେଉଁ ଘରେ ଧନ ସମୃଦ୍ଧି ସୁଖରେ ଭରି ରହିବ ତ ସେହି ଘରେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ କୌଣସି ଜିନିଷର ଅଭାବ ରହିବ ନାହିଁ।

ଶିବପୁରାଣ ଅନୁସାରେ ସୋମବାର ଦିନ ଆପଣ ଗହମ ଚାଉଳର ଦାନ ଅବଶ୍ୟ କରିବା ଉଚିତ।

ଯେଉଁ ବ୍ୟକ୍ତି ଅଭାବୀ ବ୍ୟକ୍ତିକୁ ବସ୍ତ୍ର ଦାନ କରିଥାଏ। ଏହାକୁ ବହୁତ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ବ୍ୟକ୍ତିର ସବୁ ମାର୍ଗ ଖୋଲିଯାଏ। ଗରିବୀ କେବେବି ଆସିନଥାଏ। ବସ୍ତ୍ର ଦାନ କଲେ ଭଗବାନ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ରାହୁ କେତୁଙ୍କର କେବେବି ଜୀବନରେ ପ୍ରବେଶ ହୋଇ ପାରିନଥାଏ। ଗ୍ରହ ମାନେ ଶୁଭ ପରିଣାମ ଦେବାକୁ ଲାଗିଥାନ୍ତି। ସବୁ ଦୁର୍ଘଟଣାରୁ ଆପଣ ଏବଂ ଆପଣଙ୍କ ଘର ଲୋକ ସୁରକ୍ଷିତ ରହିଥାନ୍ତି। ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ସର୍ବଦା ଧନ ଧାନ୍ୟରେ ପୁରୀ ରହିଥାନ୍ତି।

ଏବେ ଆସନ୍ତୁ ଜାଣିବା କଣ ଦାନ କରିବା ଉଚିତ ନୁହେଁ।

ଫଟା କପଡା କେବେବି କାହାରିକୁ ଦାନ କରିବା ଉଚିତ ନୁହେଁ।

ଫୋଟା ଜୋତା ଚପଲ ଆଦିବି ଦାନ କରିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କର ଦୁର୍ଭାଗ୍ୟ ଆସିପାରେ।

ନିଜ ଘରର ଝାଡୁବି କାହାରିକୁ ଦାନ କରିବା ଉଚିତ ନୁହେଁ ନଚେତ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

ଘରର ବାସନ ବି ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି

ଘରେ ବ୍ୟବହାର ହେଉଥିବା ତେଲର ଦାନ କରିବା ଉଚିତ ନୁହେଁ। ଏହା ଦ୍ବାରା ଶନିଦେବ ରୁଷ୍ଠ ହୋଇଯାନ୍ତି।

ଚାକୁ ଛୁରୀ ବ୍ଲେଟ କୌଣସି ଧାରୁଆ ଜିନିଷର ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ରାହୁ କେତୁ ତଥା ଶନିଙ୍କ ପ୍ରଭାବ ପଡିଥାଏ। ଆଉ ବ୍ୟକ୍ତି ଧୀରେ ଧୀରେ କାଙ୍ଗାଳ ହୋଇଯାଏ।

କନ୍ୟା ଦାନ ଭଲ ମଣିଷ କୁ ହିଁ କରନ୍ତୁ ମଦୁଆ ମାତାଲି ମାନଙ୍କୁ କନ୍ୟା ଦାନ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା କଣ ସେହି ୩ ଟି ଜିନିଷ ସକାଳ ସମୟରେ ଦାନ କରିବା ଉଚିତ ନୁହେଁ।

ଭଜନ। ସକାଳ ସମୟରେ ଆପଣ ଭଜନର ଦାନ କରନ୍ତୁ ନାହିଁ। ଯଦି ଦାନ କରିବେ ତ ତାଜା ଭଜନ ପ୍ରସ୍ତୁତ କରି ଦାନ କରନ୍ତୁ। ରାତିରେ ଥିବା ଭଜନକୁ କେବେବି କାହାରିକୁ ଦାନ କରିବେ ନାହିଁ। ଏହା କଲେ ଆପଣ ନିଜେ ନିଜର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରୁଛନ୍ତି। ଏହା ଦ୍ବାରା ଆପଣ ପୁଣ୍ୟ ବଦଳରେ ପାପର ଭାଗିଦାର ବନିଥାନ୍ତି।

ସକାଳ ସମୟରେ ଅନ୍ନର ଦାନ। ଯଦି ଆପଣଙ୍କୁ ଅନ୍ନର ଦାନ କରିବାର ଅଛି ତ ସୋମବାର ଦିନ କରନ୍ତୁ ନଚେତ ସକାଳ ସମୟରେ ଏହିସବୁ ଚାଉଳ ଗହମ ଅଟାର ଦାନ କରୁଛନ୍ତି ତ ଧ୍ୟାନ ରଖିବେ ଏହି ମନ୍ତ୍ରର ଜପ ୩ ଥର ଜପ କରି କହିବେ ଓଁ ବିଷ୍ଣବେ ନମଃ। ଏହି ମନ୍ତ୍ରର ଉଚାରଣ କରି ଦାନ କରିପାରିବେ କିନ୍ତୁ ବିନା ମନ୍ତ୍ରର ଦାନ କଲେ ସକାଳ ସମୟରେ ଏହିସବୁର ତ ଆପଣ ପାପର ଭାଗିଦାର ବନିଯାଇପାରନ୍ତି।

ତମ୍ବା। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସପ୍ତମ ବା ଅଷ୍ଟମ ଭାଗରେ ସୂର୍ଯ୍ୟ ଅଛି ତାଙ୍କୁ ସକାଳ କିମ୍ବା ସନ୍ଧ୍ୟା ସମୟରେ ତମ୍ବାର ଦାନ କରିବା ଉଚିତ ନୁହେଁ। ଦିନରେ ଅନ୍ୟ ସମୟରେ ଦାନ କରିପାରିବେ କିନ୍ତୁ ସକାଳ ସମୟରେ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *