Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଏହି ସ୍ଥାନରେ ରଖି ଦିଅନ୍ତୁ ୧୦ ଟଙ୍କାର ମୁଦ୍ରାଟିଏ,୨୪ ଘଣ୍ଟାରେ ଭିତରେ ଘରକୁ ଆସିବ ଟଙ୍କା………..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ କୌଣସି ବି ଦିନରେ ୧୦ ଟଙ୍କାର କଏନ ଏହି ଗଛରେ ପୋତି ଦେବେ ୨୪ ଘଣ୍ଟାରେ ନଦୀ ଭଳି ଟଙ୍କା ଆସିବ।

ଶ୍ରାବଣ ମାସ ଅର୍ଥାତ ଏହା ଭଗବାନ ଶିବଙ୍କର ମାସ ଅଟେ। ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପବିତ୍ର ମନରେ କୌଣସି ବି ସାଧନା କରିଥାଏ କିମ୍ବା କୌଣସି ଖାସ ଉପାୟ କରିଥାଏ ତ ତାର ସମସ୍ତ ଇଛା ପୂରଣ ତ ହୋଇଥାଏ ଏହା ସହିତ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କ ସହିତ ନବ ଗ୍ରହ ଚାଲନ୍ତି ତ ଏମିତି ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଆସିନଥାଏ।

ନବ ଗ୍ରହ ସେତେବେଳେ ଚାଲନ୍ତି ଯେତେବେଳେ ଭଗବାନ ଶିବଙ୍କ କୃପା କୌଣସି ସାଧକ ଉପରେ କିମ୍ବା କୌଣସି ବ୍ୟକ୍ତି ଉପରେ ହୋଇଯାଏ। ଆଜି ଆମେ ଏହି ପୋଷ୍ଟରେ ବଡ଼ ଉପାୟ ବିଷୟରେ ଜଣେଇବୁ ଯାହା କେବଳ ଶ୍ରାବଣ ମାସରେ ହିଁ କରାଯାଏ ଏବଂ ଯେଉଁ ଭକ୍ତ ଏହି ଉପାୟକୁ ଶ୍ରାବଣ ମାସରେ କରନ୍ତି ତାଙ୍କ ଜୀବନରେ ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ସେ ଆଗକୁ ବଢିଯାଏ। ଜୀବନରେ ଯେତେ ବଡ଼ କଷ୍ଟ ଥିଲେ ଏହି ଉପାୟକୁ କରିଲେ ସବୁ କଷ୍ଟ ଜଲଦି ଶେଷ ହୋଇଯିବ।

ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ କୃପା ଥାଏ ଏମିତି ବ୍ୟକ୍ତିଙ୍କ କେବେବି ଜୀବନରେ ଅଟକି ରହେନାହିଁ ସେ ଆଗକୁ ହିଁ ବଢି ଯାଏ। ଶାସ୍ତ୍ରରେ ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଶ୍ରାବଣ ମାସର ସୋମବାରର ବ୍ରତ ରଖିଥାଏ ଏବଂ ଭଗବାନ ଶିବଲିଙ୍ଗରେ ଜଳ ଅର୍ପଣ କରିଥାଏ ତାଙ୍କର ସମସ୍ତ ଇଛା ପୂରଣ ହୋଇଥାଏ ଏବଂ ଭଗବାନ ଶିବଙ୍କର ବିଶେଷ କୃପା ତାଙ୍କୁ ମିଳିଯାଏ ଏବଂ ସେ ଆଗକୁ ବଢିଯାନ୍ତି।

କୁହାଯାଏ ଶ୍ରାବଣ ମାସରେ ବରଗଛର ଯିଏ ସେବା କରନ୍ତି ଅର୍ଥାତ ପ୍ରତ୍ୟକ ଦିନ କ୍ଷୀର ଏବଂ ଜଳ ଅର୍ପଣ କରିଥାନ୍ତି ଏମିତି ବ୍ୟକ୍ତି ନିଜର ପିତୃଦେବଙ୍କ ସହଯୋଗ ପ୍ରାପ୍ତ କରିଥାନ୍ତି। କୂଳ ଦେବୀ ଏବଂ କୂଳ ଦେବତା ତାଙ୍କ ସପକ୍ଷରେ ଆସିଯାନ୍ତି। ଯାହାକି ତାଙ୍କର ୨୪ ଘଣ୍ଟା ରକ୍ଷା କରିଥାନ୍ତି। ଏମିତି ବ୍ୟକ୍ତିଙ୍କ ଜୀବନରେ ସଙ୍କଟ ଆସିନଥାଏ।

ଶ୍ରାବଣ ମାସରେ ଯଦି ଆପଣ ସଂଜୀବନି ମନ୍ତ୍ରର ସାଧନା କରନ୍ତି ତେବେ ଏହା ଦ୍ୱାରା ଜୀବନରେ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ହୋଇଥାଏ। ଏହି ଉପାୟ ପାଇଁ କୌଣସି ୧୦ ଟଙ୍କାର କଏନ ଆପଣଙ୍କୁ ନେବାକୁ ପଡିବ। ଏହାକୁ ଶ୍ରାବଣ ମାସରେ ପ୍ରତ୍ୟକ ଦିନ ନିଜ ତକିଆ ତଳେ ରଖି ଶୋଇବାକୁ ହେବ। ଏହା ଦ୍ୱାରା ଯେତେବି ନକରାତ୍ମକ ଉର୍ଜା ଅଛି ତାହା ସବୁ ଏହି କଏନରେ ସମହିତ ହୋଇଯିବ। କାରଣ ବହୁତ ଲୋକଙ୍କ ଜୀବନରେ ଦୁର୍ଭାଗ୍ୟ ଆସିଥାଏ କାରଣ ତାଙ୍କର ଆଖପାଖରେ ନକରାତ୍ମକ ଉର୍ଜା ସବୁ ୨୪ ଘଣ୍ଟା ଘୁରି ବୁଲନ୍ତି ଯାହା ତାଙ୍କ କାର୍ଯ୍ୟକୁ ଖରାପ କରିଥାଏ।

ଏଥିପାଇଁ ୧୦ ଟଙ୍କାର କଏନ ଆପଣଙ୍କୁ ଶ୍ରାବଣ ମାସରେ ପ୍ରତ୍ୟକ ଦିନ ନିଜ ତକିଆ ତଳେ ରଖି ଶୋଇବାକୁ ହେବ ଏବଂ ଏହି କଏନକୁ ସକାଳୁ ଉଠି ପ୍ରତ୍ୟକ ଦିନ ଧୋଇ କରି ପାଖରେ ଥିବା ଭଗବାନ ଶିବ ମନ୍ଦିରକୁ ଯାଇ ପ୍ରତ୍ୟକ ଦିନ ଏହି କଏନକୁ ଛୁଇଁ କରି ଆଣିବାକୁ ହେବ।

ଏମିତି କରିଲେ ଯେତେବି ନକରାତ୍ମକ ଉର୍ଜା ଆପଣଙ୍କ ଭିତରେ ଥିବ ତାହା ଏହି କଏନକୁ ଚାଲିଯାଏ ଏବଂ ଭଗବାନ ଶିବଲିଙ୍ଗରେ ଏହି କଏନକୁ ଛୁଇଁ ଦେଲେ ଯେତେ ନକରାତ୍ମକ ଉର୍ଜା ସବୁ ସକରାତ୍ମକ ଉର୍ଜାରେ ପରିଣତ ହୋଇଯାଏ ଏବଂ ଏହି ସକରାତ୍ମକ ଉର୍ଜା ସବୁ ଆପଣଙ୍କ ଭିତରକୁ ପ୍ରବେଶ କରିଥାନ୍ତି ଯାହା ଦ୍ୱାରା ସମସ୍ତ ସଙ୍କଟ ଦୁଃଖ ତୁରନ୍ତ ଶେଷ ହେବାକୁ ଲାଗିଯାଏ।

ଯେଉଁ ଲୋକଙ୍କୁ ଚାକିରୀ ମିଳିପାରୁନାହିଁ କିମ୍ବା ଯେଉଁ ଲୋକଙ୍କ ଜୀବନରେ ଦୁର୍ଭାଗ୍ୟ ବହୁତ ଅଧିକ ହୋଇଯାଇଛି ତ ସେମାନେ ନିଶ୍ଚୟ ହିଁ ଶ୍ରାବଣ ମାସରେ ଏହି ଖାସ ଉପାୟକୁ ପ୍ରତ୍ୟକ ଦିନ କରନ୍ତୁ। ଏହୂ ଉପାୟ ପାଇଁ ୧୦ ଟଙ୍କାର କଏନ ଏବଂ ଜଳ ପ୍ରତ୍ୟକ ଦିନ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବାକୁ ହେବ। ଯେତେବେଳେ ଆପଣ ଜଳ ଅର୍ପଣ କରିବେ ତ ସେହି ସମୟରେ ଏହି କଏନକୁ ଶିବ ଲିଙ୍ଗରେ ଛୁଇଁ କରି ନିଜ ଘରକୁ ନେଇ ଆସନ୍ତୁ ଏବଂ ରାତିରେ ଏହି କଏନକୁ ତକିଆ ତଳେ ରଖି ଶୋଇ ଯାଆନ୍ତୁ। ଏମିତି କରିଲେ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ବହୁତ ଶୀଘ୍ର ସୌଭାଗ୍ୟରେ ପରିଣତ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *