Excuse Me Odisha

ଯାହା କହିବୁ ସତ କହିବୁ

୧୨ ଅଗଷ୍ଟ ୯୦ ବର୍ଷ ପରେ ଦେଖାଦେବ ଶ୍ରାବଣ ମାସର ପୂର୍ଣ୍ଣିମାର ଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୨ ଅଗଷ୍ଟ ୯୦ ବର୍ଷ ପରେ ଦେଖାଦେବ ଶ୍ରାବଣ ମାସର ପୂର୍ଣ୍ଣିମାର ଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

ଶ୍ରାବଣ ପୂର୍ଣ୍ଣିମାରେ ମା ଲକ୍ଷ୍ମୀ କୃପା ବର୍ଷା କରିବେ। ୪ ଟି ରାଶି ହଠାତ ଧନ ପାଇ ହୋଇଯିବେ ଧନବାନ। ପୁରା ହେବ ଏମାନଙ୍କର ଜୀବନରେ ସମସ୍ତ ଅଧୁରା ଇଛା। ଆଜି ହେଉଛି ଶ୍ରାବଣ ମାସର ପୂର୍ଣ୍ଣିମା ତିଥି। ଏହି ଦିନ ସ୍ନାନ ଏବଂ ଦାନର ପରମ୍ପରା ରହିଛି। ଏହି ଦିନ ବ୍ରତ ବି ରଖାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ମା ଲକ୍ଷ୍ମୀଙ୍କ ସହିତ ଚନ୍ଦ୍ରମାଙ୍କର ଦର୍ଶନ ଏବଂ ପୂଜା ବି କରାଯାଏ। ଏହି ଦିନ ସତ୍ୟନାରାୟଣ ଭଗବାନଙ୍କ କଥାବି କୁହାଯାଏ। ଶ୍ରାବଣ ପୂର୍ଣ୍ଣିମା ରାକ୍ଷୀ ବନ୍ଧନ ସହିତ ଖାସ ଜଡିତ ଅଛି। ଏହି ଦିନ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଏ।

ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କର ପୂଜାର ବିଶେଷ ମହତ୍ୱ ରହିଛି। ଅନେକ ବର୍ଷ ପରେ ଚାନ୍ଦ ବହୁତ ବଡ଼ ଏବଂ ଚମକଦାର ଦେଖାଯିବେ ଏବଂ ନିଜ ଭଳି ଅନେକ ରାଶିଙ୍କ ଭାଗ୍ୟ ବି ଚମକାଇ ଦେବେ। ଏହି ପୂର୍ଣ୍ଣିମା ଏମାଙ୍କ ଭାଗ୍ୟ ଖୋଲିଦେଵ ଏବଂ ଏମାନଙ୍କୁ ଧନବାନ ବନେଇ ଦେବ। ଏହି ୪ ଟି ରାଶିର ଲୋକଙ୍କ ଘରକୁ ସ୍ଵୟଂ ମା ଲକ୍ଷ୍ମୀ ଆସିବେ। ଏହି ବର୍ଷ ପୂର୍ଣ୍ଣିମା ତିଥି ୧୨ ଅଗଷ୍ଟ ସକାଳେ ହିଁ ଶେଷ ହେବ। ଏହି ବର୍ଷ ଶ୍ରାବଣ ପୂର୍ଣ୍ଣିମା ୧୧ ଅଗଷ୍ଟରେ ଉଦୟ ହେବେ ଏବଂ ପୂର୍ଣ୍ଣିମାର ବ୍ରତ ୧୧ ଅଗଷ୍ଟରେ ହିଁ ପାଳନ କରାଯିବ। ଏହି ବର୍ଷ ପୂର୍ଣ୍ଣିମା ତିଥି ୧୧ ଅଗଷ୍ଟ ଏବଂ ୧୨ ଅଗଷ୍ଟରେ ପଡୁଅଛି।

ପୂର୍ଣ୍ଣିମା ତିଥି ୧୧ ଅଗଷ୍ଟ ସକାଳ ୯:୧୩ ମିନିଟ ରୁ ଆରମ୍ଭ ହୋଇ ପର ଦିନ ୧୨ ଅଗଷ୍ଟ ସକାଳ ୭:୫ ମିନିଟରେ ଶେଷ ହେବ। ସ୍ନାନ ଦାନର ପୂର୍ଣ୍ଣିମା ଉଦୟ ତିଥି ଅନୁସାରେ ୧୨ ଅଗଷ୍ଟରେ ଅଟେ। ୧୧ ଅଗଷ୍ଟ ଗୁରୁବାର ଦିନ ରାତି ୮:୨୫ ମିନିଟରେ ଭଦ୍ରାର ଶେଷ ପରେ ରାକ୍ଷୀ ବନ୍ଧା ଯିବ। ୧୧ ଅଗଷ୍ଟ ରାତି ୧୧:୩୦ରେ ଭଦ୍ରା ଶେଷ ହେବା ପରେ ପରଦିନ ଶୁକ୍ରବାର ଦିନ ସକାଳ ୭:୧୬ ମିନିଟ ପର୍ଯ୍ୟନ୍ତ ରାକ୍ଷୀ ବନ୍ଧନର ଶୁଭ କାର୍ଯ୍ୟ କରାଯିବ। ୧୨ ଅଗଷ୍ଟ ଶୁକ୍ରବାର ଦିନ ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିବ।

ଶ୍ରାବଣ ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କ ଉଦୟ ସନ୍ଧ୍ୟା ୬:୫୫ ମିନିଟରେ ହେବ ଏବଂ ଚନ୍ଦ୍ରସ୍ତ ପର ଦିନ ପ୍ରାତଃ ୫: ୪୪ ମିନିଟରେ ହେବ। ଏହି ବର୍ଷ ପୁର୍ଣିମାରେ ୩ ଟି ଶୁଭ ଯୋଗ ବନୁଅଛି। ପୂଜାପାଠ ପାଇଁ ଏହି ୩ ଯୋଗକୁ ଶୁଭ ମାନାଯାଏ। ସ୍ନାନ ଦାନର ପୁର୍ଣିମାରେ ୧୧ ଅଗଷ୍ଟରେ ଧନୀଷ୍ଟା ନକ୍ଷତ୍ର ସହିତ ସୌଭାଗ୍ୟ ଯୋଗ ଏବଂ ସିଦ୍ଧି ଯୋଗ ବି ବିଦ୍ୟମାନ ରହିବେ। ଏହି ଯୋଗ କିଛି ରାଶିର ଲୋକଙ୍କୁ ମାଲାମାଲ ବନେଇଦେବ।

ମିଥୁନ ରାଶି। ଏହି ରାଶିର ଜାତକ ପାଇଁ ପୁରା ଅଗଷ୍ଟ ମାସ ବହୁତ ଭଲରେ ବ୍ୟତୀତ ହେବ କିନ୍ତୁ ପୁର୍ଣିମାର ଆଖପାଖର ସମୟ ଭଲ ରହିବ। ଆପଣଙ୍କର ଅଟକି ରହିଥିବା ଧନର ପ୍ରାପ୍ତି ହେବ। ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ରୋଜଗାର କ୍ଷେତ୍ରରେ ଉନ୍ନତି ମିଳିବ। ବଡ଼ ମାନଙ୍କର ପୁରା ସହଯୋଗ ଏବଂ ମାର୍ଗଦର୍ଶନ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାରୁ ମୁକ୍ତି ମିଳିବ।

ଆପଣଙ୍କ ଦାମ୍ଫତ୍ୟ ଜୀବନରେ ମଧୁରତା ବନି ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନ ଭଲ ରହିବ। ନୂତନ ଚାକିରିର ଅଫର ମିଳିପାରେ। ନିଜର ବାଣୀ କୁଶଳତା ଏବଂ ଉର୍ଜାବାନ ନେତୃତ୍ୱ ବଳରେ ସମାଜରେ ଆପଣ ମାନ ପ୍ରତିଷ୍ଠା ପ୍ରାପ୍ତ କରିବେ। ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦେବା ଉଚିତ। ଆପଣଙ୍କୁ ହଠାତ ଧନର ପ୍ରାପ୍ତି ହୋଇପାରେ। ସେୟାର ମାର୍କେଟରୁ ହଠାତ ଲାଭ ମିଳିପାରେ। ପୈତୃକ ସମ୍ପତିରୁ ଲାଭ ମିଳିପାରେ।

କନ୍ୟା ରାଶି:- ଏହି ମାସରେ ଆର୍ଥିକ ସ୍ଥିତିର ସୁଧାର ହେବା କାରଣରୁ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନେ ସେୟାର ମାର୍କେଟ ସହିତ ଜଡିତ ସେମାନଙ୍କୁ ଲାଭ ମିଳିବ। ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ବର୍ଷା କରିବେ। ବୁଝି ବିଚାରି ନିବେଶ କରନ୍ତୁ ଯାହା ଦ୍ୱାରା କୌଣସି ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ ନାହିଁ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ହାସଲ ହେବ। ପୁରୁଣା ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।

ଚାକିରୀ ଖୋଜୁଥିବା ଲୋକଙ୍କୁ ଚାକିରୀ ମିଳିପାରେ। ପ୍ରେମ ସମ୍ବଦ୍ଧରେ ଥିଲେ ସତର୍କ ରୁହନ୍ତୁ କିଛି ମତଭେଦ ଉତ୍ପନ୍ନ ହୋଇପାରେ ଧର୍ଯ୍ୟର ସହିତ କାମ କରନ୍ତୁ ନଚେତ ସମ୍ପର୍କରେ ମତଭେଦ ଉତ୍ପନ୍ନ ହୋଇପାରେ। ପରିବାରରେ ଏକତା ବନେଇ ରଖନ୍ତୁ। ମାଙ୍ଗଳିକ କାର୍ଯ୍ୟର ଶୁଭ ଅଵସର ଆସିବ।

କୁମ୍ଭ ରାଶି:- ମାସର ଆରମ୍ଭରୁ ହିଁ ଶୁଭ ସଂକେତ ମିଳିବା ଆରମ୍ଭ ହୋଇଯିବ। ଆର୍ଥିକ ସ୍ଥିତି ମଜବୁତ ହେବା ଆରମ୍ଭ ହୋଇଯିବ। ଆମଦାନୀର ନୂତନ ରାସ୍ତା ଖୋଲିବ। ଚାକିରୀ କରୁଥିବା ଜାତକଙ୍କ ପାଇଁ ନୂତନ ଅଵସର ଆସିପାରେ। ବ୍ୟାପାର ବ୍ୟବସାୟରେ ସଫଳତା ମିଳିପାରେ। ଭଲ ଫଳ ମିଳିବ। ବ୍ୟପାରରେ ଭଲ ଫଳ ମିଳିବ। ବଜାରରେ ଆପଣଙ୍କର ନୂଆ ଶତ୍ରୁ ବି ଉତ୍ପନ୍ନ ହୋଇପାରନ୍ତି ଯେଉଁମାନେ ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି।

ନିଜର ସାହସ ଯୋଗୁ ବଡ଼ରୁ ବଡ଼ କଠିନ ସମସ୍ୟାରୁ ଆପଣ ମୁକ୍ତି ପାଇଯିବେ। ବିପୁଳ ଧନର ପ୍ରାପ୍ତି ହେବ। ଧନ ସଞ୍ଚୟ କରିପାରିବେ। ଘର କିମ୍ବା ବାହନ କ୍ରୟ ବିକ୍ରୟ କରିବାକୁ ଚାହୁଁଥିଲେ ଏହି ସମୟ ଭଲ ରହିବ। ସନ୍ତାନଙ୍କ ଦାୟିତ୍ୱ ପୂରଣ କରିପାରିବେ। ପ୍ରେମ ସମ୍ପର୍କରେରେ ପ୍ରଗଢ଼ତା ଆସିବ।

ମୀନ ରାଶି। ଏହି ପୁରା ମାସ ଏହି ରାଶିର ଜାତକଙ୍କୁ ସକରାତ୍ମକ ପରିଣାମ ଦେବ। ଚାକିରୀରେ ନୂତନ ଅଵସର ପ୍ରାପ୍ତ ହେବ ଯାହା ଦ୍ୱାରା ମନ ପ୍ରସନ୍ନ ରହିବ। ଏହି ପୂର୍ଣ୍ଣିମା ଦିନ ସକାଳେ ଗାଈକୁ ଦୁଇଟି ରୋଟି ନିଶ୍ଚୟ ଖୁଆଇଦେବେ। ମଙ୍ଗଳଦୋଷା ଶେଷ ହୋଇଯିବ। ଅଳ୍ପ ମାନସିକ ଅଶାନ୍ତି ରହିବ କିନ୍ତୁ ଏହି ସମୟ ଭଲ ଫଳ ଦେବ। ମାନ ସମ୍ମାନ ପ୍ରତିଷ୍ଠାର ବୃଦ୍ଧି ହେବ। ଚାକିରିରେ ପଦ ଉନ୍ନତିର ଯୋଗ ରହିଛି। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଏହି ସମୟରେ ଆପଣ ଜବରଦସ୍ତ ଧନ ପ୍ରାପ୍ତି କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *