Excuse Me Odisha

ଯାହା କହିବୁ ସତ କହିବୁ

କଳା ସୂତାରେ କନ୍ଧି ଦିଅନ୍ତୁ ୯ଟି ଗଣ୍ଠି, ଦେଖିବେ ଆପଣଙ୍କର ସବୁ ମନସ୍କାମନା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆନେ ଆପଣ ମାନଙ୍କୁ ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଆପଣଙ୍କ ଜୀବନରୁ ସବୁ ନକରାତ୍ମକ ପ୍ରଭାବ ଦୂର ହୋଇଯିବ। କହିବାକୁ ଗଲେ ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ଅସନୃପା ସଫଳତା ମିଳି ନଥାଏ।

ଘରର ବାସ୍ତୁ ଠିକ୍ ନରହିଲେ, ଘରେ ଅନେକ କ୍ଳେଶ ଓ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ନକାରାତ୍ମକ ଉର୍ଜା ଆପଣଙ୍କୁ ଜୀବନରେ କେବେବି ଆଗକୁ ବଢିବା ପାଇଁ ଦିଏ ନାହିଁ। ଆପଣ କଠିନ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ଆଶାନୁରୂପ ସଫଳତା ମିଳି ନଥାଏ। ତେଣୁ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା କୌଣସି ନକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ ଏବଂ ଗ୍ରହ ଦୋଷରୁ ମଧ୍ୟ ଆପଣ ମୁକ୍ତି ପାଇବେ।

ତେବେ ସାଙ୍ଗମାନେ କଳା ସୂତା ବାନ୍ଧିବା ପୌରାଣିକ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରଚଳିତ ହୋଇ ଆସୁଛି।କହିବାକୁ ଗଲେ ଖରାପ ନଜରରୁ ରକ୍ଷା ପାଇବା ପାଇଁ କଳା ସୂତା ବନ୍ଧା ଯାଇଥାଏ। ବାସ୍ତବରେ ଆମ ଶରୀର ପାଞ୍ଚଟି ତତ୍ୱରୁ ସୃଷ୍ଟି ହୋଇଛି। ଏଥିରୁ ମିଳୁଥିବା ଊର୍ଜା ଆମ ଶରୀର ଓ ଜୀବନକୁ ସଞ୍ଚାଳନ କରିଥାଏ। କଳା ରଙ୍ଗ ଖରାପ ନଜର ରଖିଥିବା ବ୍ୟକ୍ତିର ଏକାଗ୍ରତାକୁ ଭଙ୍ଗ କରି ଦେଇଥାଏ ଏବଂ ଖରାପ ପ୍ରଭାବକୁ ଆଘ୍ରାଣ କରି ଥାଏ। ଆପଣ କଳା ସୂତା ନେଇ ଶନି ମନ୍ଦିର ବା ହନୁମାନ ମନ୍ଦିରକୁ ଯିବେ ତାପରେ ସେଥିରେ ୯ଟି ଗଣ୍ଠି ପକାଇବେ।

ତାପରେ ଭଗବାନଙ୍କୁ ସ୍ମରଣ କରି ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବା ପରେ ଆପଣ ସେହି ସୂତାକୁ ନିଜ ଘରକୁ ନେଇ ଘରର ମନ୍ଦିରରେ ରାକ୍ଷୀ ଦେବେ। ଧ୍ୟାନ ରଖିବେ କି ଏହି ଉପାୟ କରିବା ପରେ ଆପଣ ଅନ୍ୟ କାହା ସହିତ କଥାବାର୍ତ୍ତା କରିବା ଉଚିତ ନୁହେଁ। ତାପରେ ଏହି ସୂତାକୁ ଆପଣ ଯେଉଁ ବ୍ୟକ୍ତିଙ୍କ ପାଇଁ ଉପାୟ କରିଛନ୍ତି, ତାଙ୍କ ପାଦରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ସେହି ବ୍ୟକ୍ତିଙ୍କର ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ପରିବାର ଲୋକଙ୍କ ଉପରେ କେବେବି ଖରାପ ନଜର ନପଡୁ, ତାହେଲେ କଳା ସୂତାକୁ ନିଜ ଘରର ମୁଖ୍ୟ ଦୁଆର ଉପରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରକୁ କେବେବି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଏହାସହିତ ପରିବାରରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ।

ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡ଼ା ଲାଗି ରହୁଛି, ତାହେଲେ କଳା ସୂତାକୁ ଆପଣ ନିଜ ଶୋଇବା କଠୋରୀରେ ରଖି ଶୁଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସର୍ବଦା ସୁଖଶାନ୍ତି ବାତାବରଣ ରହିବ ଓ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଏହାସହିତ ଆପଣ ସପ୍ତାହରେ ଶନିବାର ଦିନ ଶନି ମନ୍ଦିର ଦର୍ଶନ କରିବାକୁ ଯାଆନ୍ତୁ। ଏହାଦ୍ୱାରା ଭଗବାନ ଶନିଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *