Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ଏହା ଦେଖିଲେ ବୁଝିନିଅନ୍ତୁ ବଦଳି ଯାଇଛି ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱପ୍ନରେ ଏହା ଦେଖିଲେ ବୁଝିନିଅନ୍ତୁ ବଦଳି ଯାଇଛି ଆପଣଙ୍କ ଭାଗ୍ୟ।

ସ୍ୱପ୍ନ ତ ଆମେ ସମସ୍ତେ ଦେଖିଥାଉ। କିଛି ସ୍ୱପ୍ନ ମନେ ରହିଥାଏ ତ ଆଉ କିଛି ସ୍ୱପ୍ନ ଭୁଲି ଯାଉ। ଯଦି ସ୍ୱପ୍ନ ଶାସ୍ତ୍ରର କଥା ମାନିବା ତ ସବୁ ସ୍ୱପ୍ନର ଏକ ଅର୍ଥ ଥାଏ। ସ୍ୱପ୍ନ ଶୁଭ ଏବଂ ଅଶୁଭ ଦୁଇ ପ୍ରକାରର ହିଁ ହୋଇଥାଏ। ମାନାଯାଏ ସ୍ୱପ୍ନ ଆମ ଜୀବନରେ ଅଭିନ୍ନ ଅଙ୍ଗ ବା ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ସ୍ୱପ୍ନକୁ ନେଇ ଖାସ କଥା ଅଛି ଆସନ୍ତୁ ଜାଣିବା।

ଘୋଡା। ଯଦି ସ୍ୱପ୍ନରେ ଘୋଡା ଦେଖୁଛନ୍ତି ତ ଭଲ ହୋଇଥାଏ କିନ୍ତୁ ଯଦି ନିଜକୁ ଘୋଡା ଉପରେ ବସିବାର ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଜୀବନରେ କୌଣସି ପ୍ରକାରର ବାଧା ନାହିଁ।

ଯଦି ଆପଣ ସ୍ୱପ୍ନରେ ନିଜକୁ ବହୁତ ତେଜରେ ଦୌଡ଼ିବାର ଦେଖନ୍ତି ତ ଏହାର ଅର୍ଥ ଆପଣ କୌଣସି ବି ସମସ୍ୟାର ସମ୍ମୁଖୀନ ନହୋଇ ଆପଣ ନିଜର ସମସ୍ତ ସମସ୍ୟାକୁ ଜଲଦି ହିଁ ସମାଧାନ କରିନେବେ।

ଛୋଟ ପିଲା। ସ୍ୱପ୍ନରେ ଛୋଟ ପିଲା କାନ୍ଦୁ ଥିବାର ଦେଖିବାର ଅର୍ଥ ଆପଣଙ୍କ ଜୀବନ ନିରାଶରେ ପରିପୂର୍ଣ୍ଣ ହୋଇଯିବ। ଏହା ଆପଣଙ୍କ ପ୍ରେମ ଜୀବନରେ ସଂଘର୍ଷ ନେଇ ଆସିବାର ସଂକେତ ଅଟେ। ଯଦି ସ୍ୱପ୍ନରେ ଛୋଟ ପିଲା ଚାଲୁ ଥିବାର ଦେଖନ୍ତି ତ ଜୀବନରେ ତାକତ ଏବଂ ହିମତର ଆପଣଙ୍କ ଜୀବନରେ କୌଣସି ବି ପ୍ରକାରର ଟେନସନ ଥିଲେ ମଧ୍ୟ ସେଥିରୁ ଆପଣଙ୍କୁ ଆଗକୁ ବଢିବାର ଶକ୍ତି ମିଳିଥାଏ।ବସ୍ତ୍ର।

ସ୍ୱପ୍ନରେ ନୂଆ କପଡା ପିନ୍ଧୁଥିବାର ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ଉଜ୍ଵଳ ଭବିଷ୍ୟତ ଆଡ଼କୁ ସଂକେତ ଦେଇଥାଏ। ଯଦି କପଡା ସୁଖାଉଥିବାର ଦେଖନ୍ତି ତ ଏହା ଆପଣଙ୍କ ଜୀବନରେ ପରିଵର୍ତନ ହେବାର ସଂକେତ ଦେଇଥାଏ। ଯଦି ଫଟା କପଡା ପିନ୍ଧୁଥିବାର ଦେଖନ୍ତି ତେବେ ପ୍ରେମ ଜୀବନରେ ସଂଘର୍ଷ ହେବାର ସଂକେତ ଦେଇଥାଏ।

ପାଣି। ସ୍ୱପ୍ନରେ ପାଣି ଦେଖିବା ତ ଶୁଭ ହୋଇଥାଏ କିନ୍ତୁ ପାଣି ପଡୁଥିବାର ଦେଖନ୍ତି ତ ବ୍ୟବସାୟରେ ଲାଭ ହେବ। ଯଦି ନିଜକୁ ପାଣି ପିଉଥିବାର ଦେଖନ୍ତି ତ ଆପଣଙ୍କ ଅଟକି ରହିଥିବା ଧନ ଫେରସ୍ତ ମିଳିବାର ସଂକେତ ଦେଇଥାଏ। ଯଦି ଆପଣ ପାଣିରେ ଚାଲୁଥିବାର ଦେଖନ୍ତି ତ ଆପଣଙ୍କୁ ବଡ଼ ସଫଳତା ମିଳିବାର ସଂକେତ ଦେଇଥାଏ।

ହରାଭରା ଗଛ କିମ୍ବା ବଗିଚା। ଯଦି ସ୍ୱପ୍ନରେ ହରାଭରା ଗଛ କିମ୍ବା ବଗିଚା ଦେଖନ୍ତି ତ ସୁଖ ସମୃଦ୍ଧିକୁ ଦର୍ଶାଇ ଥାଏ। ମୃତ ଗଛ ଦେଖିଲେ ଅସଫଳତାର ସଂକେତ ଦେଇଥାଏ।

ଯଦି ଜୀବନସାଥୀଙ୍କୁ ଆଲିଙ୍ଗନ କରୁଥିବାର ଦେଖନ୍ତି ତ ଜୀବନରେ ଅସଫଳତାର ସଂକେତ ଦେଇଥାଏ।

ଯଦି ସ୍ୱପ୍ନରେ ଆପଣ ନିଜକୁ କୂଅରୁ ପାଣି ବାହାର କରୁଥିବାର ଦେଖନ୍ତି ତ ଏହାର ଅର୍ଥ ଜୀଵନରେ ବିଶ୍ୱସ୍ତ ଭାବେ ଧନ ଅର୍ଜନ କରିଛନ୍ତି।

ସ୍ୱପ୍ନରେ ଚାକିରୀ ଖୋଜୁଥିବାର ଅର୍ଥ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳି ଯାଇଥାଏ।

ସ୍ୱପ୍ନରେ ମୃତ ଶରୀର ଦେଖିଲେ ଧନ ଲାଭ ହୋଇଥାଏ।

ସ୍ୱପ୍ନରେ କ୍ଷୀର ପିଉଥିବାର ଦେଖିବାର ଅର୍ଥ ସ୍ୱାସ୍ଥ୍ୟ ଭଲ ରହିଥାଏ।

ସ୍ୱପ୍ନରେ ନିଆଁ ଲାଗିବାର ଦେଖିବାର ଅର୍ଥ ଧନ ଲାଭ ମିଳିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ପିଜୁଳି ଆମ୍ବ ଖାଉଥିବାର ଦେଖିବାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କୁ ବଡ଼ ଧନଲାଭ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *