Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଟଙ୍କା ରହୁନାହିଁ ତ ବାସ ଅଳ୍ପ ଗୁଡ଼ ପୁଣି ଦେଖନ୍ତୁ ଘରେ କେମିତି ବର୍ଷିବ ଧନ। ରବିବାର ଦିନ ଉପାୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଟଙ୍କା ରହୁନାହିଁ ତ ବାସ ଅଳ୍ପ ଗୁଡ଼ ପୁଣି ଦେଖନ୍ତୁ ଘରେ କେମିତି ବର୍ଷିବ ଧନ। ରବିବାର ଦିନ ଉପାୟ।

ଗୁଡ଼ର ଛୋଟ ପ୍ରୟୋଗ ଆପଣଙ୍କର ବହୁତ ସାରା ସମସ୍ୟାକୁ ଦୂର କରିପାରିବ ତ ଆଜି ଆମେ ଗୁଡ଼ର କିଛି ଖାସ ଦିନରେ ଏହି ଉପାୟ କରିଲେ ଏହାର ଲାଭ ଆପଣଙ୍କୁ ନିଶ୍ଚୟ ମିଳିବ। ଆସନ୍ତୁ ଜାଣିବା।

ଅନେକ ଥର ଏମିତି ହୋଇଥାଏ ଆପଣ କେଉଁଠି ପଡି ଯାଆନ୍ତି ଆଘାତ ଲାଗିଯାଏ ମନରେ ଦୁର୍ଘଟଣାର ଭୟ ରହିଥାଏ। ଯଦି ଏମିତି କିଛି ଜୀବନରେ ହେଉଅଛି ତ ଏହାର ଅର୍ଥ ଆପଣଙ୍କର ମଙ୍ଗଳ ଖରାପ ଅଛି ତ ଏପରି ସ୍ଥିତିରେ ଏକ ଛୋଟ ଉପାୟ କରନ୍ତୁ। ଅଳ୍ପ ଗୁଡ଼ ଭଗବାନ ହନୁମାନଙ୍କ ମନ୍ଦିରରେ ଯାଇ ଅର୍ପଣ କରିଦିଅନ୍ତୁ। ହନୁମାନ ଚାଳିସା ପଢ଼ନ୍ତୁ ଏବଂ ଭଗବାନ ହନୁମାନଙ୍କୁ ଭୁଲର କ୍ଷମା କରିବାକୁ ପ୍ରାର୍ଥନା କରନ୍ତୁ କାରଣ ଯେବେ ମଙ୍ଗଳ ଏକ୍ଟିଭ ହୋଇଯିବ ତ ଅଳ୍ପ ଚୋରି ଦୁର୍ଘଟଣାର ଯୋଗ ବନିଥାଏ। ତ ଏମିତି କଲେ ଆପଣଙ୍କର ସଙ୍କଟ ଦୂର ହୋଇଥାଏ।

କେବେ କେବେ କୁଣ୍ଡଳୀରେ ଶନିଙ୍କ ପିତା ସୂର୍ଯ୍ୟଦେବ କମଜୋର ହୋଇଯାନ୍ତି ତ ଶରୀରରେ ଅଧିକ ସମସ୍ୟା ହୋଇଥାଏ। ଏପରି ସ୍ଥିତିରେ ଏକ ଛୋଟ ଉପାୟ କରନ୍ତୁ। ଆପଣ ସକାଳୁ ସକାଳୁ ପ୍ରଥମ ଭଜନ ଅଳ୍ପ ଗୁଡ଼ ଖାଇ ଦିନର ଆରମ୍ଭ କରନ୍ତୁ। ଆପଣ ଗୁଡ଼ ଏବଂ ଗହମ ଆପଣଙ୍କର ଇଛା ଯେତଟି ସେତିକି ନିଅନ୍ତୁ ୮ ଟି ନେଇପାରିବେ ୮୦୦ ଟି ବି ନେଇ ପାରିବେ କାରଣ ୮ ଅଙ୍କ ହେଉଛି ଶନିଦେବଙ୍କର। ଏହାକୁ ସେମ ମାତ୍ରାରେ ନେଇ ପାଖରେ ଥିବା କୌଣସି ମନ୍ଦିରରେ କିମ୍ବା ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଏମିତି କଲେ ସୂର୍ଯ୍ୟଦେବଙ୍କର ସମସ୍ୟା ଦୂର ହୋଇଯିବ।

ଯଦି ଜୀବନରେ ଭୂମି ଭବନ ପ୍ରାପ୍ତ କରିବା ପାଇଁ କୌଣସି ବି ରବିବାର ଦିନ ଗାଈକୁ ନିଜ ହାତରେ ଗୁଡ଼ ଖୁଆନ୍ତୁ। ଯେବେବି ଗୁଡ଼ ଖୁଆଇବେ ତ ନିଜ ହାତରେ ଖୁଆଇବେ। ଗାଈକୁ ହାତକୁ ଚାଟିଲେ ଅତି ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

ଘରର ସଫା କରିବା ସମୟରେ ରବିବାର ଦିନ ସଫା କରିବା ସମୟରେ ପାଣିରେ ଲୁଣ କିମ୍ବା ଫିଟିକିରି ମିଶାଇ ପୋଛା ଲଗାନ୍ତୁ ତ ଆପଣଙ୍କର ଜୀବନରେ ଧନର ସମସ୍ୟା ଦୂର ହୋଇଥାଏ। ଧନର ଆଗମନ ହୋଇଥାଏ।

କେବେ କେବେ ଏମିତି ହୋଇଥାଏ ନାଁ ଲକ୍ଷେ ଚେଷ୍ଟା କଲେ ମଧ୍ୟ ମନସ୍କାମନା ପୂରଣ ହୋଇନଥାଏ ଧନର ସମସ୍ୟା ଚିନ୍ତିତ କରିଥାଏ ଖର୍ଚ୍ଚ ହୋଇଯାଇଥାଏ ତ ଆପଣ ଏକ ଛୋଟ ଉପାୟ କରନ୍ତୁ। ୭ ଟି ଗୁଡ଼ର ଛୋଟ ଛୋଟ ଖଣ୍ଡ ନେଇ ନିଅନ୍ତୁ। ହଳଦିଆ ରଙ୍ଗର କପଡ଼ାରେ ଏହି ୭ ଟି ଗୁଡ଼ ୭ ଟି ହଳଦୀ ଖଣ୍ଡ ଏହାକୁ ଏକା ସହିତ ବାନ୍ଧିଦିଅନ୍ତୁ କୌଣସି ବି ରବିବାର ଦିନ ରେଲୱେ ଲାଇନ କିମ୍ବା କୌଣସି ରୋଡ଼ରେ ଫୋପାଡ଼ି ଦିଅନ୍ତୁ। ନିଜର ମନର କଥା କୁହନ୍ତୁ ଆପଣଙ୍କର ମନସ୍କାମନା ପୁରା ହୋଇଯିବ।

କେବେ କେବେ ଜୀବନରେ ବହୁତ ସମସ୍ୟା ବଢି ଯାଇଥାଏ କରଜରେ ଫସି ଯାଇଥାନ୍ତି ଧନ ଆସିନଥାଏ ଆସିଲେ ଖର୍ଚ୍ଚ ହୋଇଯାଇଥାଏ। ଏପରି ସ୍ଥିତିରେ ଯଦି ଆପଣ ଗୁଡ଼ର ପ୍ରତିଦିନ ପ୍ରୟୋଗ କରିବେ ତ ଧନ ଆସିଥାଏ। ପ୍ରତିଦିନ ଭଗବାନ ହନୁମାନଙ୍କୁ ଗୁଡ଼ର ଭୋଗ ଲଗାନ୍ତୁ ଏମିତି କଲେ ବି ଧନର ସମସ୍ୟା ଦୂର ହୋଇଥାଏ।ବ

ମଙ୍ଗଳର ସମ୍ବଦ୍ଧ ଆପଣଙ୍କ ଭାଇଙ୍କ ସହିତ ଅଟେ। ଯଦି ଆପଣଙ୍କର ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ନଥାଏ ଲକ୍ଷେ ପ୍ରୟାସ ପରେ ବି ଚାକିରୀ ମିଳିନଥାଏ କି ଘର ମଧ୍ୟ ନିର୍ମାଣ ହୋଇପାରିନଥାଏ ତ କୌଣସି ବି ରବିବାର କିମ୍ବା ମଙ୍ଗଳବାର ଦିନ ଅଳ୍ପ ଗୁଡ଼ ଆପଣ କେଉଁଠି ବି ଅସ୍ତ ଗଛ ମୂଳରେ ଯାଇ ପୋତି ଦିଅନ୍ତୁ। ଏମିତି କଲେ ଜୀବନରେ ସମସ୍ୟା ଦୂର ହୋଇଯିବ। ଏହା ବ୍ୟତୀତ ପିମ୍ପୁଡି ମାନଙ୍କୁ ପ୍ରତିଦିନ ଗୁଡ଼ ଖାଇବାକୁ ଦେଇପାରିବେ।

ରବିବାର ଦିନ ହନୁମାନଙ୍କ ମନ୍ଦିରକୁ ଅଳ୍ପ ଗୁଡ଼ ଅଳ୍ପ ମୁଗ ନେଇ ଯାଆନ୍ତୁ ଏବଂ ଗୁଡ଼କୁ ୨୧ ଟି ଖଣ୍ଡ କରି ଦିଅନ୍ତୁ। ଏକ ଘିଅର ଦୀପ ଜଳେଇ ଦିଅନ୍ତୁ ଏବଂ ଗୁଡ଼ର ଏବଂ ମୁଗର ଭୋଗ ଲଗାନ୍ତୁ ଏହା ପରେ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ ହେ ପ୍ରଭୁ ଜୀବନରେ ବହୁତ ସାରା ସମସ୍ୟା ଅଛି ଯେଉଁ କାରଣରୁ ଆଗକୁ ବଢି ପାରୁନାହୁଁ। ଏଥିପାଇଁ ୧୧ ଟି ଗୁଡ଼ର ଖଣ୍ଡ ଏବଂ ୧୧ ଟି ମୁଗ ନେବେ ଭଗବାନ ହନୁମାନଙ୍କ ସାମ୍ନାରେ ରଖିଦେବେ। ଏପରି ୨୧ ଦିନ ପର୍ଯ୍ୟନ୍ତ କରିବେ କିମ୍ବା ୨୧ ଟି ଖଣ୍ଡ ରଖି ୧ ଦିନରେ ବି ଏହି ଉପାୟ କରିପାରିବେ।

ଦୁର୍ଘଟଣାର ଭୟ ଥିଲେ ତମ୍ବା ଘଟିରେ ଗୁଡ଼ ରଖି ଭଗବାନ ହନୁମାନଙ୍କ ମନ୍ଦିରରେ ଦାନ କରିଦିଅନ୍ତୁ। ସେହିଠାରେ ବସି ହନୁମାନ ଚାଳିସାର ପାଠ କରନ୍ତୁ।

ବହୁତ ଉନ୍ନତି କରିବାକୁ ଚାହୁଁଥିଲେ ରବିବାର ଦିନ ଅଦା ଏବଂ ସୋରିଷ ତେଲର ସେବନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *