Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ପୂଜା କରିବା ସମୟରେ ଏହି ୧ ଟି କାର୍ଯ୍ୟ କରୁନଥିଲେ ଆଜି ହିଁ ଆରମ୍ଭ କରିଦିଅନ୍ତୁ। ୧୦ ଗୁଣା ବଢିଯିବ ଟଙ୍କାର ଆମଦାନୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ପୂଜା କରିବା ସମୟରେ ଏହି ୧ ଟି କାର୍ଯ୍ୟ କରୁନଥିଲେ ଆଜି ହିଁ ଆରମ୍ଭ କରିଦିଅନ୍ତୁ। ୧୦ ଗୁଣା ବଢିଯିବ ଟଙ୍କାର ଆମଦାନୀ।

ପ୍ରତିଦିନ ସକାଳେ ପୂଜା ସମୟରେ ନିଶ୍ଚୟ ଦୀପ ଜଳାଉଥିବେ ଏବଂ ଦୀପ ଜଳାଇବାର ବିଶେଷ ବିଧାନ ମଧ୍ୟ ରହିଛି। କୌଣସି ଶୁଭ କାର୍ଯ୍ୟ କରିଲେ ଦୀପ ନିଶ୍ଚୟ ଜଳାଯାଏ କାରଣ ଏହି ଦୀପ ମାଧ୍ୟମ ଅଟେ ସେହି ଭଗବାନଙ୍କ ପାଖରେ ଜଡି ହେବାର। ପ୍ରକାଶ ମାଧ୍ୟମରେ ଆମେ ପରମପିତା ପରମାତ୍ମାଙ୍କ ସହିତ ଜଡି ହୋଇଯାଇଥାଉ। ଆମର ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଆମେ ଦୀପ ନିଶ୍ଚୟ ଜଳାଇଥାଉ।

ଦେବୀ ଦେବତାଙ୍କ ସମୁଖରେ ଯେମିତି ମନସ୍କାମନା ଥାଏ ସେହି ଅନୁସାରେ ଦୀପରେ ତେଲ କିମ୍ବା ଘିଅ ଦେଇ ଜଳାଇଥାଉ। ଯାହା ଦ୍ୱାରା ଇଷ୍ଟ ଦେବତା ପ୍ରସନ୍ନ ରହିବେ। ଏମିତିରେ ବି ଦୀପ ଜଳାଇବା ସମୟରେ ବହୁତ ମନ୍ତ୍ର ଅଛି ଯାହା ଉଚାରଣ କରିବା ଉଚିତ ଏବଂ ଦୀପରେ କେଉଁ ଜିନିଷ ଦେଇ ଜଳାଇଲେ ମନସ୍କାମନା ପୂରଣ ହେବ ଏବଂ ଶତ୍ରୁ ବିରୋଧୀ ଶାନ୍ତ ରହିବେ।

ଯେବେବି ଦୀପ ଜଳାଇବା ଆପଣ ପୁରୁଷ ହୁଅନ୍ତୁ କି ମହିଳା ନିଜର ମୁଣ୍ଡକୁ ଢାଙ୍କି କରି ହିଁ ଜଳାଇବେ। ଯଦି ଆପଣ ପୁରୁଷ ତେବେ ମୁଣ୍ଡରେ ରୁମାଲ ଦେଇ ବି ଜଳାଇ ପାରିବେ। ମହିଳାମାନେ ମୁଣ୍ଡରେ ଚୁନେରୀ ରଖି ଦୀପ ଜଳାଇବେ। ମୁଣ୍ଡକୁ ଖୋଲା ରଖି ଦୀପ ଜଳାଇବା ଉଚିତ ନୁହେଁ।

ଯେବେବି ଦୀପ ଜଳାଇବେ ତ ଦୀପ ତଳେ ଅଖଣ୍ଡିତ ଅକ୍ଷତ କିମ୍ବା ଏକ ପତ୍ର ବି ରଖି ଦୀପ ଜଳାଇ ପାରିବେ ନଚେତ ଆପଣଙ୍କ ପୂଜା ଭଗବାନ ସ୍ୟୁକାର କରିବେ ନାହିଁ।

ଆସନ୍ତୁ ଜାଣିବା କେଉଁ ମନସ୍କାମନା ପାଇଁ କେଉଁ ଭଗବାନଙ୍କ ସାମ୍ନାରେ କେଉଁ ଦୀପ ଜଳାଇବା ଉଚିତ।

ମା ଭଗବତୀ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ତିଳ ତେଲର ମଳି ସୂତାର ବତୀ କରି ଦୀପ ଜଳାନ୍ତୁ।

ଯଦି ଇଷ୍ଟ ଦେବଙ୍କ ପୂଜା ଅର୍ଥାତ ପ୍ରତିଦିନ ଯେମିତି ପୂଜା କରୁଛନ୍ତି ତ ପୂଜାରେ ଗାଈର ଘିଅର ଦୀପ ଜଳାନ୍ତୁ।

ଯଦି କୌଣସି ଶତ୍ରୁ ବିରୋଧୀ ଆପଣଙ୍କୁ ହଇରାଣ କରୁଛନ୍ତି ଏବଂ ଆପଣ ତାଙ୍କ ଠାରୁ ମୁକ୍ତି ଚାହୁଁଛନ୍ତି ତେବେ ପୂଜାରେ ସୋରିଷ ତେଲ କିମ୍ବା ଚମେଲି ତେଲର ଦୀପ ଜଳାନ୍ତୁ। ଆପଣଙ୍କ କାର୍ଯ୍ୟ ବି ପୁରା ହେବ ଏବଂ ଶତ୍ରୁ ବିରୋଧୀ ବି ଶାନ୍ତ ହୋଇଯିବେ। ଯେବେବି ଦୀପ ଜାଳିବେ ତ ଭଗବାନ ହନୁମାନଙ୍କ ଆଳତୀ ନିଶ୍ଚୟ କରିବେ। ଏହି ଦୀପରେ ତୁଳାର ବତୀ ହେବା ଉଚିତ ଏବଂ ୨ ଟି ଲବଙ୍ଗ ସେଥିରେ ପକେଇଦେବେ।

ଆସନ୍ତୁ ଜାଣିବା ଦୀପ ଜଳାଇବା ସମୟରେ କେଉଁ ୨ ଟି ଶବ୍ଦ ଉଚାରଣ କରିଲେ ଜୀବନରେ ସମସ୍ୟା ଦୂର ହୋଇଯିବ।

ମନ୍ତ୍ରଟି ହେଉଛି। ଶୁଭମ କରୋତି କଲ୍ୟାଣ ଆରୋଗ୍ୟ ଧନ ସମ୍ପଦାମ। ଶତ୍ରୁ ବୁଦ୍ଧି ବିନାସାୟ ଦୀପଙ୍ଗ ଜ୍ୟୋତି ନମସ୍ତୁସ୍ତେ।

ଦୀପ ଜଳାଇଲେ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଶତ୍ରୁ ବିରୋଧ ଚାହିଁଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ।

କେବେବି ଖଣ୍ଡିତ ଦୀପ ଜଳାଇବେ ନାହିଁ। ମାଟିର ଦୀପ ହୋଇଥିଲେ ସବୁଠାରୁ ଶୁଭ ହୋଇଥାଏ।

ଘରେ ଯେଉଁ ବି ଦୀପ ଥିବ ସେଥିରେ ଦୀପ ଜଳାଇ ପାରିବେ। ଯେତେବେଳେ ବି ଦୀପ ଜାଳିବେ ନିଜର ବାମ ହାତ ସାଇଟରେ ଦୀପ ଜାଳିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *