Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ମହିଳା କେବେବି ମାଆ ହୋଇ ପାରନ୍ତି ନାହିଁ। ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ କଣ କହିଛନ୍ତି –

ସେୟାର୍ କରନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ କି ଏଭଳି ମହିଳା ମାନେ କେବେବି ମାଆ ହୋଇ ପାରନ୍ତି ନାହିଁ। ସନ୍ତାନ ନଥିବା ଲୋକଙ୍କ ଉପରେ ଅନ୍ୟମାନଙ୍କର ବିଚାର ଖରାପ ରହିଥାଏ। ସନ୍ତାନ ନଥିବା ଯୋଗୁଁ ପତି ଓ ପତ୍ନୀଙ୍କ ମଧ୍ୟରେ ପତ୍ନୀ ହିଁ ଅଧିକ କଷ୍ଟ ସହ୍ୟ କରିଥାନ୍ତି। କିନ୍ତୁ ସମାଜରେ ଏହି ଯୋଡ଼ି ମାନଙ୍କୁ ଖରାପ ନଜରରେ ଦେଖୁଥାଏ। କିନ୍ତୁ ସନ୍ତାନ ନହେବା କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

କୁହାଯାଏ କି ଯେପରି କର୍ମ କରିବା ସେହିପରି ଫଳ ପାଇବ। ଯେଉଁ ସ୍ତ୍ରୀ କୌଣସି ପଶୁର ନବଜାତ ଶିଶୁକୁ କଷ୍ଟ ଦେଇଥାଏ, ସେଥିପାଇଁ ସେ ସନ୍ତାନହୀନ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ କୁହାଯାଇଛି କି ଯେଉଁ ସ୍ତ୍ରୀ ପୂର୍ବଜନ୍ମରେ କୌଣସି ପାପ କରିଥାଏ, ପରଜନ୍ମରେ ସେ ସନ୍ତାନହୀନ ହୋଇଥାଏ। ଯେଉଁ ନାରୀ ଅନ୍ୟର ଶିଶୁକୁ କଷ୍ଟ ଦେଇଥାଏ, ସେ ପରଜନ୍ମରେ ସନ୍ତାନହୀନା ହୋଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ଜୀବଜନ୍ତୁଙ୍କୁ କଷ୍ଟ ଦେବା ପାପର ଭାଗୀଦାର ହେବା ସହିତ ସମାନ ହୋଇଥାଏ। ତେଣୁ ଯେଉଁ ନାରୀ ଜୀବଜନ୍ତୁଙ୍କୁ କଷ୍ଟ ଦେଇଥାଏ, ସେ ମଧ୍ୟ କଷ୍ଟ ଭୋଗ କରିଥାଏ। ଆହୁରି ମଧ୍ୟ କୁହାଯାଏ କି ଯେଉଁ ପୁରୁଷ ଅନ୍ୟର ଶିଶୁକୁ ନିର୍ଯାତନା ଦେଇଥାଏ, ତାର ସନ୍ତାନ ଜନ୍ମ ହୁଏ। କିନ୍ତୁ ସେ ନିଜେ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହି ପାରି ନଥାଏ।

ଯାହାଫଳରେ ସେ ସନ୍ତାନ ସୁଖରୁ ବଞ୍ଚିତ ରହିଥାଏ। ଶାସ୍ତ୍ର ଅନୁସାରେ କୁହାଯାଇଛି କି ପୂଜାପାଠ କରି କୌଣସି ସୁଫଳ ମିଳି ନଥାଏ। କିନ୍ତୁ କର୍ମ ଅନୁସାରେ ନିଶ୍ଚିତ ଭାବରେ ଫଳ ପ୍ରାପ୍ତି ହୋଇଥାଏ। ତେଣୁ ସନ୍ତାନ ସୁଖରୁ ବଞ୍ଚିତ ନ ହେବା ପାଇଁ ଚାହୁଁଥିଲେ, ଆପଣ ସର୍ବଦା ଶୁଭ କର୍ମ କରନ୍ତୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *