Excuse Me Odisha

ଯାହା କହିବୁ ସତ କହିବୁ

ଦିପ୍ରହର ସମୟରେ ଏହି ଭୁଲ କରନ୍ତୁ ନାହିଁ। ଆସିଥାଏ ଗରିବୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦିପ୍ରହର ସମୟରେ ମରିଗଲେ ବି ଏହି ଭୁଲ କରନ୍ତୁ ନାହିଁ। ଆସିଥାଏ ଗରିବୀ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଠିକ ସମୟରେ ଠିକ କାମ କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ। ଆଉ ଧନ ସମ୍ପତ୍ତିର ମାଲିକ ବନିଥାନ୍ତି। କିନ୍ତୁ ଜଣା ଅଜଣାତରେ ଏମିତି କିଛି କାର୍ଯ୍ୟ କରି ଥାଉ ଯାହାର ପ୍ରଭାବ ବିଷୟରେ ପରେ ସୂଚନା ମିଳିଥାଏ। ଯାହା ଦ୍ୱାରା କଷ୍ଟ ଏବଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ରରେ କିଛି ଏମିତି କାର୍ଯ୍ୟ କୁହାଯାଇଛି

ଯାହା ଦିପ୍ରହର ସମୟରେ ଭୁଲରେ ବି କରିବା ଉଚିତ ନୁହେଁ। ଏହା ନାଁ କେବଳ ଆପଣଙ୍କ ଆୟୁଷ ଉପରେ ପ୍ରଭାବ ପଡିଥାଏ ବରଂ ଧନ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି କାମ କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏହା ସହିତ ମାନ ସମ୍ମାନରେ ବି କମି ଆସିଥାଏ। କାରଣ ଏହି ସମୟରେ ସୂର୍ଯ୍ୟ ଦେବ ନିଜର ପୁରା ପ୍ରଭାବରେ ଥାନ୍ତି। ଆଉ ଭଗବାନ ସୂର୍ଯ୍ୟଦେବଙ୍କ କୃପାରୁ ବ୍ୟକ୍ତିକୁ ସମାଜରେ ମାନ ସମ୍ମାନ ମିଳିଥାଏ।

ଯଦି ଜୀବନରେ ଉନ୍ନତି ହେବା ବନ୍ଦ ହୋଇଯାଏ ତ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣେଇବାକୁ ଯାଉଛୁ ଦିପ୍ରହର ସମୟରେ ଏମିତି କେଉଁ କାମ ଅଛି ଯାହାକୁ କରିବା ଉଚିତ ନୁହେଁ। ନଚେତ ଆପଣଙ୍କୁ ଜୀବନରେ ବହୁତ କ୍ଷତି ସହିବାକୁ ପଡିପାରେ।

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଦିପ୍ରହର ସମୟରେ ସ୍ନାନ କରିବା ପରିବର୍ତେ ସକାଳୁ ସ୍ନାନ କରିବା ଉଚିତ। ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେଉଁ ବ୍ୟକ୍ତି ସକାଳୁ ସ୍ନାନ କରିଥାଏ ତାକୁ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ। ଦିପ୍ରହର ସମୟରେ ସ୍ନାନ କଲେ ମନୁଷ୍ୟକୁ କୌଣସି ପ୍ରକାରର ଲାଭ ଫଳ ବଳ ବୁଦ୍ଧି ମିଳିନଥାଏ। ଦିପ୍ରହର ସମୟରେ ସ୍ନାନ କଲେ ବ୍ୟର୍ଥ ମାନାଯାଏ।

ଶାସ୍ତ୍ର ଅନୁସାରେ ଦିପ୍ରହର ସମୟରେ ବ୍ୟକ୍ତିକୁ ଶୋଇବା ଉଚିତ ନୁହେଁ। ଏମିତି କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଏମିତି କଲେ ଲଗାତାର ଆମର ଆୟୁଷ ହ୍ରାସ ହୋଇଥାଏ। ଦିପ୍ରହର ସମୟରେ ଶୋଇଲେ ଜୀବନରେ ଦୋଷ ବି ଲାଗିଥାଏ କାରଣ ବ୍ରହ୍ମାଣ୍ଡରେ ଶକ୍ତି ଦେଉଥିବା ସୂର୍ଯ୍ୟଦେଵତା ଏହି ସମୟରେ ଜାଗିଥାନ୍ତି। ତ ଏଥିପାଇଁ ଆମର ଶୋଇବା ଏହି ସମୟରେ ଉଚିତ ନୁହେଁ। ଏଥିପାଇଁ ଆପଣଙ୍କୁ ଦିପ୍ରହର ସମୟରେ ଶୋଇବା ଉଚିତ ନୁହେଁ।

ଦିପ୍ରହର ସମୟରେ ଶାରୀରିକ ସମ୍ବଦ୍ଧ ବି ବନେଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏହାକୁ ବର୍ଜିତ କରାଯାଇଛି। ସୂର୍ଯ୍ୟଙ୍କୁ ଶକ୍ତି ଉର୍ଜା ଆତ୍ମା ମାନ ସମ୍ମାନ ସୁଖ ସମୃଦ୍ଧି ଏବଂ ରାଜାର କାରକ ମାନାଯାଏ। ଭଗବାନ ସୂର୍ଯ୍ୟଦେବଙ୍କୁ ନାରାୟଣଙ୍କ ସ୍ୱରୂପ ବି ମାନାଯାଏ। ତ ସେ ଯେତେବେଳେ ଥିବେ ତ ସେହି ସମୟରେ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ଏହା କଲେ ଭଗବାନ ସୂର୍ଯ୍ୟଦେବଙ୍କର ଅପମାନ ହୋଇଥାଏ।

ଦିପ୍ରହର ସମୟରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ। କାରଣ ସୂର୍ଯ୍ୟଦେବ ଏହି ସମୟରେ ପୁରା ପ୍ରଭାବରେ ଥାନ୍ତି। ଜଳ ଦେଲେ ସେ ସେହି ପ୍ରକାରର ଫଳ ଦେଇଥାନ୍ତି ଯେମିତି ଜଳୁଥିବା କାଠରେ କେହି ଜଳ ପକେଇ ଦିଅନ୍ତି। ଶାସ୍ତ୍ର ଅନୁସାରେ ଦିପ୍ରହର ସମୟରେ ଜଳ ଦେଲେ ଆପଣଙ୍କ ଉପରେ ଭଗବାନ ସୂର୍ଯ୍ୟଦେବଙ୍କ ଶୁଭ ଫଳ କମ ହୋଇଥାଏ। ଏଥିପାଇଁ କୁହାଯାଏ ଭଗବାନ ସୂର୍ଯ୍ୟଦେବଙ୍କୁ ସକାଳ ସମୟରେ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଅନେକ ଗୁଣା ଲାଭ ମିଳିଥାଏ।

ଦିପ୍ରହର ସମୟରେ ଘରେ କେବେବି ପୋଛା ମାରିବା ଉଚିତ ନୁହେଁ। ମାନାଯାଏ ଯେ ଦିପ୍ରହର ସମୟରେ ସଫା ସୁତରା କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। କୁହାଯାଏ ଯେ ସକାଳ ସମୟରେ ଦିବ୍ୟ ଶକ୍ତିର ସଂଚାର ଅଧିକ ହୋଇଥାଏ। ଏହି ସମୟରେ ଭଗବାନ ଘରକୁ ଆସିଥାନ୍ତି ଆଉ ଯେତେବେଳେ ଆପଣ ସକାଳ ସମୟକୁ ଛାଡି ଦିପ୍ରହର ସମୟରେ ଘରକୁ ସଫା ସୁତରା କରିବେ ତ ଆପଣଙ୍କୁ ସୁଖ ସମୃଦ୍ଧିର ପ୍ରାପ୍ତ କେବେବି ହେବ ନାହିଁ। ସବୁବେଳେ ଝାଡୁ ପୋଛା ସକାଳ ସମୟରେ ହିଁ କରିବେ। ଏହାକୁ ସବୁଠାରୁ ସର୍ବତମ ମାନାଯାଏ। ଏହା ଦ୍ବାରା ମା ଲକ୍ଷ୍ମୀ ଘରେ ବାସ କରିଥାନ୍ତି। ଆଉ ଘରକୁ ଧନ ସମ୍ପତ୍ତିରେ ଭରି ଦେଇଥାନ୍ତି। ଦିପ୍ରହର ସମୟରେ ଆପଣ ଯେତେ ସଫା ସୁତରା କରିବେ ଘରେ ସେତେ ନକରାତ୍ମକ ଉର୍ଜା ବୃଦ୍ଧି ପାଇବ।

ଦିପ୍ରହର ସମୟରେ ଭଗବାନ ହନୁମାନଙ୍କ ପୂଜା ବି କରିବା ଉଚିତ ନୁହେଁ। ଦିପ୍ରହର ସମୟରେ ମନ୍ଦିରରେ କବାଟ ବି ବନ୍ଦ କରି ଦିଆଯାଏ। କାରଣ ଏହି ସମୟ ଭଗବାନଙ୍କର ବିଶ୍ରାମର ସମୟ ହୋଇଥାଏ। ଏହି ସମୟରେ ଭଗବାନ ହନୁମାନଙ୍କ ପୂଜା କରାଯାଏ ନାହିଁ।

ଦିପ୍ରହର ସମୟରେ ତେନ୍ତୁଳି ଏବଂ ମନ୍ଦାର ଫୁଲ ଗଛ ପାଖକୁ ଯିବା ଉଚିତ ନୁହେଁ। ଏମିତି କଲେ ମନକୁ ନକରାତ୍ମକ ବିଚାର ଆସିଥାଏ ଏହା ସହିତ ସକରାତ୍ମକ ଉର୍ଜାର ନାଶ ହୋଇଥାଏ।

ଆସନ୍ତୁ ଜାଣିବା ରାତିରେ କଣ କରିବା ଉଚିତ ନୁହେଁ।

ଡେରି ରାତି ପର୍ଯ୍ୟନ୍ତ ଠାକୁର ଘରକୁ ଯିବା ଆସିବା କରନ୍ତୁ ନାହିଁ। ଯଦି କୌଣସି କାମରେ ଯାଉଛନ୍ତି ତ ଭଗବାନଙ୍କୁ କ୍ଷମା ମାଗିନିଅନ୍ତୁ। ପୂଜା ଘରକୁ ଗଲେ ଭଗବାନଙ୍କ ଶୟନରେ ବିଘ୍ନ ଆସିଥାଏ। ଏହା ଦ୍ବାରା ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି ଯାହା ଦ୍ୱାରା ବ୍ୟକ୍ତିର ଗୁରୁ କମଜୋର ହୋଇଥାଏ। ଏହା ଦ୍ବାରା ବ୍ୟକ୍ତିକୁ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ। ପାରିବାରିକ ବୁଝାମଣା ଖରାପ ହୋଇଥାଏ। ପରିବାର ଲୋକ ବି ବୀମାର ରହିଥାନ୍ତି।

ବହୁତ ଲୋକ ଡେରି ରାତି ପର୍ଯ୍ୟନ୍ତ ଖୁଣ୍ଟି ପୋତି ଥାନ୍ତି ବା କୌଣସି କାରଣ ବସତ ଠକ ଠାକ କରିଥାନ୍ତି ଏମିତି କରିଲେ ରାହୁ ଉଗ୍ର ହୋଇଯାଇଥାନ୍ତି। ଏହା ଦ୍ବାରା ଚିନ୍ତା ସମସ୍ୟା ଏବଂ ଗୁପ୍ତ ରୋଗ ହେବାର ଆଶଙ୍କା ରହିଥାଏ। ଏହା ଦ୍ବାରା ବାଦ ବିବାଦ ସୃଷ୍ଟି ହୋଇଥାଏ। ଏହି କାମ ରାତିରେ ନ କରି ଦିପ୍ରହର ସମୟରେ ସମାପ୍ତ କରିନେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *