Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ତୁଳସୀ ପତ୍ର ରଖିଦିଅନ୍ତୁ ଏହି ଜାଗାରେ ଆପଣଙ୍କ ୭ ପୁରୁଷ ବି ଟଙ୍କା ପଇସାରେ କରିବେ ରାଜ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀରେ ତୁଳସୀ ପତ୍ର ରଖିଦିଅନ୍ତୁ ଏହି ଜାଗାରେ ଆପଣଙ୍କ ୭ ପୁରୁଷ ବି ଟଙ୍କା ପଇସାରେ କରିବେ ରାଜ।

ତୁଳସୀ ସମସ୍ତଙ୍କ ଘରେ ଥାଏ। ପ୍ରାତଃ ସମୟରେ ଜଳ ଅର୍ପଣ କରିଥାଉ ଏବଂ ସନ୍ଧ୍ୟା ସମୟରେ ଦୀପ ଦାନ କରିଥାଏ। ତୁଳସୀ ପୂଜା କରିଲେ ଘରର ସୁଖ ସମୃଦ୍ଧି ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ସେହି ଘର ଉପରେ ସର୍ବଦା ବନି ରହିଥାଏ। ଆଜି ଆମେ ବିଶେଷ ଉପାୟ ବିଷୟରେ ଜଣେଇବୁ। ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୈଭବ ବନି ରହିବ। ମନ ପସନ୍ଦର ବର ପ୍ରାପ୍ତି ହୋଇଥାଏ। କୌଣସି ବି ପ୍ରକାରର ନକରାତ୍ମକ ଉର୍ଜା ଦୂର ହୋଇଥାଏ। ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ।

ଯଦି ବ୍ୟବସାୟରେ ଉନ୍ନତି ହୋଇପାରୁନାହିଁ କାମ ଭଲ ଚାଲୁନାହିଁ। ଧନର ଅଭାବ ଦେଖାଦେଉଛି ତ ଆପଣ କୌଣସି ବି ଗୁରୁବାର ଦିନ ଏହି ଉପାୟ କରନ୍ତୁ। ତୁଳସୀ ଗଛ ମୂଳରେ ଯେଉଁ ଘାସ ଉଠିଥାଏ ଯଦି ସେହି ଘାସକୁ ବହୁତ ଭଲ ଭାବରେ ଓପାଡିବେ ଯେମିତି ଛିଣ୍ଡି ଯିବ ନାହିଁ ତାହାକୁ ଆଣି ଏକ ହଳଦିଆ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିବେ କିମ୍ବା ବ୍ୟବସାୟ କ୍ଷେତ୍ରରେ ରଖିବେ ତ ବହୁତ ଶୀଘ୍ର ବ୍ୟବସାୟ ଭଲ ଭାବରେ ଚାଲିବ। ଏହା ଦ୍ୱାରା ଧନର ଆଗମନ ହେବ। ସୁଖ ସମୃଦ୍ଧି ଆସିଥାଏ।

ଯଦି ଆପଣ ଚାହାନ୍ତି ଆପଣଙ୍କ ଘରେ ସର୍ବଦା ଟଙ୍କା ରହୁ ଧନର ଆଗମନ ହେଉ ତ ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ପଡିବ ଏକ ତୁଳସୀ ପତ୍ର ସର୍ବଦା ନିଜର ପକେଟରେ କିମ୍ବା ନିଜ ପର୍ସରେ ରଖନ୍ତୁ। ଯେବେ ସେ ତୁଳସୀ ପତ୍ର ଶୁଖି ଯିବ ତ ତାହାକୁ ଚେଞ୍ଜ କରି ନୂଆ ତୁଳସୀ ପତ୍ର ରଖିଦେବେ। ଏମିତି କଲେ ଆପଣଙ୍କ ପର୍ସ ସର୍ବଦା ଟଙ୍କାରେ ଭରି ରହିବ।

ଧନ ରଖୁଥିବା ସ୍ଥାନରେ ଯଦି ୧ ଟି ତୁଳସୀ ପତ୍ର ରଖିବେ ତ ଧନର ଆଗମନ ସର୍ବଦା ଲାଗିରହିବ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଦୁଇ ସାଇଟରେ ଯଦି ତୁଳସୀ ଗଛ ଲଗାଇବେ ତେବେ ଘରେ କେବେବି ଧନର ଅଭାବ ଦେଖାଦେବ ନାହିଁ। ସେହି ଗଛର ଧ୍ୟାନ ଦେବେ ଯେତେବେଳେ ସେହି ଗଛ ଶୁଖିଯିବ ତ ପୁରୁଣା ତୁଳସୀ ଗଛକୁ ଓପାଡି ନୂତନ ତୁଳସୀ ଗଛ ଲଗାଇଦେବେ। ଏହା ଦ୍ୱାରା କେବେବି ଘରେ ଧନର ଅଭାବ ହେବ ନାହିଁ। ଏହା ଦ୍ବାରା ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ। ସର୍ବଦା ଘରେ ସକରାତ୍ମକ ଉର୍ଜା ବନି ରହିବ। ଘରେ କୌଣସି ପ୍ରକାରର କଳହ କ୍ଳେଶ ହେବନାହିଁ। ଅନାବଶ୍ୟକ ଖର୍ଚ୍ଚ ହେବ ନାହିଁ। ଧନର ବୃଦ୍ଧି ହେବ।

ଯଦି କୌଣସି କନ୍ୟାଙ୍କ ବିବାହରେ ଡେରି ହେଉଛି ମନ ପସନ୍ଦର ବର ଚାହୁଁଛନ୍ତି ତ ପ୍ରତିଦିନ ତୁଳସୀ ପୂଜା କରନ୍ତୁ। ପ୍ରାତଃ ସମୟରେ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଦୀପ ଦାନ କରନ୍ତୁ ଏବଂ ୧୧ ଥର ନିଜର ମନର କଥା କହି ପରିକ୍ରମା କରନ୍ତୁ ଏବଂ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ଏମିତି କଲେ ମନ ପସନ୍ଦର ବର ପ୍ରାପ୍ତି ହୋଇଥାଏ।

ଯଦି ଆପଣ ନିଜର ସନ୍ତାନର ଜିଦରେ ଚିନ୍ତିତ ଅଛନ୍ତି ଆପଣଙ୍କ ସନ୍ତାନ ଯଦି ପଢ଼ାରେ କମଜୋର ହେବାକୁ ଯାଉଛନ୍ତି ତେବେ ନିଜର ସନ୍ତାନଙ୍କୁ ତୁଳସୀ ପୂଜା କରିବାକୁ ପ୍ରେରିତ କରନ୍ତୁ। ତାଙ୍କୁ କୁହନ୍ତୁ ପ୍ରତିଦିନ ପ୍ରାତଃ ସମୟରେ ତୁଳସୀଙ୍କୁ ଜଳ ଅର୍ପଣ କରିବେ ଏବଂ ୩ ଟି ତୁଳସୀ ପତ୍ର ପ୍ରତିଦିନ ତାଙ୍କୁ ଘିଟିବାକୁ ଦଦିଅନ୍ତୁ ଯେମିତି ଚୋବାଇବେ ନାହିଁ ଘିଟି ଦେବେ। ଏହା ଦ୍ବାରା ପଢ଼ାରେ ମନ ଲାଗିବ। ଜିଦି ପିଲାଙ୍କ ଜିଦି ଦୂର ହୋଇଯିବ।

ଯେତେବେଳେ ରୋଟି ପ୍ରସ୍ତୁତ କରୁଛନ୍ତି ତ ସେହି ରୋଟିରେ ଯଦି ୧ ଟି ତୁଳସୀ ପତ୍ର ପକେଇଦେବେ ତ ସେହି ରୋଟିର ବହୁତ ପ୍ରଭାବ ବଢିଯାଇଥାଏ।

ଯଦି ଘରେ ପରସ୍ପର ମଧ୍ୟରେ ବୁଝାମଣା ଠିକ ନଥାଏ ଘରେ କଳହ କ୍ଳେଶ ଲାଗିରହିଥାଏ ସୁଖ ସମୃଦ୍ଧି ଚାହୁଁଛନ୍ତି ତ ଏହି ଉପାୟ ନିଶ୍ଚୟ କରନ୍ତୁ। ତୁଳସୀ ପତ୍ର ୧୧ ଟି ନିଅନ୍ତୁ ସଫା ପାଣିରେ ଏହାକୁ ଧୋଇ ଯେଉଁ ପାତ୍ରରେ ଆପଣ ଅଟା ରଖିଛନ୍ତି ସେହି ପାତ୍ରରେ ଏହି ପତ୍ରକୁ ଛିଣ୍ଡାଇ କରି ପକେଇ ଦିଅନ୍ତୁ ଏବଂ ସେହି ଅଟାରେ ପ୍ରତିଦିନ ରୋଟି ପ୍ରସ୍ତୁତ କରନ୍ତୁ। ଏହି ରୋଟିକୁ ଯିଏ ବି ଖାଇବେ ତାଙ୍କର ବୁଦ୍ଧିର ପରିବର୍ତ୍ତନ ହେବ। ଘରକୁ ସୁଖ ସମୃଦ୍ଧିର ଆଗମନ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମର ଭାବନା ବଢିଥାଏ। ମନରେ ସକରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ। ଘରେ କ୍ଳେଶ ଦୂର ହୋଇଥାଏ।

ଯଦି ଆପଣ ଚାହାଁନ୍ତି ଧନ ବୃଦ୍ଧି ହେବ ସୁଖ ବୃଦ୍ଧି ହେବ ତେବେ ଗୋଟିଏ କାମ କରନ୍ତୁ। ଯେବେବି ଗହମ ପେଶୁ ଥିବେ ସେଥିରେ କଳାଜିରା ଏବଂ ତୁଳସୀ ପତ୍ରକୁ ପକେଇ ପେଶୀ ଦିଅନ୍ତୁ। ଯଦି ଆପଣ କିଣା ଅଟା ଖାଉଛନ୍ତି ତ ସେଥିରେ ୧୧ ଟି ତୁଳସୀ ପତ୍ରକୁ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ ମିଶେଇ ଦିଅନ୍ତୁ। ଯଦି ପାରିବେ କେଶରର ୨ ଟି ଦାନା ପକେଇ ପାରିବେ। ଏହାର ପ୍ରଭାବ ବହୁତ ଅଧିକ ହୋଇଥାଏ। ସୁଖ ସମୃଦ୍ଧି ଧନ ବୃଦ୍ଧି ହୋଇଥାଏ। ଧନର ଆଗମନ ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *