Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ସକାଳୁ ସକାଳୁ ଏହି ୧ ଟି ଜିନିଷ ନିଶ୍ଚୟ ଖାଇନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜନ୍ମାଷ୍ଟମୀରେ ସକାଳୁ ସକାଳୁ ଏହି ୧ ଟି ଜିନିଷ ନିଶ୍ଚୟ ଖାଇନିଅନ୍ତୁ। ପୁରା ବର୍ଷ ଜମେଇ କରି ଟଙ୍କା ଆସିବ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁବି ମନୁଷ୍ୟ ସକାଳୁ ଏହି ୧ ଟି ଜିନିଷ ଖାଇବ ସେ ଧନ ଐଶ୍ୱର୍ଯ୍ୟ ପାଇ ତୃପ୍ତ ହୋଇଯିବ। ଏହି ଜିନିଷ ସକାଳେ ଖାଇଲେ କେବେବି ଧନର ଅଭାବ ରହିବ ନାହିଁ। ସମସ୍ତ କାର୍ଯ୍ୟ ସଫଳ ହେବ। ମା ଲକ୍ଷ୍ମୀଙ୍କ କୃପା ନିରନ୍ତର ବନି ରହିବ। ସକାଳୁ ସକାଳୁ ଉଠି ଏହି ଜିନିଷ ନିଶ୍ଚୟ ଖାଇନେବା ଉଚିତ।

ଏହା ଦ୍ବାରା ଜୀବନ ସାରା ଧନର ଅଭାବ ହେବ ନାହିଁ। ବର୍ଷ ସାରା ଧନ ଐଶ୍ୱର୍ଯ୍ୟ ଚକର ପଛରେ ପଡ଼ିବାକୁ ପଡିନଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳୁ ସକାଳୁ ଏହି ଗୋଟିଏ ଜିନିଷ ଯାହା ମନୁଷ୍ୟକୁ ଖାଇବା ଉଚିତ। ଏହା ଦ୍ବାରା ତା ଘରେ ଧନ ବୈଭବ ବଡ଼ ତେଜିରେ ଆକର୍ଷଣ ହୋଇଥାଏ। ସେ ବ୍ୟକ୍ତି ରାତାରାତି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିନେଇଥାଏ।

ବନ୍ଧୁଗଣ ସକାଳୁ ଯାହା ଆମ ଜୀବନରେ ସୁଖମୟ ତଥା ନିଜର ସମ୍ପୂର୍ଣ୍ଣ କର୍ମ ମାନିଥାଉ। ଧରି ନିଅନ୍ତୁ ଯଦି ଆପଣଙ୍କ ଜୀବନରେ ଅନ୍ଧାର ଆସିଯିବ ତ ଆପଣ କଣ କରିବେ। ଶାସ୍ତ୍ର ଅନୁସାରେ ଏମିତି ମାନ୍ୟତା ଅଛି ଯେ ଗୋଟିଏ ସଫଳ ଜୀବନରେ ସକାଳର ଆନନ୍ଦ ପୂର୍ବକ ସୁଖ ଯଦି ପ୍ରାପ୍ତ ହୋଇଯାଏ ତ ସେହି ମନୁଷ୍ୟ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରି ନେଇଥାଏ। ଏଥିପାଇଁ ତ କୁହାଯାଏ ଯେ ଗୋଟେ ସଫଳ ଜୀବନ ପାଇଁ ସକାଳର ଆରମ୍ଭକୁ ମାନାଯାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ବ୍ୟକ୍ତିର ସବୁ ମାର୍ଗ ସକାଳର ଆରମ୍ଭରୁ ହିଁ ଖୋଲିଥାଏ ଯାହାକୁ ଆପଣ ପ୍ରାପ୍ତ କରିବାକୁ ଚାହିଁଥାନ୍ତି। ଏଥିପାଇଁ ପୂଜା ଯଜ୍ଞ ତୀର୍ଥ ଯାତ୍ରା କୌଣସି ବି ଶୁଭ ମାଙ୍ଗଳିକ କାର୍ଯ୍ୟ ତଥା ଶୁଭ ବିବାହ ସକାଳ ସମୟରେ ହିଁ ସମ୍ପର୍ଣ୍ଣ ମାନାଯାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତି ସକାଳୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯଦି ଏହି ଗୋଟିଏ ଜିନିଷ ଖାଇନିଏ ତ ତା ଘରେ କେବେବି ଧନର ଅଭାବ ଅନ୍ନର ଅଭାବ ହୋଇନଥାଏ। ଏମିତି ବ୍ୟକ୍ତିଙ୍କ ଘରେ ସୁଖ ବୈଭବ ଧନ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିଥାଏ। ଏମିତିକି ଶିବ ପୁରାଣରେ ବି କୁହାଯାଇଛି କି ସକାଳୁ ସକାଳୁ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇ ନେବା ଉଚିତ। ଏହା ଦ୍ବାରା ସମ୍ପୂର୍ଣ୍ଣ ଧନର ପ୍ରାପ୍ତ ହୋଇଯାଇଥାଏ ଆଉ ବ୍ୟକ୍ତି କୌଣସି ବି କାମ ପାଇଁ ଯାଏ ତ ତାହା ନିଶ୍ଚୟ ସଫଳ ହୋଇଯାଇଥାଏ। ତାକୁ ସର୍ବଦା ଜିତ ହାସଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟଙ୍କୁ ସକାଳୁ ସକାଳୁ ଉଠି ଧରତୀକୁ ସ୍ପର୍ଶ ଅବଶ୍ୟ କରିବା ଉଚିତ। ଏହା ଦ୍ବାରା ମନୁଷ୍ୟ ଉପରେ ପୁରା ଦିନ ସାରା ସକାରାତ୍ମକ ଉର୍ଜାର ସଂଚାର ବନି ରହିଥାଏ। ଏମିତି ବ୍ୟକ୍ତି ବହୁତ ବଡ଼ ଜିତ ହାସଲ କରିଥାଏ। ଧରତୀ ମା ଆମର ବୋଝ ଉଠାଇଥାନ୍ତି। ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି କି ମନୁଷ୍ୟକୁ ସକାଳୁ ସକାଳୁ ଉଠି କରି ଧରତୀ ମାଙ୍କୁ ସ୍ପର୍ଶ ଅବଶ୍ୟ କରିବା ଉଚିତ। ଏହା ଦ୍ବାରା ଆପଣଙ୍କର ବିଗିଡି ଯାଇଥିବା କାମ ହେବାକୁ ଲାଗିବ। ଆପଣ ଯେଉଁବି କାମରେ ହାତ ଦେବେ ତାହା ସଫଳ ହୋଇଯିବ।

ରାତିରେ ଶୋଇବା ସମୟରେ ତମ୍ବାର ଲୋଟାରେ ଅଳ୍ପ ଗଙ୍ଗା ଜଳ ଭରି ଅବଶ୍ୟ ରଖନ୍ତୁ ଆଉ ପୁରା ରାତି ସାରା ନିଜର ମୁଣ୍ଡ ପାଖରେ ରଖନ୍ତୁ ଆଉ ସକାଳୁ ସମୟରେ ଏହି ଜଳକୁ ନିଜର ବସ୍ତ୍ର ଉପରେ ଏହାକୁ ଛିଞ୍ଚି କରି ଜଳକୁ ପିଇ ନିଅନ୍ତୁ। ନିୟମିତ ଏମିତି କରନ୍ତୁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ଯେଉଁ ମନୁଷ୍ୟ ଏମିତି କରିଥାଏ ତାକୁ ଯୁଗ ଯୁଗ ଧରି ସୁଖର ପ୍ରାପ୍ତି ହୋଇଥାଏ। ଅନେକ ସୁଖ ପ୍ରାପ୍ତ କରିପାରିଥାଏ। ଏମିତି ବ୍ୟକ୍ତି ଧନ ଦୌଲତ ସୁଖ ସମ୍ପତ୍ତିରେ ମା ଲକ୍ଷ୍ମୀଙ୍କ କୃପାରୁ ରାଜା ବନିଯାଏ।

ଜଳ ଯାହାକୁ ଅମୃତ ତଥା ଗଙ୍ଗା ଜଳ କୁହାଯାଏ ଆମର ଋଷି ମୁନି ଯେବେ କୌଣସି ବ୍ୟକ୍ତି ଉପରେ ଭଲ ଦୃଷ୍ଟି ପକାଇଥାନ୍ତି ତ ସେମାନେ ଗଙ୍ଗା ଜଳର ପ୍ରୟୋଗ କରୁଥିଲେ। ଗଙ୍ଗା ଜଳର ଛିଞ୍ଚନ ଅନେକ ଦିବ୍ୟ ଶକ୍ତିରେ ଭରା ହୋଇଥାଏ। ଶିବ ପୁରାଣରେ ବି କୁହାଯାଇଛି ପ୍ରତିଦିନ କପଡ଼ାରେ ଗଙ୍ଗା ଜଳର ଛିଞ୍ଚନ କରିଲେ ତଥା ସକାଳର ସମୟରେ ଗଙ୍ଗା ଜଳକୁ ପିଇଲେ ବ୍ୟକ୍ତିକୁ ମୋକ୍ଷର ପ୍ରାପ୍ତି ହୋଇଥାଏ। ଆଉ ସେ ବ୍ୟକ୍ତି ସ୍ୱର୍ଗଲୋକର ପ୍ରାପ୍ତି କରି ନେଇଥାଏ। ଗଙ୍ଗା ଜଳର ମହତ୍ୱ ପୌରାଣିକ କଥା ଅନୁସାରେ ଗଙ୍ଗା ଏକ ଏମିତି ନଦୀ ଅଟେ ଯେଉଁଥିରେ ସ୍ୱୟଂ ଦେବୀ ଦେବତା ମାନେ ସ୍ନାନ କରନ୍ତି। ଏଥିପାଇଁ ଗଙ୍ଗା ଜଳକୁ ବହୁତ ପବିତ୍ର ମାନାଯାଏ।

ଗଙ୍ଗାଙ୍କ ଉତ୍ପତ୍ତି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଚରଣମୃତରୁ ହୋଇଛି। ଏଥିପାଇଁ ଗଙ୍ଗାଙ୍କୁ ବହୁତ ପବିତ୍ର ମାନାଯାଏ। ହରିଦ୍ୱାରରେ ଭଗବାନ ବିଷ୍ଣୁଙ୍କ ଚରଣ କମଳ ଗଙ୍ଗରେ ହିଁ ପଡିଥିଲା। ଗଙ୍ଗା ନଦୀକୁ ପାପମୋଚିନୀ ଏବଂ ମୋକ୍ଷ ଦାୟିନୀ କୁହାଯାଏ। ଭାଗିରଥଙ୍କ ପୁର୍ବଜଙ୍କୁ ମୁକ୍ତି ଗଙ୍ଗା ଜଳର ସ୍ପର୍ଶରେ ହିଁ ହୋଇଥିଲା। ମାନ୍ୟତା ଅଛି ଯେ ଯଦି ମୃତ୍ୟୁ ସମୟରେ ବ୍ୟକ୍ତି ମୁହଁରେ ଗଙ୍ଗା ଜଳ ଦିଆଯାଏ ତ ତାର ପାପ କର୍ମ ନଷ୍ଟ ହୋଇଯାଏ ଆଉ ତାକୁ ମୋକ୍ଷର ପ୍ରାପ୍ତି ହୋଇଯାଇଥାଏ। ଗଙ୍ଗା ଜଳ କେବେବି ଅଶୁଦ୍ଧ ହୁଏନାହିଁ କି ଏହା କେବେବି ପଚେ ନାହିଁ।

ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେଉଁ ବ୍ୟକ୍ତି ନିଜ ପାଖରେ ସର୍ବଦା ରାତିରେ ଶୋଇବା ସମୟରେ ଗୋଟେ ତମ୍ବା ଲୋଟାରେ ଅଳ୍ପ ଜଳରେ ଅଳ୍ପ ଗଙ୍ଗା ଜଳ ଯଦି ମିଶେଇ ଦିଏ ଆଉ ସକାଳୁ ଉଠି ଅଳ୍ପ ପିଇନିଏ ତ ତାକୁ ଅନେକ ଜନ୍ମ ଜନ୍ମର ସୁଖ ପ୍ରାପ୍ତ ହୋଇଯାଏ। ଏମିତି ବ୍ୟକ୍ତି ଧନ ଦୌଲତ ଟଙ୍କାରେ ଭରି ରହିଥାଏ। ମା ଲକ୍ଷ୍ମୀଙ୍କ କୃପା ଏମିତି ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ। ଏଥିପାଇଁ ସକାଳ ସମୟରେ ଗଙ୍ଗା ଜଳ ନିଶ୍ଚୟ ପିଅନ୍ତୁ। ଏମିତିରେ ଆପଣ ସ୍ନାନ ପାଣିରେ ୨ ରୁ ୪ ବୁନ୍ଦା ଗଙ୍ଗା ଜଳ ମିଶେଇ ଯଦି ସ୍ନାନ କରନ୍ତି ତ ଆପଣଙ୍କର ସବୁ ଖରାପ କର୍ମ ନଷ୍ଟ ହୋଇଯାଏ। ସକାରାତ୍ମକ ଉର୍ଜାର ପ୍ରାପ୍ତି ହୋଇଥାଏ।

ଲବଙ୍ଗ। ସନାନ୍ତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ମାନାଯାଏ। ପୂଜା ପାଠ ଆଦି କାମରେ ଲବଙ୍ଗର ବିଶେଷ ମହତ୍ୱ ରହିଛି। ମାନାଯାଏ କି ଏଥିରେ ମା ଦୁର୍ଗାଙ୍କ ବାସ ହୋଇଥାଏ। ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସବୁ ଦେବୀ ମାନଙ୍କର ବାସ ହୋଇଥାଏ। ଏଥିପାଇଁ ଶୋଇବା ସମୟରେ ତକିଆ ତଳେ ଲବଙ୍ଗ ନିଶ୍ଚୟ ରଖନ୍ତୁ ଆଉ ସକାଳ ସମୟରେ ଯେବେ ଆପଣ ଉଠିବେ ତ ଗୋଟେ ଲବଙ୍ଗ ନିଶ୍ଚୟ ଖାଇ ନିଅନ୍ତୁ। ଏହା ଦ୍ବାରା ନବ ଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ। ମା ଲକ୍ଷ୍ମୀ ଧନରେ ମାଲାମାଲ କରିଥାନ୍ତି। କିନ୍ତୁ ମନେରଖନ୍ତୁ ଲବଙ୍ଗକୁ ଦାନ୍ତରେ ଚବେଇବେ ନାହିଁ ପାଣିରେ ଭରି ପିଇ ନିଅନ୍ତୁ।

ସକାଳ ସମୟରେ ଗଙ୍ଗା ଜଳ ମିଶେଇ ସ୍ନାନ କଲେ ବ୍ୟକ୍ତିଙ୍କୁ ସଫଳତା ନିଶ୍ଚୟ ମିଳିବ। ଆମ ଶରୀରରେ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ। ଯେଉଁଥି ପାଇଁ ମନୁଷ୍ୟକୁ ସଫଳତା ମିଳିଥାଏ। ଆମ କୁଣ୍ଡଳୀରେ ଯେତେ ଦୋଷ ଥିଲେ ତାହା ସବୁ ଶେଷ ହୋଇଯାଏ। ଗଙ୍ଗା ଜଳ ମିଶେଇ ସ୍ନାନ କଲେ ଯେଉଁ ଲୋକମାନେ ଶନିଗ୍ରହଙ୍କ ଠାରୁ ପୀଡିତ ଅଛନ୍ତି ରାହୁ କେତୁଙ୍କ ଠାରୁ ପୀଡିତ ଅଟନ୍ତି ସେସବୁ ତୁରନ୍ତ ନଷ୍ଟ ହେବାକୁ ଲାଗେ। ଶନିଦେବ କହିଛନ୍ତି ତାଙ୍କ କ୍ରୋଧରୁ ବଞ୍ଚିବା ପାଇଁ ସକାଳୁ ସ୍ନାନ ପାଣିରେ ଗଙ୍ଗା ଜଳ ମିଶେଇ ସ୍ନାନ କଲେ ତାଙ୍କ କ୍ରୋଧରୁ ବଞ୍ଚି ପାରିବ।

ଫୁଲର ପାଖୁଡା। ଯେବେ ଆପଣ ଘରୁ ବାହାରିବେ ତ ସକାଳ ସମୟରେ ଭଗବାନଙ୍କ ଗଳା ମାଳାରୁ କିମ୍ବା ଭଗବାନଙ୍କ ଚରଣରୁ ଗୋଟେ ଫୁଲର ପାଖୁଡା ଭଗବାନଙ୍କ ଆଶୀର୍ବାଦ ଭାବି ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ୱାରା ଭଗବାନଙ୍କ କୃପା ଅବଶ୍ୟ ପ୍ରାପ୍ତ ହୋଇଥାଏ। ଆପଣ ଯେଉଁ ବି କାମ କରିବେ ତାହା ସମ୍ପୂର୍ଣ୍ଣ ହୋଇଯିବ।

ଯେବେ ଆପଣ ଘରୁ ବାହାରକୁ ଯିବେ ତ ସକାଳ ସମୟରେ ୨ ରୁ ୪ଟି ଚାଉଳର ଦାନା ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେବେ ଆପଣ କୌଣସି ଭଲ କାମ ପାଇଁ ବାହାରକୁ ଯିବେ ତ ମିଠା ଅବଶ୍ୟ ଖାଇନେବା ଉଚିତ। କିନ୍ତୁ ମନେରଖନ୍ତୁ ସକାଳ ସମୟରେ ମିଠା ଖାଇବା ସର୍ବତମ ମାନାଯାଇଛି। ଏହା ଦ୍ବାରା ଆପଣଙ୍କର ଭଲ ରାସ୍ତା ଖୋଲିଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *