Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳର ଗୋଟେ ଖଣ୍ଡ ଖରାପ ଭାଗ୍ୟକୁ ବଦଳି ଦେଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଫଳର ଗୋଟେ ଖଣ୍ଡ ଖରାପ ଭାଗ୍ୟକୁ ବଦଳି ଦେଇଥାଏ।

ହିନ୍ଦୁ ଧର୍ମ ଶାସ୍ତ୍ରରେ କେତେକ ଏମିତି ଗଛ ଅଛି ଯାହାର ନାଁ କେବଳ ଆପଣଙ୍କ ଜୀବନକୁ ସରଳ କରେ ତା ସହିତ ଆପଣଙ୍କ ଜୀବନକୁ ସମସ୍ତ ସମସ୍ୟାକୁ ସମାପ୍ତ ବି କରିଦିଏ। ଆଜି ଆମେ କଥା ହେବା ଧଳା ଅରଖ ବିଷୟରେ। ଏହି ଗଛର ପତ୍ର ଚେର ଫୁଲ ସବୁର ଏକ ତାନ୍ତ୍ରିକ ପ୍ରୟୋଗ ଥାଏ। ତୁଟକା କରାଯାଇଥାଏ ଜୀବନରେ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଧନ ଆସିବା ପାଇଁ।

ଶାସ୍ତ୍ର ଅନୁସାରେ ଅରଖ ଗଛର ପତ୍ରକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଡଙ୍ଗା ଯାଏ। ତେବେ ସେ ଘର ଉପରେ ଘର ଲୋକଙ୍କ ଉପରେ ଖରାପ ନଜର ଦୋଷ ଦୂର ହୋଇଥାଏ ଏବଂ ଅରଖ ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ। ଆଜି ଆମେ ଏକ ଛୋଟ ପ୍ରୟୋଗ ଜାଣିବା।

କେତେଥର ଏମତି ହୁଏ ବହୁତ ପରିଶ୍ରମ ପରେ ବି ପଇସା ଆସିନଥାଏ କି ପଇସା ମଧ୍ୟ ରହିନଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅରଖ ଗଛର ଛୋଟ ପ୍ରୟୋଗ ବହୁତ ଲାଭକାରୀ ଅଟେ। ତେବେ ଏମିତିରେ ନିଜ ଘରେ ମୁଖ୍ୟ ଦ୍ଵାରର ଅରଖ ଗଛର ଚେର ଟାଙ୍ଗିବେ।

କେମିତି ଆଣିବେ ଆସନ୍ତୁ ଜାଣିବା। କୌଣସି ଦିନରେ ଆଣିପାରିବେ କିନ୍ତୁ ଆଣିବାର ବି ଗୋଟେ ଦିନ ପୂର୍ବରୁ ନିମନ୍ତ୍ରଣ ଦେଇକି ଆଣିବେ। ଏଥିପାଇଁ ଗୋଟେ ସୁପାରୀ, ଗୋଟେ ଲୋଟା ଜଳ ଏବଂ ଗୋଟେ କଏନ ନେଇକି ଯିବେ। ଗଛ ପାଖରେ ଜଳ ଢାଳି ଦେବେ କଏନ ଏବଂ ସୁପାରୀ ରଖିଦେବେ, ଏହା ପରେ ତାଙ୍କୁ କହିବେ କି ମୁଁ କାଲି ଆପଣଙ୍କୁ ନେବାକୁ ଆସିବି। ଏହା ପରେ ତାପର ଦିନ ସକାଳୁ ଯାଆନ୍ତୁ ଅଳ୍ପ ଚେର କାଢି କରି ଆଣନ୍ତୁ ଏବଂ ପ୍ରଣାମ କରନ୍ତୁ।

ଏହା ପରେ ବ୍ଲୁ କପଡ଼ାରେ ଗୁଡେଇକି ନିଜ ଘରର ମୁଖ୍ୟ ଦ୍ୱାର ଆଗରେ ଟଙ୍ଗେଇ ଦିଅନ୍ତୁ। ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିନଥାନ୍ତି। ଘରେ ସୁଖ ସମୃଦ୍ଧି ବଢିଚାଲିଥାଏ। କେତେଥର ଏମିତି ହୁଏ କି ବିବାହ ହୋଇଯାଇଛି କିନ୍ତୁ ସନ୍ତାନ ହେଉନାହିଁ ଏମିତିରେ ରବିପୁସ୍ୟ ନକ୍ଷତ୍ର ବା ଗୁରୁ ପୁସ୍ୟ ନକ୍ଷତ୍ରରେ ଅରଖ ଗଛର ଚେର ଆଣନ୍ତୁ। ଏବଂ ଶିବ ଲିଙ୍ଗରେ ଗୋଟେ ଲୋଟା ଜଳ ଢାଳି ଏହି ଚେରକୁ ଶିବ ଲିଙ୍ଗ ଉପରେ ଦେଇ ଦୁଇ ଥର ବୁଲାନ୍ତୁ ଏବଂ ଏହାକୁ ଲାଲ ଧାଗା ସାହାର୍ଯ୍ୟରେ ଅଣ୍ଟାରେ ବାନ୍ଧି ଦିଅନ୍ତୁ। ଶିବଙ୍କ ଆଶୀର୍ବାଦରୁ ୩ ମାସ ଭିତରେ ହିଁ ଖୁସି ଖବର ମିଳିବ।

ଏବେ ଆମେ ଜାଣିବା କେତେଥର ଏମିତି ହୁଏ ଆପଣଙ୍କର ଧନ ସଞ୍ଚୟ ହୋଇନଥାଏ। ପଇସା ପାଣି ଭଳିଆ ଯାଇଥାଏ। ସବୁ କାମ ବିଗିଡ଼ିବାକୁ ଲାଗିଥାଏ। ତେବେ ଏକ ଛୋଟ କାମ କରନ୍ତୁ ଅରଖ ଗଛର ଚେର ଆଣନ୍ତୁ ଭଗବାନ ଗଣେଶଙ୍କ ସାମ୍ନାରେ ଧୋଇକି ରଖନ୍ତୁ ପୂଜା ପରେ ଏହି ଚେରକୁ ପଇସା ରଖୁଥିବା ଜାଗାରେ ରଖନ୍ତୁ। ଯାହାବି ଧନର ବାଧା ଥାଏ ତାହା ସମାପ୍ତ ହୋଇଯିବ।

ସେମିତିରେ ବି ଧଳା ଅରଖର ବହୁତ ମହତ୍ୱ ରହିଛି। କାରଣ ଏହାର ପ୍ରୟୋଗ ତନ୍ତ୍ର ବିଦ୍ୟାରେ ବି ହୋଇଥାଏ। ଯଦି ପ୍ରତି ସୋମବାର ଦିନ ଅରଖ ମାଳା ଭଗବାନ ଶିବଙ୍କୁ ଅର୍ପଣ କରନ୍ତି ତେବେ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ଯଦି ରବିପୁସ୍ୟ ନକ୍ଷତ୍ରରେ ଲାଲ କପଡାରେ ଅରଖ ଚେର ବାନ୍ଧିକି ଘରେ ରଖନ୍ତି ଘରେ ସୁଖ ଶାନ୍ତି ସମୃଦ୍ଧି ବୁଦ୍ଧି ହୋଇଥାଏ।

ଶତ୍ରୁ ବିରୋଧୀ ବଢ଼ିଗଲେ ଧଳା ଅରଖ ଗଛ ପାଖକୁ ଯାଇକି ତାର ଗୋଟେ ପତ୍ର ତୋଳନ୍ତୁ ଏହି ପତ୍ରରେ ସେହି ଗଛରୁ ବାହାରୁ ଥିବା କ୍ଷୀର ସାହାର୍ଯ୍ୟରେ ନିଜର ଶତ୍ରୁର ନାମ ଲେଖନ୍ତୁ ଏବଂ ସେହି ଗଛ ତଳେ ମାଟିରେ ଏହାକୁ ଦବେଇ ଦିଅନ୍ତୁ। ଆପଣଙ୍କର ଶତ୍ରୁ ଶାନ୍ତ ହୋଇଯିବେ। ଆପଣ ଚାହିଁଲେ ଏହାକୁ ଜଳରେ ମଧ୍ୟ ପ୍ରବାହିତ କରିପାରିବେ। ଘରେ ଛୋଟ ପିଲାଙ୍କୁ ନଜର ଲାଗିଥିଲେ ଦେହ ଖରାପ ରହୁଥିଲେ ସେମିତିରେ ୧୧ ଟି ଅରଖ ଫୁଲ ନିଅନ୍ତୁ ମାଳା ବନାନ୍ତୁ ଏବଂ ଛୁଆକୁ ପିନ୍ଧେଇ ଦିଅନ୍ତୁ। ନଜର ଦୋଷ କଟି ଯିବ। ଧଳା ଅରଖ ଗଛର ଚେରକୁ ଆଣି ବେକରେ ପିନ୍ଧିଲେ ଯାଦୁ ତନା କାମ କରିନଥାଏ। ତେବେ ଏହିସବୁ ଉପାୟ ନିଶ୍ଚୟ କରିକି ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *