Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସର ମଙ୍ଗଳବାର ଦିନ ଚୁପଚାପ ବାନ୍ଧିଦିଅନ୍ତୁ ଏହିଠାରେ କଳା ସୂତା। ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସର ମଙ୍ଗଳବାର ଦିନ ଚୁପଚାପ ବାନ୍ଧିଦିଅନ୍ତୁ ଏହିଠାରେ କଳା ସୂତା। ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ ଶ୍ରାବଣ ମାସ ସମାପ୍ତ ହେବା ପୂର୍ବରୁ ଆଜି ହିଁ ବାନ୍ଧନ୍ତୁ ଶରୀରରେ ଏହି ଅଙ୍ଗରେ କଳା ସୂତା। ଭଗବାନ ଶିବଙ୍କ କୃପାରୁ ଘରେ ଧନ ସମ୍ପତ୍ତିର ଭଣ୍ଡାର ଭରି ଯିବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଶ୍ରାବଣ ମାସ ୧୨ ଅଗଷ୍ଟରେ ଶେଷ ହେବାକୁ ଯାଉଛି ତ ଆଜି ହିଁ ଶରୀରରେ ଏହି ଅଙ୍ଗରେ ବାନ୍ଧି ନିଅନ୍ତୁ କଳା ସୂତା ହୋଇଯିବେ ମାଲାମାଲ। ଏହି ମାସରେ କଳା ସୂତା ବାନ୍ଧିଲେ ଭାଗ୍ୟ ଉଦୟ ହୋଇଯିବ।

କଳା ରଙ୍ଗ ନକରାତ୍ମକ ଉର୍ଜାକୁ ଉତ୍ପନ୍ନ କରିଥାଏ ସେଥିପାଇଁ କୌଣସି ପୂଜା ପାଠରେ କଳା ରଙ୍ଗର କପଡ଼ା ପରିଧାନ କରାଯାଏ ନାହିଁ। କିନ୍ତୁ କଳା କପଡା ଏବଂ କଳା ସୂତା ମଧ୍ୟରେ ବହୁତ ଫରକ ଅଛି।

ଛୋଟ ପିଲାଙ୍କୁ ନଜର ନଲାଗିବା ପାଇଁ ତାଙ୍କ ଶରୀରରେ କଳା ସୂତା ପିନ୍ଧାଇଥାନ୍ତି।

ଯଦି ଆପଣ କଳା ରଙ୍ଗର ସୂତା ନିଜ ଶରୀରରେ ବାନ୍ଧିବେ ତ ଏହାର ମହତ୍ୱ ଅଧିକ ମହତ୍ୱ ଏହା ଅଟେ କି ଏହା କୌଣସି ପ୍ରକାରର ଉର୍ଜାକୁ ଆପଣଙ୍କ ଶରୀରରୁ ବାହାରକୁ ବାହାରିବାକୁ ଦିଏ ନାହିଁ। ଆଜି ଆମେ ଏମିତି ଉପାୟ ଜଣାଇବୁ ଯାହା ଆପଣ ନିଜ ଜୀବନକୁ ସକରାତ୍ମକ କରିଦେବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଏତେ ଖୁସି ଆସିବ ଯେ ଆପଣ କେବେବି କଳ୍ପନା ବି କରିନଥିବେ।

କଳା ସୂତା ବାନ୍ଧିବା ଦ୍ୱାରା ଘରକୁ ଆସୁଥିବା ନକରାତ୍ମକତାକୁ ନଷ୍ଟ କରିଦେଇଥାଏ। ଏହି ନକରାତ୍ମକତା ଆପଣଙ୍କ ଜୀବନରେ ବାଧା ସୃଷ୍ଟି କରିଥାଏ। ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ। ଧନର ଅଭାବ ହୋଇଥାଏ ଆର୍ଥିକ ସମସ୍ୟା ଚିନ୍ତିତ କରିଥାଏ କ୍ଳେଶ ବଢାଇଥାଏ ପରିବାରରେ ଅଶାନ୍ତି ଛାଇ ଯାଇଥାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ନଷ୍ଟ ହୋଇଯାଏ।

ଏହା ନକରାତ୍ମକ ଆସିବାର ବହୁତ କାରଣ ଅଟେ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଇର୍ଷା। ଏମିତି ନକରାତ୍ମକ ଆମକୁ କେବେବି ଜୀବନରେ ଆଗକୁ ବଢିବାକୁ ଦିଏ ନାହିଁ। ସର୍ବଦା ଦୁଃଖ ଏବଂ ନୈରାଶ୍ୟ ଦେଇଥାଏ। ଆଜି ଆମେ ଏମିତି ପ୍ରଭାବଶାଳୀ ଉପାୟ ଜଣେଇବୁ ଯାହା ନକରାତ୍ମକ ଶକ୍ତିକୁ ପ୍ରାଧାନ୍ୟ ହେବାକୁ ଦେବ ନାହିଁ। ଗ୍ରହ ଜନିତ ସମସ୍ୟାରୁ ମୁକ୍ତି ଦେବ। ଏଥିପାଇଁ ଆବଶ୍ୟକ ପଡିବ କଳା ସୂତା।

କଳା ସୂତା ବାନ୍ଧିବାର ପ୍ରଥା ଆଜି ନୁହେଁ ଅନେକ ଯୁଗରୁ ଏହାକୁ ହାତ ଗୋଡ଼ ଗଳା ଏବଂ ବାହୁରେ ବାନ୍ଧାଯାଏ। ନଜର ଦୋଷରୁ ବଞ୍ଚିବା ପାଇଁ ଏହାକୁ ବାନ୍ଧାଯାଏ। ଏହା ଅନେକ ସମସ୍ୟାରୁ ବଞ୍ଚାଇ ବ୍ୟକ୍ତିଙ୍କୁ ଧନୀ ମଧ୍ୟ କରିପାରେ। ଆମର ଶରୀର ପଞ୍ଚତତ୍ୱରେ ବନିଛି ଏବଂ ଏହି ୫ଟି ତତ୍ତ୍ୱ ହେଉଛି ପୃଥିବୀ ବାୟୁ ଅଗ୍ନି ଜଳ ଏବଂ ଆକାଶ। ଏଥିରୁ ମିଳୁଥିବା ଉର୍ଜା ଆମ ଶରୀରର ସଞ୍ଚାଳନ କରିଥାଏ ଏବଂ ଏହି ଉର୍ଜାରୁ ଆମେ ସବୁ ସୁବିଧାକୁ ପ୍ରାପ୍ତ କରିଥାଉ। ଯେବେ କୌଣସି ମନୁଷ୍ୟର ଖରାପ ନଜର ଆମକୁ ଲାଗିଯାଏ ସେତେବେଳେ ଏହି ୫ ତତ୍ତ୍ୱରୁ ମିଳୁଥିବା ଯେଉଁ ସକରାତ୍ମକ ଉର୍ଜା ତାହା ଆମ ପାଖରେ ପହଁଚି ନଥାଏ। ଏଥିପାଇଁ କଳା ସୂତା ବନ୍ଧା ଯାଇଥାଏ।

କଳା ରଙ୍ଗ ନଜର ଲାଗୁଥିବା ଉର୍ଜାକୁ ନଷ୍ଟ କରିଦେଇଥାଏ। ଏହି କାରଣରୁ ନକରାତ୍ମକ ଉର୍ଜା ପ୍ରଭାବିତ କରିପାରିନଥାଏ। କଳା ରଙ୍ଗ ନାକାରାତ୍ମକ ଉର୍ଜାକୁ କମ କରିଥାଏ। ଏଥିପାଇଁ ଘରର ବଡ଼ ମାନେ ଯେବେ ଘରେ କୌଣସି ଛୋଟ ପିଲା ଜନ୍ମ ହୋଇଥାଏ ତ ତାକୁ କାହାର ନଜର ନଲାଗିବା ପାଇଁ କଳା ଟୀକା ଲଗାଇଥାନ୍ତି। ଏହି କଳା ରଙ୍ଗ ସର୍ବଦା ଖରାପ ଶକ୍ତିରୁ ରକ୍ଷା କରିଥାଏ।

କଳା ସୂତା ନେଇ କୌଣସି ଶନି ମନ୍ଦିର କିମ୍ବା ହନୁମାନଙ୍କ ମନ୍ଦିରକୁ ଯିବାକୁ ପଡ଼ିବ। ଯଦି ଆପଣ ଶନି ମନ୍ଦିର ଯିବେ ତେବେ ଶନି ଦେବଙ୍କୁ ଯେଉଁ ସୋରିଷ ତେଲ ଅର୍ପଣ କରାଯାଏ ସେହି ତେଲରେ କଳା ସୂତାକୁ ବୁଡାଇ ଦିଅନ୍ତୁ କିମ୍ବା କଳା ସୂତାରେ ସେହି ତେଲକୁ ଅଳ୍ପ ଟିକେ ଲଗେଇ ଦେବେ। ଯଦି ହନୁମାନ ମନ୍ଦିରକୁ ଯିବେ ତେବେ ହନୁମାନଙ୍କ ଚରଣରେ ଥିବା ସିନ୍ଦୁରକୁ ଏହି ସୂତାରେ ବାନ୍ଧିବାକୁ ହେବ। ଏହା ସହିତ ସୂତାରେ ୭ ଟି ଗଣ୍ଠି ପକେଇବାକୁ ପଡିବ। ପ୍ରତ୍ୟକ ଗଣ୍ଠି ପକେଇବା ସମୟରେ ସମସ୍ୟାର ନିବାରଣ ପାଇଁ ପ୍ରାର୍ଥନା କରିବା ଉଚିତ।

ଏମିତି ୭ ଟି ଗଣ୍ଠି ପକେଇବା ପରେ ଭଗବାନଙ୍କ ଚରଣରେ ରଖିଦିଅନ୍ତୁ ଏବଂ ୨୧ ଥର ଏହି ମନ୍ତ୍ରର ଉଚାରଣ କରନ୍ତୁ ଓଁ ଶନି ଶନିଶ୍ଚରାୟ ନମଃ। ଯଦି ହନୁମାନ ମନ୍ଦିରକୁ ଯାଉଛନ୍ତି ତେବେ ୧ ଥର ହନୁମାନ ଚାଳିସାର ପାଠ କରିବା ଉଚିତ ଏବଂ ଏହା ପରେ ଯେଉଁ ସୂତାରେ ଗଣ୍ଠି ପକେଇ ଥିବେ ସେହି ସୂତାକୁ ଦୀପ ଉପରେ ୭ ଥର ବୁଲାଇ ଦିଅନ୍ତୁ। ବୁଲାଇବା ସମୟରେ ଓଁ ଶନି ଶନିଶ୍ଚରାୟ ନମଃ କିମ୍ବା ଓଁ ହନୁମତେ ନମଃ ୭ ଥର ଜପ କରିବାକୁ ହେବ। ଏହି ଉପାୟ କରିବା ସମୟରେ କାହାରି ସହିତ କଥା ହେବେ ନାହିଁ।

ଚୁପଚାପ ଘରକୁ ଫେରି ଆସିବେ। ଗୋଟେ ରାତି ପାଇଁ ସେହି ସୂତାକୁ ନିଜ ଘରର ମନ୍ଦିରରେ ରଖିଦେବେ। ପର ଦିନ ସେହି ସୂତାକୁ ନିଜେ କିମ୍ବା ଅନ୍ୟ କାହା ପାଇଁ କରୁଥିଲେ ତାଙ୍କ ବାହୁରେ ବାନ୍ଧିଦେବେ। ଯଦି ବଡ଼ ସୂତା ନେଇଥିବେ ତେବେ ଏହି ସୂତାକୁ ଘରର ସମସ୍ତ ସଦସ୍ୟଙ୍କ ବାହୁରେ ବାନ୍ଧି ପାରିବେ। ଏହି କଥାର ଧ୍ୟାନ ରଖିବେ କି ସୂତାକୁ କାଟିବା ସମୟରେ କୌଣସି ଗଣ୍ଠିରେ କାଟିବେ ନାହିଁ। ଏମିତି କରିଲେ ଆପଣଙ୍କ ଜୀବନରେ ବଡ଼ ସମସ୍ୟା ଦୂର ହୋଇଯିବ

ଶନିଦୋଷାରୁ ବଞ୍ଚିବା ପାଇଁ ବ୍ୟକ୍ତିଙ୍କୁ କଳା ସୂତା ବାନ୍ଧିବା ଉଚିତ। ଏହି ସୂତାକୁ ନିଜର ଘରର ମୁଖ୍ୟ ଦ୍ୱାରରେ ବି ବାନ୍ଧି ପାରିବେ। ଏହା ଦ୍ବାରା ଘରକୁ କୌଣସି ବି ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ। ଆଖପାଖରେ ଥିବା ଖରାପ ଶକ୍ତି ଦୂରକୁ ଚାଲିଯିବ।

ଦାମ୍ଫତ୍ୟ ଜୀବନରେ ସୁଖ ନଥିଲେ ୧୦୦ ମିଟର କଳା ସୂତାକୁ ଏମିତି ଅଭିମନ୍ତ୍ରିତ କରି ନିଜର ଶୋଇବା ବିଛଣା ତଳେ ରଖିବାକୁ ହେବ। ଏହି ସୂତାକୁ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥାଏ। ପ୍ରେମ ବଢିଥାଏ।

ଘରର କୌଣସି ସଦସ୍ୟଙ୍କ ଉପରେ ଖରାପ ନଜର ଲାଗିଥିଲେ କଳା ସୂତାକୁ ତାଙ୍କ ବାହୁରେ ବାନ୍ଧିଦିଅନ୍ତୁ। ଯଦି ଏହାର ପ୍ରଭାବ କମ ହେଉଥାଏ ତେବେ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ଏହି ସୂତାକୁ ଆଉ ଥରେ ଅଭିମନ୍ତ୍ରିତ କରି ଆଣି ବାନ୍ଧିଦିଅନ୍ତୁ।

ଗ୍ରହ ଦୋଷ ବାସ୍ତୁ ପୀଡା ଖରାପ ନଜର ସବୁ ପ୍ରକାରର ସମସ୍ୟା ଦୂର ହୋଇ ଘରେ ସୁଖ ଶାନ୍ତି ବନି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *