Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି ୧ କାମ। ସମସ୍ତ ଇଛା ତୁରନ୍ତ ହେବ ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି ୧ କାମ। ସମସ୍ତ ଇଛା ତୁରନ୍ତ ହେବ ପୂରଣ।

ଭଗବାନ ଗଣେଶ ପ୍ରଥମ ପୂଜନୀୟ ଦେବତା ଅଟନ୍ତି। କୌଣସି ବି ଧାର୍ମିକ କାର୍ଯ୍ୟରେ କିମ୍ବା କୌଣସି ବି ଅନୁଷ୍ଠାନରେ ଆମେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିଥାଉ। ଏଥିପାଇଁ କରିଥାଉ ଯେ ସେହି କାମରେ କୌଣସି ବି ପ୍ରକାରର ବାଧା ନଆସୁ। ସମସ୍ତ ସଙ୍କଟ ଦୂର କରିଥାନ୍ତି ଭଗବାନ ଗଣେଶ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ।

କୌଣସି ବି ମନସ୍କାମନା ଥିଲେ ଭଗବାନ ଗଣେଶଙ୍କର ପୂଜା କରିଲେ ସେ ବହୁତ ଶୀଘ୍ର ମନସ୍କାମନା ପୂରଣ କରିଦିଅନ୍ତି। ବିବାହରେ କୌଣସି ବାଧା ହେଉଥାଉ କିମ୍ବା ସନ୍ତାନ ପ୍ରାପ୍ତିରେ କୌଣସି ବାଧା ଆସୁଥାଉ ଧନର ଅଭାବ ଥିଲେ କରଜରେ ଘେରି ହୋଇ ରହିଥିଲେ ଶିକ୍ଷାରେ ସଫଳତା ମିଳୁନଥିଲେ ଯେକୌଣସି ସମସ୍ୟାରୁ ମୁକ୍ତି ଦେଇଥାନ୍ତି ଭଗବାନ ଗଣେଶ।

ଗଣେଶ ଗାୟତ୍ରୀ ମନ୍ତ୍ରକୁ ଯଦି ଆପଣ ବୁଧବାର ଦିନ ୧୦୮ଥର ଜପ କରିବେ କିମ୍ବା ଏକ ମାଳା ଆପଣ କରିଲେ ଏହା ଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା କୌଣସି ବି ବିଘ୍ନ ହୋଇଥାଉ ନାଁ କାହିଁକି ସମସ୍ତ ସମସ୍ୟାରୁ ରକ୍ଷା କରିଥାନ୍ତି ଭଗବାନ ଗଣେଶ ଏବଂ କୌଣସି ବି ମନସ୍କାମନା ପୂରଣ କରିଥାନ୍ତି ଭଗବାନ ଗଣେଶ।

ପ୍ରତିଦିନ ଯେତେବେଳେ ବି ପୂଜା କରୁଛନ୍ତି ତ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ଉଚିତ। ପ୍ରତିଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏହାପରେ ନିଜର ଘରର ମନ୍ଦିରରେ ପୂଜା କରିବା ସମୟରେ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ତାଙ୍କର ମନ୍ତ୍ର ଜପ କରନ୍ତୁ ତାଙ୍କର ଆରୋଧନା କରନ୍ତୁ ଏବଂ ଏହାପରେ ଅନ୍ୟ ଦେବୀ ଦେବତାଙ୍କୁ ପୂଜା କରନ୍ତୁ।

ପ୍ରାତଃ ସମୟରେ ଉଠି ନିଜର ବିଛଣାରେ ବସି ପ୍ରଥମେ ନିଜର ଦୁଇ ହାତକୁ ଦେଖନ୍ତୁ ଏହାପରେ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ ଏହା ଦ୍ୱାରା ଦିନ ସାରାର ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ଭଲରେ ଭଲରେ ହୋଇଯିବ।

ଆସନ୍ତୁ ଜାଣିବା ବୁଧବାର ଦିନର ପୂଜା ବିଷୟରେ ଜାଣିବା। ଏହି ଦିନ ଭଗବାନ ଗଣେଶଙ୍କର ବିଶେଷ ଦିନ ହୋଇଥାଏ। ଏହି ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ। ବୁଧବାର ଦିନ ଯଦି ଭଗବାନ ଗଣେଶଙ୍କୁ ବିଧି ବିଧାନ ଭାବେ ପୂଜାର୍ଚ୍ଚନା କରାଯାଏ ପ୍ରାର୍ଥନା କରାଯାଏ ତେବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯାଏ। ଆଜି ଆମେ ଜାଣିବା ବୁଧବାର ଦିନ ଭଗବାନ ଗଣେଶଙ୍କୁ କେଉଁ ପ୍ରକାରର ପୂଜା କରିବେ।

କୌଣସି ବି ମନସ୍କାମନା ଥିଲେ ବୁଧବାର ଦିନ ଏହି ଉପାୟ କରନ୍ତୁ। ବୁଧବାର ଦିନ ପ୍ରାତଃ ସମୟରେ ଶୀଘ୍ର ଉଠନ୍ତୁ ଏବଂ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ ଏବଂ ନିଜର ମନର ଇଛାକୁ ଭଗବାନ ଗଣେଶଙ୍କୁ କୁହନ୍ତୁ ନିଜର ଦୁଃଖ ନିଜର ଯେକୌଣସି ଇଚ୍ଛାକୁ ଭଗବାନ ଗଣେଶଙ୍କୁ କୁହନ୍ତୁ ଏହା ପରେ ମନେ ମନେ କୁହନ୍ତୁ ଯେ ମୁଁ ଆଜିଠାରୁ ତୁମର ବିଶେଷ ପୂଜା କରିବାକୁ ଯାଉଛି ତ ମୋର ଯାହାବି ସମସ୍ୟା ଅଛି ତାହା ଦୂର କରନ୍ତୁ ଏହାପରେ ସ୍ନାନ ଆଦି କରିଦିଅନ୍ତୁ। ସ୍ନାନ ପରେ ସଫା ପରିଷ୍କାର ବସ୍ତ୍ର ଧାରଣ କରି ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଯଦି ଘରର ଆଖପାଖରେ ଭଗବାନ ଗଣେଶଙ୍କର ମନ୍ଦିର ଥାଏ ତ ଆପଣ ମନ୍ଦିରରେ ଯାଇବି ପୂଜା କରିପାରିବେ ନଚେତ ନିଜ ଘରେ ଜଡ ଭଗବାନ ଗଣେଶଙ୍କର ଫୋଟ ଥାଏ ତେବେ ମଧ୍ୟ ବିଧିବଦ୍ଧ ଭାବେ ପୂଜା କରିପାରିବେ।

ଯଦି ପୂଜାଘରେ ଗଣେଶଙ୍କର ବିଘ୍ର ଥାଏ ତେବେ ତାଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ କିମ୍ବା ଜଳରେ ଅଭିଷେକ କରନ୍ତୁ କଞ୍ଚା କ୍ଷୀର କିମ୍ବା ପଞ୍ଚାମୃତରେ ମଧ୍ୟ ଅଭିଷେକ କରିପାରିବେ। ଏହାପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ଏବଂ ଏହାପରେ ଅତର ଅର୍ପଣ କରନ୍ତୁ ଅତର ଅର୍ପଣ କରିବା ବହୁତ ଶ୍ରେଷ୍ଠ ହୋଇଥାଏ। ଏହାପରେ ହଳଦିଆ ଚଣା ଅର୍ପଣ କରନ୍ତୁ। ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ସେଠାରେ ସୁଗନ୍ଧିତ ଧୂପ ଲଗାନ୍ତୁ ହଳଦିଆ ଫୁଲର ମାଳା ଅର୍ପଣ କରନ୍ତୁ ଅରଖ ଫୁଲ ବି ଅର୍ପଣ କରିପାରିବେ ଏହି ଫୁଲ ଭଗବାନ ଗଣେଶଙ୍କୁ ବହୁତ ପ୍ରିୟ ଅଟେ। ପୁଜାରେ ଦୁବ ଅର୍ପଣ କରନ୍ତୁ।

୫ ଟି ୧୧ ଟି ୨୧ଟି ଦୁବ ଯଦି ମିଳିଯାଏ ତ ତାର ମାଳା କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଶୀଘ୍ର ହିଁ ମନର ଇଛା ପୂରଣ ହୋଇଥାଏ। ଭଗବାନ ଗଣେଶଙ୍କୁ ହଳଦୀ ଏବଂ ସିନ୍ଦୁରର ତିଳକ ଲଗାନ୍ତୁ ଏହା ପରେ ଅକ୍ଷତ ସେହି ତିଳକ ଉପରେ ନିଶ୍ଚୟ ରଖିବେ। ଏହା ଦ୍ବାରା ଜୀବନରେ କୌଣସି ବି ପ୍ରକାରର ସଙ୍କଟ ଦୂର ହୋଇଥାଏ। ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଏହି ଦିନ ହଳଦିଆ ଲଡୁ ଭଗବାନ ଗଣେଶଙ୍କୁ ନିଶ୍ଚୟ ଅର୍ପଣ କରିବା ଉଚିତ।

ଏହି ଦିନ ଭଗବାନ ଗଣେଶଙ୍କ ଚରଣରେ ମୁଗ ଅର୍ପଣ କରିବେ ଏବଂ ବିଶେଷ ପ୍ରସାଦ ପ୍ରସ୍ତୁତ କରିବାକୁ ହେବ ତାହା ହେଉଛି ଧନିଆର ଚୁର୍ମା। ଧନିଆ ସମୃଦ୍ଧିର କାରକ ହୋଇଥାଏ। ଏହାର ଅର୍ଥ ଏକ ପ୍ରକାରର ଧନ ହିଁ ହୋଇଥାଏ। ଅଳ୍ପ ଧନିଆ ନେଇ ପେଶୀ ନିଅନ୍ତୁ ସେଥିରେ ଘିଅ ଏବଂ ଚିନି ମିଶାଇ ତାର ଚୁର୍ମା ବନାନ୍ତୁ ଏବଂ ତାହାକୁ ଭୋଗ ସ୍ୱରୂପ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଏହି ଭୋଗରେ ଭଗବାନ ଗଣେଶ ବହୁତ ପ୍ରସନ୍ନ ହୋଇଥାନ୍ତି। ପ୍ରତ୍ୟକ ବୁଧବାର ଦିନ ଏହି ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ। ଫଳର ଭୋଗ ଅର୍ପଣ କରନ୍ତୁ।

ଏହାପରେ ବିଧିବଦ୍ଧ ଭାବେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ପୂଜା କରିବା ସମୟରେ ବିଶେଷ ମନ୍ତ୍ର ଜପ କରନ୍ତୁ ମନ୍ତ୍ର ହେଉଛି ଓଁ ନମଃ ଭଗବତେ ଗଜନନାୟ ଏହି ମନ୍ତ୍ରର ଜପ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଧନର ପ୍ରାପ୍ତ ହୋଇଥାଏ ଏବଂ ମନରେ ଥିବା କୌଣସି ବି ଇଛା ମଧ୍ୟ ପୂରଣ ହୋଇଥାଏ। ଏହି ଉପାୟ ଆପଣଙ୍କୁ ୭ ଟି ବୁଧବାର ଲଗାତାର କରିବେ। ଏହି ଉପାୟ କରିଲେ ଜୀବନରେ ଥିବା କୌଣସି ବି ପ୍ରକାରର ସଙ୍କଟ ଦୂର ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ସଫଳତାର ରାସ୍ତା ଖୋଲିବାକୁ ଲାଗିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *