Excuse Me Odisha

ଯାହା କହିବୁ ସତ କହିବୁ

କୁଆ ଦେଇଥାଏ ଭାଗ୍ୟ ବଦଳିବାର ୭ ଟି ଶୁଭ ସଂକେତ। ଜାଣନ୍ତୁ କେମିତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୁଆ ଦେଇଥାଏ ଭାଗ୍ୟ ବଦଳିବାର ୭ ଟି ଶୁଭ ସଂକେତ। ଜାଣନ୍ତୁ କେମିତି।

ଜ୍ୟୋତିଷ ଶାସ୍ତ୍ରରେ କୁଆ ଏକ ଏପରି ପକ୍ଷୀ ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ ଜଣା ଯାଇଥାଏ। କୁଆକୁ ଅନେକ ଦିବ୍ୟ ଶକ୍ତି ପ୍ରାପ୍ତ ଅଟେ। କୁଆକୁ ପୂର୍ବରୁ ହିଁ ଜଣା ଯାଇଥାଏ କି ମନୁଷ୍ୟଙ୍କ ସହିତ କଣ କଣ ହେବାକୁ ଯାଉଛି। ଆମର ସମାଜରେ କୁଆକୁ ନେଇ ଶୁଭ ଅଶୁଭ କଥାକୁ ନେଇ ଉଲ୍ଲେଖ କରାଯାଇଛି। ଶକୁନ ଶାସ୍ତ୍ରରେ ବି କୁଆକୁ ନେଇ ଅନେକ କଥା ବର୍ଣ୍ଣନା କରାଯାଇଛି। ଆଜିର ପୋଷ୍ଟରେ କୁଆକୁ ନେଇ ଶୁଭ ଏବଂ ଅଶୁଭ କଥା ବିଷୟରେ ଜାଣିବା।

ଯଦି ପ୍ରାତଃ ସମୟରେ ଅର୍ଥାତ ସୂର୍ଯ୍ୟ ଉଦୟ ସମୟରେ କୁଆ ଉଡିଯିବା ସମୟରେ ଶରୀରର କୌଣସି ଅଙ୍ଗ ଛୁଇଁଯାଏ ତେବେ ଏହାକୁ ବହୁତ ଶୁଭ ସଂକେତ କୁହାଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ।

ଯଦି କୁଆ ଭୂମିକୁ ଖୋଳିବାର ଦେଖନ୍ତି ତ ବହୁତ ଶୁଭ ହୋଇଥାଏ। ଏହା ନିକଟ ଭବିଷ୍ୟତରେ ବହୁତ ସାରା ଧନ ଲାଭ କରାଇଥାଏ।

ଯଦି ଆପଣ କୌଣସି ଯାତ୍ରାକୁ ଯାଉଛନ୍ତି ରାସ୍ତାରେ ଶୁଖିଲା ଗଛ ଉପରେ କୁଆ ବସିବାର ଦେଖନ୍ତି ତ ଏହା ଶୁଭ ସଂକେତ ମାନାଯାଏ ନାହିଁ।

କୁଆ ଆପଣଙ୍କ ପିଠି ପଛରେ ଶବ୍ଦ କରିବା ଭଲ ସଂକେତ ଅଟେ। ଜୀବନରେ ସମସ୍ୟାରୁ ମୁକ୍ତି ମିଳିଥାଏ।

ଯଦି ସ୍ତ୍ରୀଙ୍କ ମୁଣ୍ଡ ଉପରେ କୁଆ ଆସି ବସି ଯାଏ ତ ତାଙ୍କ ସ୍ୱାମୀଙ୍କ ଉପରେ ଗମ୍ଭୀର ସଙ୍କଟ ଆସିବାର ସଂକେତ ମିଳିଥାଏ।

ପାଣିର କଳସ ଥାଏ ଏବଂ ସେହି ସ୍ତ୍ରୀଙ୍କ ମଥାରେ ଥିବା ପାଣିକୁ କୁଆ ପିଇ ନିଏ ତେବେ ଶୁଭ ସଂକେତ ଅଟେ। ଧନ ଲାଭର ଯୋଗ ବନିଥାଏ।

କୁଆ ଯଦି ମାଂସ କିମ୍ବା ରୋଟି ନିଜ ପାଟିରେ ନେଉଥିବାର ଦେଖନ୍ତି ତ ଏହା ନିକଟ ଭବିଷ୍ୟତରେ ବଡ଼ ଧନ ଲାଭ ମିଳିବାର ସଂକେତ ଦେଇଥାଏ ଏବଂ ବଡ଼ ଇଛା ପୁରା ହେବାର ସଂକେତ ଦେଇଥାଏ।

କୁଆ ଆସି ଆପଣଙ୍କ ଛାତ ଉପରେ ଆବାଜ କରେ ତ ଘରର ମାଲିକଙ୍କ ଉପରେ ସଙ୍କଟ ଆସିବାର ସଂକେତ ଦେଇଥାଏ।

ଯାତ୍ରା ସମୟରେ ଯଦି କୁଆ କୌଣସି ପାତ୍ରରେ ମୁହଁ ଲଗାଇ ପାଣି ପିଉଥିବାର ଦେଖିବେ ତେବେ ବୁଝିନେବେ ଯେ ଆପଣଙ୍କୁ ଧନ ଲାଭ ହେବାର ସଂକେତ ଦେଇଥାଏ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ।

ଯଦି ଦ୍ୱିପ୍ରହର ସମୟରେ ଆପଣଙ୍କୁ ପୂର୍ବ କିମ୍ବା ଉତର ଦିଗରୁ କୁଆର ଆବାଜ ଆସିଥାଏ ତେବେ ଏହା ଲାଭର ସଂକେତ ଦେଇଥାଏ। ସ୍ତ୍ରୀ ସୁଖ ମିଳିଥାଏ।

ଯଦି କୁଆ କୌଣସି ହରା ଭରା ଗଛ ଉପରେ ନିଜର ବସା ବାନ୍ଧିଥାଏ ତେବେ ଏହା ବର୍ଷା ଆସିବାର ସଙ୍କେତ ଅଟେ।

ସକାଳ ସମୟରେ ଯଦି କୁଆ ଉଡିଯିବା ସମୟରେ ଶରୀରର ପାଦ ଛୁଇଁଯାଏ ତେବେ ଏହାକୁ ବହୁତ ଶୁଭ ସଂକେତ କୁହାଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ। ଉନ୍ନତି ହୋଇଥାଏ।

ଯଦି କୁଆ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଆସି ରାବି ଥାଏ ତ ଆପଣଙ୍କ ଘରକୁ କୌଣସି ଅତିଥି ଆସିପାରନ୍ତି।

ଯଦି କୁଆ କୌଣସି କପଡା ନେଇ ଉଡିବାର ଦେଖନ୍ତି ତ ଶୁଭ ସଂକେତ ଅଟେ।

କୁଆ ଯଦି ଆପଣଙ୍କ ଘର ସାମ୍ନାରେ ପ୍ରତିଦିନ ଆସି ବସିଥାଏ ତ ନିକଟ ଭବିଷ୍ୟତରେ ଆପଣଙ୍କ ମନ ବାଂଛିତ ଇଛା ପୂରଣ ହୋଇଥାଏ।

ଯଦି ଯାତ୍ରାକୁ ଯିବା ପୂର୍ବରୁ କୁଆକୁ ଦହି ଚାଉଳ ଦେଇ କରି ଯାଆନ୍ତି ତ ଯାତ୍ରା ସଫଳ ହୋଇଥାଏ।

କୁଆ ଗାଈର ପିଠିରେ ବସିଲେ ଉତ୍ତମ ଭଜନର ପ୍ରାପ୍ତି ହୋଇଥାଏ।

କୁଆ ଗଧ ଉପରେ ବସିବାର ଦେଖିଲେ ଶତ୍ରୁ ଭୟର ସୂଚନା ଦେଇଥାଏ।

ଗାଈର ଲାଞ୍ଜରେ ବସିବାର ଦେଖିଲେ ସର୍ବ ଭୟର ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *