Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳୁ ଉଠି କରନ୍ତୁ ଏହି ୨ ଟି କାମ। ଦୁନିଆ ସାରା ଛାଇ ଯିବେ। ଯାହା ଚାହିଁବେ ତାହା କରିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ସକାଳୁ ଉଠି କରନ୍ତୁ ଏହି ୨ ଟି କାମ। ଦୁନିଆ ସାରା ଛାଇ ଯିବେ। ଯାହା ଚାହିଁବେ ତାହା କରିବେ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳୁ ଉଠି ଯିଏ ବି ଏହି ଜିନିଷ ପ୍ରଥମେ ଖାଇବ ସେ ଧନ ଐଶ୍ୱର୍ଯ୍ୟକୁ ପାଇ ତୃପ୍ତ ହୋଇଯିବ। ଏହି ଜିନିଷ ସକାଳେ ଖାଇଲେ କେବେବି ଧନର ଅଭାବ ହେବ ନାହିଁ। ସମସ୍ତ କାର୍ଯ୍ୟ ସଫଳ ହେବ। ମା ଲକ୍ଷ୍ମୀଙ୍କ କୃପା ନିରନ୍ତର ବନି ରହିବ। ବ୍ୟକ୍ତି ସୁଖ ସମୃଦ୍ଧିରେ ବ୍ୟତୀତ କରିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମାନବ ଜାତି ପାଇଁ ଶିକ୍ଷା ପ୍ରଦାନ ପାଇଁ ଅଟେ। ଭଗବାନ ଶ୍ରୀକୃଷ୍ଣ ଜୀବନର ପ୍ରତ୍ୟକ ସମୟରେ କିଛି ନାଁ କିଛି ଶିକ୍ଷା ଦେଇଥାନ୍ତି। ଯଦି ଭଗବାନ ଶ୍ରୀକୃଷ୍ଣଙ୍କ ମାର୍ଗରେ ଚାଲିବେ ତ ଜୀବନରେ କଠିନ ପରିସ୍ଥିତି ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଜାଣିବା ଭଗବାନ ଶ୍ରୀକୃଷ୍ଣ କଣ କୁହନ୍ତି

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଅନନ୍ୟ ପ୍ରେମୀ ଭକ୍ତ ମୋର ନିରନ୍ତର ଚିତନ କରିଥାଏ ନିଷ୍କାମ ଭାବରେ ପୁଜି ଥାନ୍ତି ତାକୁ ଯାହା ଦରକାର ତାହା ମିଳୁ ଏବଂ ତାଙ୍କ ପାଖରେ ଯାହା କିଛି ବି ଥିବ ତାର ରକ୍ଷା କରିବାର ଦାୟିତ୍ୱ ମୁଁ ଉଠାଇଥାଏ। ଏହା ବି କିହଁନ୍ତି ତୁମେ ମୋର ଚିତନ କର ଏହା ସହିତ ବି ନିଜର କର୍ମ ବି କର। ଅର୍ଥାତ ନିଜର କାମ ଛାଡି କେବଳ ଭଗବାନଙ୍କର ନାମ ନେବା ପାଇଁ ଭଗବାନ ଶ୍ରୀକୃଷ୍ଣ କହୁ ନାହାନ୍ତି କିନ୍ତୁ ଭଗବାନଙ୍କର ଆରୋଧନା ଜରୁରୀ ଅଟେ

ସକାଳ ସନ୍ଧ୍ୟାରେ ମନ୍ଦିରରେ ଦୀପ ନିଶ୍ଚୟ ଜଳାଇବା ଉଚିତ। ସକାଳେ ଭଗବାନଙ୍କର ପୂଜା ନିଶ୍ଚୟ ହେବା ଉଚିତ। ଭଗବାନଙ୍କର ନାମ ନିଅନ୍ତୁ ଏହାପରେ ଦୈନନ୍ଦିନ ଜୀବନର ଆରମ୍ଭ ହେବା ଉଚିତ। ଦୀପ ଏବଂ ଧୂପର ଧୂଆଁରେ ବାତାବରଣରେ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ। ପ୍ରତ୍ୟକ ଦିନ ଘରେ ଦୀପ ଜଳାଇଲେ ବାସ୍ତୁର ଅନେକ ଦୋଷ ଦୂର ହୋଇଯାଏ।

ଆସନ୍ତୁ ଜାଣିବା ସକାଳେ ଉଠିବା ପରେ କଣ କରିବା ଉଚିତ।

ସକାଳେ ଜଲଦି ଉଠିବା ମନୁଷ୍ୟଙ୍କୁ ଧନୀ ଆରୋଗ୍ୟ ଏବଂ ବୁଦ୍ଧିମାନ ବନେଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସମସ୍ତ ମାର୍ଗ ବ୍ୟକ୍ତିର ସକାଳ ଉଠିବା ପରେ ହିଁ ଖୋଲିଥାଏ। ଯାହା ଆପଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ବ୍ୟକ୍ତି ସକାଳେ ଉଠିବା ପରେ ପ୍ରଥମେ ଧରତିକୁ ସ୍ପର୍ଶ କରିବା ଉଚିତ। ଏହା ଦ୍ବାରା ବ୍ୟକ୍ତିର ତନ ମନରେ ପୁରା ଦିନ ସାରା ସକାରାତ୍ମକ ଉର୍ଜାର ପ୍ରବାହ ବନି ରହିଥାଏ। ଏମିତି ବ୍ୟକ୍ତି ସଫଳତା ହାସିଲ କରିଥାଏ। ଧରତୀ ମା ଆମର ବୋଝ ଉଠାଇଥାନ୍ତି ଏଥିପାଇଁ ସକାଳେ ଉଠିବା ମାତ୍ରେ ପ୍ରଥମେ ଧରତୀ ମାଙ୍କୁ ସ୍ପର୍ଶ କରିବା ଉଚିତ। ଏହା ଦ୍ବାରା ଆପଣଙ୍କର ବିଗିଡି ଯାଇଥିବା କାମ ଶୀଘ୍ର ହୋଇଯାଇଥାଏ। ଅନ୍ନ ବସ୍ତ୍ର ଧନ ଫୁଲ ଫଳ ସମସ୍ତ ଜିନିଷ ଆମକୁ ଧରତୀ ମା ହିଁ ଦେଇଥାନ୍ତି। ଆମକୁ ଧରତୀ ମାଙ୍କର ରୁଣୀ ହେବା ଉଚିତ।

ସକାଳର ସ୍ନାନ ଆମ ଶରୀରକୁ ପବିତ୍ର କରିଦେଇଥାଏ। ଗଙ୍ଗା ଜଳର ଆମ ଶାସ୍ତ୍ରର ବହୁତ ମହତ୍ୱ ରହିଛି। ପୁରାଣରେ ବର୍ଣ୍ଣିତ ଅଛି ଯେ ଗଙ୍ଗା ଏକ ଏମିତି ନଦୀ ଅଟେ ଯେଉଁଥିରେ ସ୍ୱୟଂ ଦେବତା ମାନେ ସ୍ନାନ କରିଥିଲେ। ଏଥିପାଇଁ ଗଙ୍ଗାଜଳକୁ ବହୁତ ପବିତ୍ର ମାନାଯାଏ। ଯଦି ସ୍ନାନ ପାଣିରେ ୨ ରୁ ୪ ବୁନ୍ଦା ଗଙ୍ଗା ଜଳ ମିଶାଇ ସ୍ନାନ କରିବେ ତ ସମସ୍ତ ପାପ କର୍ମ ନଷ୍ଟ ହୋଇଯାଏ। ସକରାତ୍ମକ ଉର୍ଜାର ପ୍ରାପ୍ତି ହୋଇଥାଏ। ଜୀବନରେ ସଫଳତା ମିଳିଥାଏ। ଗଙ୍ଗାଜଳର ସ୍ପର୍ଶରେ ଶରୀରରେ ନକରାତ୍ମକ ଉର୍ଜାର ଶେଷ ହୋଇଥାଏ। ଗ୍ରହ ଜନିତ ପୀଡ଼ାରୁ ମୁକ୍ତି ମିଳିଥାଏ। ଶନିଦୋଷରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସ୍ନାନ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ।

ପ୍ରତ୍ୟକ ଦିନ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ଘଟିରେ ଜଳ ଭର୍ତି କରି ସେଥିରେ ଅଳ୍ପ ଗଙ୍ଗାଜଳ ମିଶାଇ ନିଜର ମୁଣ୍ଡ ପାଖରେ ପୁରା ରାତି ସାରା ରଖନ୍ତୁ ସକାଳ ସମୟରେ ଏହି ଜଳରେ ନିଜର ବିଛଣା ଉପରେ ଛିଞ୍ଚନ କରନ୍ତୁ ଏବଂ ବାକି ଜଳକୁ ପିଇ ନିଅନ୍ତୁ। ଯେଉଁ ମନୁଷ୍ୟ ପ୍ରତିଦିନ ଏହି କାମ କରିଥାଏ ତାକୁ ଯୁଗ ଯୁଗକୁ ପ୍ରାପ୍ତି ହୋଇଯାଏ। ଏମିତି ବ୍ୟକ୍ତି ସଫଳ ଜୀବନର ଆନନ୍ଦ ପ୍ରାପ୍ତି କରିନେଇଥାଏ।

ବହୁତ ପୁଣ୍ୟ ଫଳର ପ୍ରାପ୍ତି ଏହି ଗଙ୍ଗାଜଳ ପିଇନେବା ଦ୍ୱାରା ହୋଇଥାଏ। ମାନ୍ୟତା ଅଛି ମୃତ୍ୟୁ ସମୟରେ ବ୍ୟକ୍ତିଙ୍କ ମୁହଁରେ ଗଙ୍ଗା ଜଳ ଦେଲେ ତାର ସମସ୍ତ ପାପ ନଷ୍ଟ ହୋଇଯାଏ। ତାକୁ ମୋକ୍ଷର ପ୍ରାପ୍ତି ହୋଇଯାଏ। ମାନ୍ୟତା ଅନୁସାରେ ପ୍ରତିଦିନ ନିଜ ବସ୍ତ୍ରରେ ଗଙ୍ଗା ଜଳର ଛିଞ୍ଚନ କଲେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି କରି ନେଇଥାନ୍ତି।

ସନାନ୍ତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ମାନାଯାଏ। ଏହା ତନ୍ତ୍ର ମନ୍ତ୍ରରେ ପ୍ରୟୋଗ କରାଯାଏ। ଏଥିରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତ ରାତିରେ ଶୋଇବା ପୂର୍ବରୁ ଲବଙ୍ଗକୁ ନିଜର ତକିଆ ତଳେ ରଖିଦିଅନ୍ତୁ। ସକାଳୁ ଉଠିବା ପରେ ସେହି ଲବଙ୍ଗକୁ ପାଣି ସହିତ ଘିଟି ଦିଅନ୍ତୁ। ଏହାକୁ ଦାନ୍ତରେ ଚୋବାଇବେ ନାହିଁ। ଏମିତି କଲେ ଦେବୀ ଦେବତା ମାନଙ୍କର କୃପା ପ୍ରାପ୍ତ ହୋଇଥାଏ। ତାଙ୍କର କୃପାରୁ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ବୁଦ୍ଧିମତାର ପ୍ରାପ୍ତି ହୋଇଥାଏ।

ଆସନ୍ତୁ ଜାଣିବା ସକାଳେ ବ୍ୟକ୍ତିଙ୍କୁ କଣ ଖାଇବା ଉଚିତ।

ଯେବେବି ଆପଣ ସକାଳୁ ସମୟରେ କାମରେ ଯାଉଛନ୍ତି ତ ସକାଳୁ ସମୟରେ ଭଗବାନଙ୍କ ଗଳାରେ ଅର୍ପଣ କରାଯାଇଥିବା ଫୁଲର ମାଳା କିମ୍ବା ଭଗବାନଙ୍କ ଚରଣରେ ଅର୍ପଣ କରାଯାଇଥିବା ଫୁଲରୁ ଏକ ପୋତା କାଢି ଆଶୀର୍ବାଦ ଭାବି ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ। ଯାହାବି କାମ କରିବେ ସଫଳତା ମିଳିବ। ଭାଗ୍ୟ ଉଦୟ ହୋଇଥାଏ। ଏହା ସର୍ବଦା ଧନ ଦାୟୀ ହୋଇଥାଏ।

ଯେତେବେଳେ ଆପଣ ସକାଳୁ ବାହାରକୁ ଯାଉଛନ୍ତି ତ ସକାଳୁ ସମୟରେ ୨ ରୁ ୪ ଟି ଚାଉଳ ନିଶ୍ଚୟ ଖାଇ ନିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେବେବି ଆପଣ ଭଲ କାମ ପାଇଁ ବାହାରକୁ ଯିବେ ତ ମିଠା ଅବଶ୍ୟ ଖାଇ ଯିବା ଉଚିତ। ସକାଳ ସମୟରେ ମିଠା ଖାଇବାକୁ ସର୍ବତମ ମାନାଯାଇଛି। ଏହା ଦ୍ବାରା ଆପଣଙ୍କର ଭଲ ରାସ୍ତା ଖୋଲି ଯାଇଥାଏ। ଏହା ଦ୍ବାରା ଯାହାବି ଚାହିଁବେ ସବୁକିଛି ପ୍ରାପ୍ତ ହୋଇଯିବ।

ଏମିତି ମାନ୍ୟତା ଅଛି ମଥାରେ ଚନ୍ଦନର ତିଳକ ବିଜୟ ପ୍ରାପ୍ତ କରାଇଥାଏ। ଏଥିପାଇଁ ସକାଳେ ମଥାରେ ଚନ୍ଦନର ତିଳକ ଅବଶ୍ୟ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଚନ୍ଦନର ତିଳକ ଲଗାଇ ଯେଉଁ ବି ବ୍ୟକ୍ତି ବାହାରକୁ ବାହାରି ଥାଏ ତ ତା ଉପରେ ଭଗବାନଙ୍କର କୃପା ସର୍ବଦା ରହିଥାଏ। ଆଉ ତାର କେହିବି କିଛି କ୍ଷତି କରିପାରିବେ ନାହିଁ।

ପ୍ରତିଦିନ ସକାଳୁ ସ୍ନାନ ସାରି ତୁଳସୀକୁ ଜଳ ଅର୍ପଣ କରିବା ଉଚିତ। ତୁଳସୀଙ୍କ ସେବା କଲେ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଥାଏ ବା ତାର ଯତ୍ନ ଯିଏ ନେଇଥାଏ ତ ତାକୁ ସୁଖ ସମୃଦ୍ଧିର ପ୍ରାପ୍ତ ହୋଇଥାଏ। ପ୍ରତ୍ୟକ ଦିନ ଘରର ମନ୍ଦିରକୁ ପୂଜା କରିବା ଉଚିତ। ଦୀପ ଏବଂ ଧୂପ ଜଳେଇବା ଉଚିତ। ଦୀପ ଏବଂ ଧୂପରୁ ବାହାରୁ ଥିବା ଧୂଆଁରେ ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳେଇଲେ ବି ବାସ୍ତୁର ଅନେକ ଦୋଷ ଦୂର ହୋଇଥାଏ।

ଏହି କଥାର ଧ୍ୟାନ ରଖିବେ ସକାଳର ବାତାବରଣ ଶାନ୍ତ ରଖିବା ଉଚିତ। କିଛି ଲୋକ ସକାଳ ସମୟରେ ଅଶାନ୍ତ କରିଥାନ୍ତି। ଘରେ ସକାଳୁ ଉଠିବା ମାତ୍ରେ କ୍ଳେଶ କଟୁ ଶବ୍ଦ ଏବଂ ଅପଶବ୍ଦ କହିବା ଆରମ୍ଭ କରିଦିଅନ୍ତି। ତ ଏମିତି ଘରୁ ମା ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି। ସେଥିପାଇଁ ସକାଳୁ ଉଠିବା ମାତ୍ରେ ସମସ୍ତଙ୍କ ସହିତ ମିଠା କଥା କହିବା ଉଚିତ। ଯେଉଁ ଘରେ ସୁଖ ଶାନ୍ତି ରହିଥାଏ ତ ଏମିତି ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *