Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଘରର ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ହିଁ ସର୍ବପ୍ରଥମେ କରନ୍ତୁ ଏହି କାମ ରୋଡ଼ପତି ବି ହେବ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ଘରର ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ହିଁ ସର୍ବପ୍ରଥମେ କରନ୍ତୁ ଏହି କାମ ରୋଡ଼ପତି ବି ହେବ କୋଟିପତି।

ସକାଳୁ ଉଠିବା ପରେ କବାଟ ଖୋଲିବା ମାତ୍ରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ ମୁଖ୍ୟ ଦ୍ୱାରରେ କରିବା ଉଚିତ ଯାହା ଦ୍ୱାରା ଆପଣଙ୍କୁ ସଫଳତା ମିଳିଥାଏ। ଘରର ମୁଖ୍ୟ ଦ୍ୱାର ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ସମସ୍ତ ଦ୍ୱାର ଅପେକ୍ଷା ମୁଖ୍ୟ ଦ୍ୱାର ବଡ଼ ଏବଂ ଦୁଇଟି କବାଟ ଵାଲା ହେବା ଉଚିତ। ସର୍ବଦା ନିଜର ମୁଖ୍ୟ ଦ୍ଵାରକୁ ସଫା ରଖିବା ଉଚିତ କାରଣ ଘରର ମୁଖ୍ୟ ଦ୍ୱାର ଦେଇ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଆସନ୍ତୁ ଜାଣିବା ସକାଳୁ ଉଠି ମହିଳାମାନେ ଘରର ମୁଖ୍ୟ ଦ୍ୱାରରେ କେଉଁ କାମ କରିବା ଉଚିତ ଯାହା ଦ୍ୱାରା ଘରକୁ ସୁଖ ଆସିଥାଏ ସମସ୍ୟା କମ ହୋଇଥାଏ।

ଘରର ମହିଳାମାନେ ସକାଳୁ ଉଠି ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ଦ୍ଵାରର ଦୁଇ ପାର୍ଶ୍ଵରେ ଅଳ୍ପ ଅଳ୍ପ ଜଳ ନିଶ୍ଚୟ ପକେଇବା ଉଚିତ। ରାତିରେ ପୂଜା ଘଟିରେ ଅଳ୍ପ ପାଣି ରଖିବେ ସକାଳୁ ଉଠି ସେହି ପାଣିକୁ ଦ୍ଵାରର ଦୁଇ ପାର୍ଶ୍ଵରେ ଅଳ୍ପ ଅଳ୍ପ ପକେଇ ଦେବେ। ଏହା ଦ୍ବାରା ଘରର ପବିତ୍ରତା ବନିରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଶନିବାର ଏବଂ ରବିବାର ଦିନ ଏହି ଉପାୟ କରନ୍ତୁ। ଶନିବାର ଏବଂ ରବିବାର ଦିନ ସକାଳେ ଝାଡୁ ଲଗେଇବା ପୂର୍ବରୁ ୨ ବାଲ୍ଟି ପାଣି ଘରର ମୁଖ୍ୟ ଦ୍ୱାରରେ ପ୍ରଥମେ ଢାଳି ଦିଅନ୍ତୁ ଏହା ପରେ ଝାଡୁ ଲଗାନ୍ତୁ। ଏହା ଦ୍ବାରା କୌଣସି ଯାଦୁ ମନ୍ତ୍ରର ପ୍ରଭାବ ଘର ଉପରେ ପଡିନଥାଏ। ମା ଲକ୍ଷ୍ମୀ ଘରେ ବାସ କରିଥାନ୍ତି।

ଘରର ମୁଖ୍ୟ କବାଟକୁ ଲାଲ ହଳଦିଆ ମେରୁନ ରଙ୍ଗ କରିପାରିବେ।

ଗୁରୁବାର ଦିନ ବ୍ୟତୀତ ଅନ୍ୟ ସବୁଦିନରେ ଘରେ ପୋଛା ଲଗାଇବା ପାଣିରେ ଲୁଣ ମିଶାଇ ପୋଛା ମାରିବେ। ଯଦି ଏହି ପାଣିରେ ଅଳ୍ପ ହଳଦୀ ପକେଇ ପୋଛା କରିବେ ତ ଆପଣଙ୍କ ବୃହସ୍ପତି ମଜବୁତ ହେବ। ଘରକୁ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ।

ସୋମବାର ଦିନ ଆମ୍ବ ପତ୍ରର ମାଳା ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ପ୍ରତ୍ୟକ ସୋମବାର ଦିନ ଏହାକୁ ଚେଞ୍ଜ କରିନେବେ। ଏମିତି କଲେ ସ୍ୱାସ୍ଥ୍ୟ ସମସ୍ୟା ହୋଇନଥାଏ।

ଧନ ପ୍ରାପ୍ତି ପାଇଁ ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ଅଶୋକ ପତ୍ରର ମାଳା ଟାଙ୍ଗି ଦିଅନ୍ତୁ।

ଭଗବାନ ଗଣେଶଙ୍କର ଫୋଟ ଘରର ମୁଖ୍ୟ ଦ୍ୱାରର ଭିତର ପଟୁ ନିଶ୍ଚୟ ରଖନ୍ତୁ। ଏହି ଫୋଟରେ ୩ ଟି ମୟୁରପୁଙ୍ଖ ନିଶ୍ଚୟ ରଖିବେ।

ଉତ୍ତର-ପୂର୍ବ କୋଣରେ ଭଗବାନଙ୍କର ଫୋଟ ରଖିବେ। ଯେକୌଣସି ଦିଗରେ ରଖିବା ଉଚିତ ନୁହେଁ।

ହିଂସ୍ର ପଶୁର ଫୋଟ ବୁଡିଯାଉଥିବା ଜାହାଜର ଫୋଟ ତାଜମହଲ ନଟରାଜ ବହି ଯାଉଥିବା ଝରଣାର ଏହି ପ୍ରକାରର ଚିତ୍ର ଘରେ ଲଗାନ୍ତୁ ନାହିଁ। ଏମିତି କଲେ ଟଙ୍କା ପାଣି ଭଳି ବହି ଯାଇଥାଏ।

ଘରର ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ଵରେ ସ୍ବାସ୍ତିକ ନିଶ୍ଚୟ ବନେଇବେ। ସୋରିଷ ତେଲରେ ସିନ୍ଦୁର ମିଶାଇ କରିପାରିବେ କିମ୍ବା ଘିଅରେ ବି ସିନ୍ଦୁର ମିଶାଇ ବନେଇ ପାରିବେ। ସ୍ବାସ୍ତିକର ଦୁଇ ସାଇଟରେ ଦୁଇଟି ରେଖା ଟାଣି ଦେବେ।

ଘରର ଅଗଣାରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ। ଏମିତି କରିଲେ ଘରେ ରୋଗ ହୋଇନଥାଏ ଏବଂ ଘରକୁ ସୁଖ ଆସିଥାଏ।

ଶନି ଗଛ ଘର ଭିତରେ କେବେବି ଲଗାଇବେ ନାହିଁ। ଏହାକୁ ଘରର ମୁଖ୍ୟ ଦ୍ୱାର ବାହାରେ ବାମ ସାଇଟରେ ଲଗାଇବେ। ପ୍ରତିଦିନ ସୋରିଷ ତେଲର ଦୀପ ଜାଳିବେ।

ଯଦି ଘରେ ଅସ୍ତ ଗଛ ଅଛି ତେବେ ଏହି ଗଛକୁ ଶ୍ରଦ୍ଧାର ସହିତ କୌଣସି ମନ୍ଦିରରେ ନେଇ ସ୍ଥାପିତ କରିଦେବେ।

ନିଜ ଘରେ ମନୀପ୍ଲାଣ୍ଟ ଗଛ ନିଶ୍ଚୟ ଲଗାନ୍ତୁ ଏବଂ ଏହି ମନୀପ୍ଲାଣ୍ଟ ଗଛକୁ ଘରର ଦକ୍ଷିଣ ଦିଗରେ ଲଗାଇବେ ଧନର ବୃଦ୍ଧି ହୋଇଥାଏ। ଏହାକୁ ଗମ୍ବଲାରେ ମାଟି ରଖି ଲଗେଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *