Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଏହି ୮ ଟି କୀଟ ପତଙ୍ଗ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ। ରୋଡ଼ପତି ରୁ କୋଟିପତି ବନେଇ ଦେଇପାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଏହି ୮ ଟି କୀଟ ପତଙ୍ଗ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ। ରୋଡ଼ପତି ରୁ କୋଟିପତି ବନେଇ ଦେଇପାରେ।

କେବେ କେବେ ଭାଗ୍ୟ ସାଥ ଦେଇନଥାଏ। ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ପରିଶ୍ରମ କରିବା ପରେ ମଧ୍ୟ ଭାଗ୍ୟ ସାଥ ଦେଇନଥାଏ। ଜୀବନରେ ଭାଗ୍ୟ ବଳବାନ ହେବା ବହୁତ ଜରୁରୀ ଅଟେ। କିଛି ଏମିତି ସଂକେତ ଅଛି ଯାହା ଏମିତି ଜୀବଜନ୍ତୁ ଅଛନ୍ତି ଯଦି ଆପଣଙ୍କ ଘରକୁ ଆସିଯାନ୍ତି ତ ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି। ତ ଆସନ୍ତୁ ଜାଣିବା କେଉଁ ସବୁ ଜୀବଜନ୍ତୁ କେଉଁ ସଂକେତ ଦେଇଥାନ୍ତି।

ଚମଚଟା। ଦୁନିଆରେ ସମସ୍ତେ କୁହନ୍ତି ଯଦି ଘରକୁ ଚମଚଟା ଆସନ୍ତି ତ ଏହା ଅଶୁଭ ଅଟେ। ଏହା ଘରେ ବସା ବନାଇଲେ ଶୁଭ ଅଟେ କିନ୍ତୁ ଯିବା ଆସିବା କଲେ ଅଶୁଭ ହୋଇଥାଏ।

ଯଦି ଆପଣ କେଉଁଠି କି ଯାଉଥିବେ ଯାଉଥିବା ସମୟରେ ଚଢ଼େଇ ଆପଣଙ୍କ ଉପରେ ମଳ କରିଦିଏ ତ ଏହା ଶୁଭ ସଂକେତ ମାନାଯାଏ।

ବୁଢିଆଣି ଜାଲ। ବାସ୍ତୁ ଦୃଷ୍ଟିକୋଣରୁ ଘରେ ବୁଢିଆଣି ଜାଲ ରହିବା ଅଶୁଭ ମାନାଯାଏ କିନ୍ତୁ ଯଦି ସେଥିରେ ଆପଣଙ୍କ ନାମ ଦେଖାଯାଏ ତ ଏହା ଶୁଭ ହୋଇଥାଏ ଏବଂ ଯଦି ନମିଳେ ତ ଏହାକୁ ପ୍ରେମର ସହିତ ବାହାର କରିଦିଅନ୍ତୁ।

ଯଦି କୌଣସି କୁକୁର ଆପଣଙ୍କ ଘରେ ଆପେ ଆପେ ରହିବାକୁ ଆସିଯାଏ ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ଧନ ଲାଭ ହେବାକୁ ଯାଉଛି।

କଇଁଛ। ଏହାକୁ ଦର୍ଶନ କଲେ ଭାଗ୍ୟର ସଂକେତ ଦେଇଥାଏ। ଏହା ଘରକୁ ଆସିବା ବହୁତ ଶୁଭ ମାନାଯାଏ।

ଝିଙ୍ଗୁର। ଏହାର ସ୍ୱର ଶୁଣାଯିବା ଆପଣଙ୍କ ଖରାପ ସମୟର ଶେଷ ହେବାର ସଂକେତ ଦେଇଥାଏ। ଏହାର ସ୍ୱରରେ ସକରାତ୍ମକ ପ୍ରଭାବ ଥାଏ।

ଗେଣ୍ଡା। ଯଦି ଏହା ଆପଣଙ୍କ ଘରର କୌଣସି କୋଣରେ ଦେଖାଯାଏ ତ ଏହାର ଅର୍ଥ ଏହା ଏହି ସଂକେତ ଦେଇଥାଏ କି ଆପଣଙ୍କ ଘରେ ନକରାତ୍ମକ ପ୍ରଭାବ ଅଛି। ଏହାକୁ ଦୂର କରିବାକୁ ହେବ।

ବିଛା। ଶାସ୍ତ୍ର ଅନୁସାରେ କୁହାଯାଏ ହଳଦିଆ ରଙ୍ଗର ବିଛା ମାୟାର ପ୍ରତୀକ ଅଟେ। ହଳଦିଆ ବିଛା ଘରେ ଦେଖାଦେଲେ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ମିଳିଥାଏ। ଯଦି ବିଛା ଧାଡି କରି ଘରୁ ବାହାରି ଯାଉଥିବାର ଦେଖନ୍ତି ତ ମା ଲକ୍ଷ୍ମୀ ଘରୁ ଚାଲିଯିବାର ସଂକେତ ଦେଇଥାଏ।

ପ୍ରଜାପତି। ଏହା ଘରକୁ ଆସିବା ଶୁଭ ମାନାଯାଏ। ଏହା ଘରକୁ ଆସିବା ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି। ଏହା ବାରମ୍ବାର ଦେଖାଦେବା ଉନ୍ନତି ମିଳିବାର ସଂକେତ ଦେଇଥାଏ। ଘରକୁ ଖୁସି ଆସିଥାଏ ଘରେ ଶୁଭ ମଙ୍ଗଳ କାର୍ଯ୍ୟ ହେବାକୁ ଯାଉଛି।

ସାପ। ଏହା ଘରକୁ ଆସିବା ଭଲ ନୁହେଁ କିନ୍ତୁ ଶ୍ରାବଣ ମାସରେ ଏହା କେଉଁଠି ଦେଖାଗଲେ ବହୁତ ଶୁଭ ମାନାଯାଏ।

ବିଲେଇ। ଏହା ଘରକୁ ଆସି ମଳ କଲେ ଶୁଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଘରେ ଉନ୍ନତି ହୋଇଥାଏ କିନ୍ତୁ ବିଲେଇ ଝଗଡା କଲେ ଘରେ ଲଢେଇ ଝଗଡା ହୋଇଥାଏ।

ଝିଟିପିଟି। କଳା ଝିଟିପିଟି କେବେବି ଶୁଭ ନୁହେଁ କିନ୍ତୁ ଧଳା ଝିଟିପିଟି ଶୁଭ ହୋଇଥାଏ।

ବାଇଚଢ଼େଇ। ଏହା ଘରକୁ ଆସିବା ଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାନ୍ତି। ଧନର ବର୍ଷା ହୋଇଥାଏ। ଏହା ଘରେ ବସା ବନାଇଲେ ଆହୁରି ଅଧିକ ଶୁଭ ହୋଇଥାଏ।

ପିମ୍ପୁଡି। ଘରକୁ ଲାଲ ପିମ୍ପୁଡି ଆସିବା କୌଣସି ପରିସ୍ଥିରେ ବି ଶୁଭ ନୁହେଁ କିନ୍ତୁ ଘରକୁ ଯଦି କଳା ପିମ୍ପୁଡି ଆସନ୍ତି ତେବେ ଏହା ଶୁଭ ସଂକେତ ଅଟେ। ଏହା ଘରକୁ ଆସିବା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବାକୁ ଯାଉଛି।

ପେଚା। ଏହା ଘରର ଛାତ ଉପରେ ବସିଲେ ଅଶୁଭ ହୋଇଥାଏ କିନ୍ତୁ ଘରର ବାହାରେ ଦେଖାଗଲେ ଏହା ଶୁଭ ସଂକେତ ଦେଇଥାଏ।

ଯଦି ଆପଣଙ୍କ ଘରେ କଇଲି କିମ୍ବା ଅନେକ ଚଢ଼େଇ ଗୀତ ଗାନ୍ତି ତ ଏହା ବହୁତ ଶୁଭ ହୋଇଥାଏ।

ପାରା। ଏହା ଘରକୁ ଆସିବା ଭଲ ନୁହେଁ। ଏହା ଦ୍ବାରା ଘରେ ଦୂରତା ଆସିଥାଏ।

ଟିଆ। ଏହା ଘରକୁ ଆସିବା ଶୁଭ ହୋଇଥାଏ କିନ୍ତୁ ତାକୁ ପଞ୍ଜୁରୀରେ ରଖନ୍ତୁ ନାହିଁ। ଏହାକୁ ବ୍ରାହ୍ମଣଙ୍କ ରୂପ ମାନାଯାଏ।

ବଣି। ଏହା ଘରକୁ ଆସିବା ଶୁଭ ହୋଇନଥାଏ। ଏହା ଗୋଟେ ଆସିଲେ ଭଲ ନୁହେଁ କିନ୍ତୁ ୨ ଟି ଆସିଲେ ଭଲ ହୋଇଥାଏ। କିନ୍ତୁ ଘରେ ବସା ବନାଇଲେ ଭଲ ନୁହେଁ ଆପଣ ଏହାକୁ ତୁରନ୍ତ ଘଉଡ଼ାଇ ଦିଅନ୍ତୁ।

ଗାଈ। ଯଦି ଘରର ସାମ୍ନାରେ ଆସି ଗାଈ ରୋଡି କରେ ତ ଏହା ଶୁଭତାକୁ ଦର୍ଶାଇ ଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *