Excuse Me Odisha

ଯାହା କହିବୁ ସତ କହିବୁ

ସକାଳ ୮ ପରେ ସ୍ନାନ କରିଥିବା ମହିଳାମାନେ ନିଶ୍ଚୟ ପଢ଼ନ୍ତୁ।ସ୍ନାନ କରିବାର ଠିକ ସମୟ ଏହା ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୮ ପରେ ଗାଧୋଉଥିବା ମହିଳାଙ୍କ ବିଷୟରେ। ସ୍ନାନ କରିବାର ଠିକ ସମୟ ଏହା ଅଟେ।

ଘରେ ଝଗଡା କ୍ଳେଶ ସର୍ବଦା ରହୁଥିଲେ ତାର କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଅଭ୍ୟାସ ଏହା ସହିତ ଜାଣିବା ସ୍ନାନ କରିବା ପରେ ବ୍ୟକ୍ତିଙ୍କୁ କେଉଁ କାମ କରିବା ଉଚିତ ନୁହେଁ। ନଚେତ ତାଙ୍କ ଘରେ କାଙ୍ଗାଳୀ ବର୍ବାଦି ଦେଖିବାକୁ ମିଳିଥାଏ।

ସ୍ନାନ କରିବା ବ୍ୟକ୍ତିଙ୍କ ପାଇଁ ବହୁତ ଆବଶ୍ୟକ ଅଟେ। ହିନ୍ଦୁ ଧର୍ମରେ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିଥାଏ ତାକୁ ବହୁତ ବଡ଼ ପୁଣ୍ୟର ଫଳ ପ୍ରାପ୍ତ ହୋଇଥାଏ। ସ୍ନାନ କରିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ହୋଇଥାଏ।

ସ୍ନାନ କରିବା ପାଇଁ ଲୋକେ ବାଲ୍ଟିରେ ପାଣି ଭର୍ତ୍ତି କରି ରଖିଥାନ୍ତି ଏବଂ ସ୍ନାନ ପରେ ଏମିତି ହିଁ ବାଲ୍ଟିରେ ଅଧା ଜଳ ଭରି ରଖିଦିଅନ୍ତି। ଏହା ବହୁତ ଖରାପ ଅଭ୍ୟାସ ଅଟେ। ସ୍ନାନ ପରେ ବାଲ୍ଟିକୁ ଓଲଟା କରି ରଖନ୍ତୁ। ଯେଉଁ ବ୍ୟକ୍ତି ସ୍ନାନ ପରେ ଅଳ୍ପ ଜଳ ଭରି ରଖିଥାଏ ସେଠାରେ ନକରାତ୍ମକ ଶକ୍ତି ବାସ କରିଥାଏ। ସେଥିପାଇଁ କେବେବି ଭୁଲରେ ବି ମଧ୍ୟ ସ୍ନାନ ପରେ ବାଲ୍ଟିରେ ଅଧା ପାଣି ଭରି ରଖିବା ଉଚିତ ନୁହେଁ।

ସ୍ନାନ ପରେ ନିଜର ବସ୍ତ୍ରକୁ ଅନ୍ୟ କାହା ଦ୍ୱାରା ଧୁଅନ୍ତୁ ନାହିଁ। ନିଜର ବସ୍ତ୍ରକୁ ନିଜେ ଧୁଅନ୍ତୁ। ବାଥରୁମରେ ସ୍ନାନ କରିବା ପରେ ଯେଉଁ କପଡା ବାହାରିଥାଏ ତାକୁ କେବେବି ରଖିବା ଉଚିତ ନୁହେଁ। ଏମିତି କଲେ ଜୀବନରେ ବହୁତ କଷ୍ଟ ଆସିଥାଏ।

ସ୍ନାନ ପରେ ତୁରନ୍ତ ନିଜର ପାଦକୁ ଧୁଅନ୍ତୁ ନାହିଁ। ସ୍ନାନ ପରେ ମନ ପବିତ୍ର ହୋଇଯାଏ ଏବଂ ସ୍ନାନ ପରେ ଭଗବାନଙ୍କ ଠାରେ ମନ ଲଗାଇବା ଉଚିତ। ପାଦ ଧୋଇ ଅସୁଧ ହୁଅନ୍ତୁ ନାହିଁ।

ସ୍ନାନ କରିବା ସମୟରେ ବ୍ୟକ୍ତିକୁ କେବେବି ଚୁପ ରହିବା ଉଚିତ ନୁହେଁ। ସ୍ନାନ କରିବା ସମୟରେ ମନ୍ତ୍ରର ଉଚାରଣ କରିବା ଉଚିତ। କିମ୍ଵା କୌଣସି ଗୀତ ମଧ୍ୟ ଗାଇ ପାରିବେ କିନ୍ତୁ ସ୍ନାନ କରିବା ସମୟରେ କେବେବି ଚୁପ ରହିବା ଉଚିତ ନୁହେଁ।

ସୁହାଗିନୀ ମହିଳାଙ୍କୁ ତୁରନ୍ତ ସ୍ନାନ ପରେ ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏମିତି ମାନା ଯାଏ ଏମିତି କଲେ ସ୍ୱାମୀଙ୍କ ଆୟୁଷ କମି ଯାଇଥାଏ। ତ ସ୍ନାନ ପରେ ଓଦା କପଡା ଚେଞ୍ଚ କରିବା ପରେ ସିନ୍ଦୁର ଲଗାଇପାରିବେ।

ସ୍ନାନ ପରେ କେବେବି ନେଲକଟର କଇଁଚିର ବ୍ୟବହାର କରିବା ଉଚିତ ନୁହେଁ। ଏହିସବୁ ସ୍ନାନ ପୂର୍ବରୁ କରିବା ଉଚିତ। ଯଦି ସ୍ନାନ ପରେ ଏହିସବୁ କାମ କରନ୍ତି ତ ସ୍ନାନର ପୁଣ୍ୟ ଫଳ ପ୍ରାପ୍ତ ହୋଇନଥାଏ।

ସ୍ନାନ ପରେ ତୁରନ୍ତ ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ସ୍ନାନ ପରେ କେବେବି ଭୁକିଲା ପେଟରେ ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ଅଗ୍ନିକୁ ଭୋଗ ଲଗାଇବା ପରେ ହିଁ ଅଗ୍ନିକୁ ସ୍ପର୍ଶ କରିବା ଉଚିତ। ଆପଣ ଯେକୌଣସି ଜିନିଷର ସେବନ କରିବା ପରେ ଅଗ୍ନିକୁ ସ୍ପର୍ଶ କରନ୍ତୁ।

ସ୍ନାନ ପରେ ତୁରନ୍ତ ସୁହାଗିନୀ ମହିଳା ସିଙ୍ଗାର କରନ୍ତୁ ନାହିଁ। ହିନ୍ଦୁ ଶାସ୍ତ୍ରରେ ଏହାକୁ ବର୍ଜିତ ମାନାଯାଇଛି। ସ୍ନାନ ପରେ ପ୍ରଥମେ ନିଜର କେଶକୁ ଶୁଖାଇବା ଉଚିତ ଏବଂ ଏହାପରେ କେଶକୁ ବାନ୍ଧି ସିଙ୍ଗାର ହେବା ଉଚିତ।

ନଦୀରେ ସ୍ନାନ କରିବା ପୂର୍ବରୁ ପ୍ରଥମେ ନିଜ ହାତକୁ ଯୋଡି ନଦୀ ମାଙ୍କୁ ପ୍ରଣାମ ଏହା ପରେ ନିଜର ସନ୍ତାନଙ୍କ ମଙ୍ଗଳକାମନା କରି ନଦୀରେ ପ୍ରବେଶ କରିବା ଉଚିତ। ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଯଦି ଘରେ ସ୍ନାନ କରୁଛନ୍ତି ତେବେ ଦୁଇ ଜଣ ବ୍ୟକ୍ତି ଏକା ସହିତ ସ୍ନାନ କରନ୍ତୁ ନାହିଁ। ଏହା ଦ୍ୱାରା ଖରାପ ପ୍ରଭାବ ପଡିଥାଏ।

ସ୍ନାନ କରିବା ସମୟରେ ନିଜର ମୁଖକୁ ଦକ୍ଷିଣ ଦିଗକୁ କରିବା ଉଚିତ ନୁହେଁ। ଏହି ଦିଗ ପିତୃପୁରୁଷଙ୍କ ଦିଗ ମାନାଯାଏ। ପ୍ରତିଦିନ ଏମିତି କରିଲେ ପିତୃଦୋଷ ଲାଗିଥାଏ।

ସୂର୍ଯ୍ୟାସ୍ତ ସମୟରେ କେବେବି ସ୍ନାନ କରିବା ଉଚିତ ନୁହେଁ। ଏମିତି କଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସୂର୍ଯ୍ୟାସ୍ତ ପରେ ସ୍ନାନ କରିପାରିବେ।

ଛୋଟ ପିଲାଙ୍କ ସ୍ନାନ କରେଇବା ପରେ କଳା ଟୀକା ନିଶ୍ଚୟ ଲଗାଇବା ଉଚିତ। ଏହା ଦ୍ବାରା ତାଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ପଡିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *