Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷ ଏହି ପୋଷ୍ଟଟିକୁ ଚୁପଚାପ ଥରେ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଟି କାମ କରିବା ସମୟରେ ପୁରୁଷଙ୍କୁ କେବେବି ଲାଜ କରିବା ଉଚିତ ନୁହେଁ। ଏହା ସହିତ ଜାଣିବା ଏମିତି କେଉଁ ଭୁଲ ଅଛି ଯାହା ଦ୍ୱାରା ଆପଣଙ୍କୁ ଜୀବନସାରା ଗରିବିର ସାମ୍ନା କରିବାକୁ ପଡିଥାଏ।

ବନ୍ଧୁଗଣ ଏହି ଦୁନିଆରେ ସମସ୍ତ ମନୁଷ୍ୟଙ୍କର କିଛି ନାଁ କିଛି ସମସ୍ୟା ନିଶ୍ଚୟ ଥିବ। କିଏ ନିଜର ରୋଗକୁ ନେଇ ସମସ୍ୟାରେ ଥାଏ ତ କେହି ନିଜର ଘରର ପରିବେଶକୁ ନେଇ। ଆଜିକାଲି ଲୋକେ ଧନକୁ ନେଇ ବହୁତ ଚିନ୍ତିତ ଅଛନ୍ତି। ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳେ ନାହିଁ। ଧନ ବିନା ସମସ୍ତ ମନୁଷ୍ୟ ଚିନ୍ତାରେ ଥାଏ। ଆପଣଙ୍କ କର୍ମ ଅନୁସାରେ ଭଗବାନ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇଥାନ୍ତି।

ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଏମିତି କିଛି କାର୍ଯ୍ୟ ବିଷୟରେ କହିଛନ୍ତି ଯାହାକୁ କରିଲେ ଜୀବନରେ ଦରିଦ୍ରତା ଆସିଥାଏ। ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ବିଷୟରେ।

ଏମିତି କୁହାଯାଏ ଯେଉଁ ବ୍ୟକ୍ତି ନିଜ ବିଛଣାକୁ ସଫା ରଖନ୍ତି ନାହିଁ ଏମିତି ଘରେ ସର୍ବଦା ଦୁଃଖ ଦରିଦ୍ରତା ବନିରହିଥାଏ। ଏଥିପାଇଁ ପୁରା ଘରର ସଫା ସୁତରା ସହିତ ନିଜର ବିଛଣାକୁ ବି ସଫା ରଖନ୍ତୁ।

ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ମଇଳା ଏବଂ ଅପରିଷ୍କାର ବସ୍ତ୍ର ଧାରଣ କରିଥାଏ ତ ମା ଲକ୍ଷ୍ମୀ ଏମିତି ଲୋକଙ୍କ ଘରକୁ କେବେବି ଆସନ୍ତି ନାହିଁ। ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ସଫା ସୂତରା ପସନ୍ଦ। ମା ଲକ୍ଷ୍ମୀ ଏମିତି ଘରେ ବାସ କରନ୍ତି ଯେଉଁ ଘରେ ସ୍ୱଚ୍ଛତା ବନିରହିଥାଏ। ଅପରିଷ୍କାର ଘରେ ଅଲକ୍ଷ୍ମୀର ବାସ ହୋଇଥାଏ। ଏମିତି ଘରେ ଦରିଦ୍ରତା ବନି ରହିଥାଏ। ଏହା ସହିତ ଯେଉଁ ଲୋକ ଅପରିଷ୍କାର କପଡା ପିନ୍ଧି ଥାନ୍ତି ସେମାନେ ଦରିଦ୍ର ହେବା ସହିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

ଯେଉଁ ଲୋକ ନିଜର ଦାନ୍ତକୁ ଅପରିଷ୍କାର ରଖନ୍ତି ମା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୋଇଯାନ୍ତି।

ଖାଦ୍ୟରେ କମି ବାହାର କରିବା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଖାଦ୍ୟର ଆଲୋଚନା କରିଥାଏ ଅର୍ଥାତ ଖାଦ୍ୟ ଦେଖିବା ମାତ୍ରେ ସେଥିରେ କମି ବାହାର କରିଥାଏ ତ ଏମିତି ଘରେ କେବେବି ଟଙ୍କା ରହେନାହିଁ। ଏଥିପାଇଁ ମନୁଷ୍ୟଙ୍କୁ କେବେବି ଭଜନରେ କମି ବାହାର କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ସହିତ ମା ଅନ୍ନପୂର୍ଣ୍ଣା ବି ହୋଇଯାନ୍ତି କ୍ରୋଧିତ।

ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ବି ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାଏ ତ ଏମିତି ବ୍ୟକ୍ତି କେବେବି ଧନବାନ ହୋଇପାରନ୍ତି ନାହିଁ।

କୌଣସି ବି ଭଙ୍ଗା ରୁଜା ଜିନିଷ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରକୁ ନକରାତ୍ମକତା ଆସିଥାଏ। ମାନସିକ ଚିନ୍ତା ଲାଗିରହିଥାଏ।

ପୁରୁଣା କପଡାକୁ ପୋଟଳି କରୁ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ପୁରୁଣା କଳହ କ୍ଳେଶ ଲାଗିରହିଥାଏ ଶେଷ ହୋଇନଥାଏ। ଏଥିପାଇଁ କୌଣସି ଅଭାବୀ ଲୋକଙ୍କୁ ପୁରୁଣା କପଡା ଦେଇଦିଅନ୍ତୁ।

ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ନିଜର ଟଙ୍କାକୁ ନେଇ ଗର୍ବ ହୋଇଯାଏ ତ ବୁଝିନିଅନ୍ତୁ ସେ ବ୍ୟକ୍ତି ଲକ୍ଷ୍ମୀଙ୍କୁ ହରେଇ ଦେଇଥାଏ।

ପୁରୁଣା ଜୂତା ଚପଲ ଘରେ ରହିଲେ କାମରେ ବାଧା ଆସିଥାଏ। ଏଥିପାଇଁ ଏହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ।

ଛାତ ଉପରେ କେବେବି ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ। ଏହା ଘରର ଉନ୍ନତିକୁ ଅଟକାଇ ଦେଇଥାଏ। ଘରର ଖୁସି ଚାଲି ଯାଇଥାଏ।

ଆସନ୍ତୁ ଜାଣିବା କେଉଁ ୩ ଟି କାମ କରିବା ସମୟରେ ଲାଜ କରିବା ଉଚିତ ନୁହେଁ।

ଝିଅ ମାନଙ୍କୁ ନିଜର ପ୍ରେମ କଥା କହିବାରେ ଲାଜ କରିବା ଉଚିତ ନୁହେଁ। ଯଦି ଆପଣ ତାଙ୍କୁ ସତରେ ଭଲପାଉଛନ୍ତି ତ ତାଙ୍କୁ କହିଦିଅନ୍ତୁ ନଚେତ ଆପଣଙ୍କର ଏହି ଡର ଡେରି ହୋଇଯାଇପାରେ। ଏହା ସହିତ ପତିକୁ କେବେବି ନିଜର ସ୍ତ୍ରୀଙ୍କୁ ପ୍ରେମ କରିବା ସମୟରେ ଲାଜ କରିବା ଉଚିତ ନୁହେଁ। ସ୍ତ୍ରୀଙ୍କ ଠାରୁ ପ୍ରେମ ମାଗିବା ସମୟରେ କେବେବି ଲାଜ କରିବା ଉଚିତ ନୁହେଁ।

ଦୁଃଖ କଷ୍ଟ ସମୟରେ କେବେବି ଡରିବା ଉଚିତ ନୁହେଁ। ଯେତେ ଡରିବେ ସେତେ କ୍ଷତିରେ ପଡିବେ ଏଥିପାଇଁ କେବେବି ଏହି ଦୁଃଖ କଷ୍ଟକୁ ଭୟଭୀତ ନକରି ହିମତର ସହିତ ସାମ୍ନା କରିବା ଉଚିତ।

କେବେବି ସ୍ତ୍ରୀଙ୍କ ସାମ୍ନାରେ କୌଣସି କଥାକୁ ନେଇ ଡରିବେ ନାହିଁ। କାରଣ ସ୍ତ୍ରୀ ସର୍ବଦା ସ୍ୱାମୀଙ୍କୁ ଭରସା କରିଥାଏ। ତ ସେଥିପାଇଁ କେବେବି କୌଣସି କଥାରେ ପୁରୁଷ ଡରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *