Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ବାର ଦିନ ମାନସିକ କଲେ ସବୁ ଅଭିଳାଷା ପୂରଣ ହୋଇଥାଏ, ଜାଣନ୍ତୁ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ। ଯଦି ଆପଣଙ୍କୁ କୌଣସି କାର୍ଯ୍ୟରୁ ସଫଳତା ମିଳୁ ନାହିଁ, ତାହେଲେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଗୋମାତାଙ୍କୁ ପୂଜା କରି ସବୁଜ ଚାରା ଖାଇବାକୁ ଦେଲେ, ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ପାପ କ୍ଷୟ ହୋଇଥାଏ। ମନେ ରଖନ୍ତୁ କି, ଗଙ୍ଗା ନଦୀକୁ ଦେବତୁଲ୍ୟ ମାନି ପୂଜାର୍ଚ୍ଚନା କରିବା ଦ୍ଵାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ସେହିପରି ତୁଳସୀ ଗଛ ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତେଣୁ ଘରେ ତୁଳସୀ ଗଛ ଲଗାଇ ପୂଜାର୍ଚ୍ଚନା କରିବା ଦ୍ଵାରା ପରିବାର ଲୋକଙ୍କ ଉପରେ କୃପା ଦୃଷ୍ଟି ରହିଥାଏ

ସବୁବେଳେ ଗୁରୁଜନଙ୍କ ପରାମର୍ଶ ନେବା ଉଚିତ, ଏହାଦ୍ଵାରା ଜୀବନରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଶାସ୍ତ୍ର ଅନସରେ ଏକାଦଶୀ ପ୍ରତି ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ପିତୃ ପୁରୁଷଙ୍କୁ ସର୍ବଦା ପ୍ରସନ୍ନ ରଖିବା ଉଚିତ। ଯେଉଁ ଘରେ ଲୋକେ ଖାଇବା ପୂର୍ବରୁ ପ୍ରଥମେ ଠାକୁରଙ୍କୁ ପ୍ରସାଦ ରୂପରେ ଅର୍ପଣ କରିଥାନ୍ତି,

ସେଠାରେ କେବେବି ଖାଦ୍ୟର ଅଭାବ ହୋଇ ନଥାଏ।ଖାଇ ସାରିବା ପରେ ରୋଷେଇ ଘରେ କେବେବି ଅଇଁଠା ଖାଦ୍ୟ ରଖିବା ଉଚିତ ନୁହେଁ। ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଗରିବ ଲୋକଙ୍କୁ ଅନ୍ନ ଦାନ କରିବା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ।

ଗରୁଡ଼ ପୁରାଣ ଅନୁସାରେ କେବେବି ଆତ୍ମୀୟ ସ୍ଵଜନଙ୍କ ମୃତ ଶରୀରକୁ ଏକା ଛାଡ଼ିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ, ସବା ଦାହ ପରଦିନ କରିବା ଉଚିତ। ସବୁବେଳେ ସୁଗନ୍ଧିତ ବସ୍ତ୍ର ପରିଧାନ କରିବା ଉଚିତ, ଏହାଦ୍ଵାରା ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। କେଉଁ ବ୍ୟକ୍ତି ଧାର୍ମିକ କାର୍ଯ୍ୟ ତଥା ଈଶ୍ୱରଙ୍କୁ ଅପମାନ କରିଥାଏ, ତାକୁ ମୃତ୍ୟୁ ପରେ ନର୍କ ପ୍ରାପ୍ତି ହୋଇଥାଏ।

ଗୋଟେ ନଡ଼ିଆକୁ କଣା କରି ସେଥିରେ ଚିନି ପୁରାଇ କୌଣସି ଶୂନଶାନ ସ୍ଥାନରେ ପୋତି ଦେବା ଶୁଭ ହୋଇଥାଏ। ଅମାବାସ୍ୟା ଦିନ କୁକୁରକୁ ରୁଟି, ଗାଈକୁ ସବୁଜ ଘାସ, ମାଛକୁ ଅଟା ଗୋଲି ଖାଇବାକୁ ଦେଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ପ୍ରତ୍ୟେକଦିନ ଦାନ୍ତ ସଫା ରଖିବା ଉଚିତ, ନଚେତ ଦାନ୍ତ ମାଧ୍ୟମରେ ଶରୀର ଅସୁସ୍ଥ ହେବାର ସମ୍ଭାବନା ରହିଥାଏ। ସର୍ବଡ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *