Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଲୋକ ରାତିରେ ଏହି ସମୟରେ ସମ୍ଭୋଗ କରିବେ ସେମାନେ ସବୁବେଳେ ଧନୀ ରହିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଲୋକ ରାତିରେ ଏହି ସମୟରେ ସମ୍ଭୋଗ କରିବେ ସେମାନେ ସବୁବେଳେ ଧନୀ ରହିବେ।

ବନ୍ଧୁଗଣ ଯଦି ଆପଣ ବି ରାତି ହେବା ପୂର୍ବରୁ ଏହି କାମ ନକରନ୍ତି ତ ପୁରା ଜୀବନ ଆପଣଙ୍କୁ ପସ୍ତେଇବାକୁ ପଡିପାରେ। ଖାସ କରି ଅଧ ରାତିରେ ଏହି ଭୁଲ ଭୁଲରେ ବି କରିବେ ନାହିଁ।

ବନ୍ଧୁଗଣ ଶୋଇବା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ। ଆମେ ସମସ୍ତେ ଶୋଇବା ପାଇଁ ରାତି ସମୟକୁ ଉପଯୁକ୍ତ ବୋଲି ମାନିଥାଉ ଏବଂ ସେତେବେଳେ ଶୋଇଥାଉ ଯେତେବେଳେ ଆମେ ସମସ୍ତ କାମକୁ ଶେଷ କରିଥାଉ କିନ୍ତୁ ଏମିତି କିଛି କାମ ଅଛି ଯାହା ରାତିରେ ଶୋଇବା ପୂର୍ବରୁ କରିନେବା ଉଚିତ। ଏହା ସହିତ ଜାଣିବା କେବେବି ଏହି କାମକୁ ଡେରି ରାତି ପର୍ଯ୍ୟନ୍ତ କରିବା ଉଚିତ ନୁହେଁ।

ପ୍ରେମ ସମ୍ବଦ୍ଧ ପାଇଁ ରାତି ସମୟକୁ ଅଶୁଭ ବୋଲି ମାନାଯାଏ। ପ୍ରେମ ଇଛୁକତା ରାତି ୧୨ ଟା ଠାରୁ ସକାଳୁ ୬ ଟା ପର୍ଯ୍ୟନ୍ତ ବଢିଥାଏ ଏବଂ ଆନନ୍ଦ ବି ଅନେକ ଗୁଣା ବଢି ଥାଏ କିନ୍ତୁ ରାତି ୧୨ ଟାରୁ ୩ ଟା ସମୟ ମଧ୍ୟରେ ପ୍ରେମ ସମ୍ବଦ୍ଧ ବନେଇବାକୁ ଶୁଭ ମାନାଯାଏ ଏବଂ ଏହା ପରର ସମୟକୁ ଅଶୁଭ ବୋଲି ମାନାଯାଏ। ଏମିତି ଭୁଲ କେବେବି କରିବେ ନାହିଁ।

ଯେତେ ସମ୍ଭବ ରାତି ୩ ଟା ପୂର୍ବରୁ ପ୍ରେମ ସମ୍ବଦ୍ଧ ବନେଇବା ଉଚିତ। ଏହାପରେ କେବେବି ନୁହେଁ ନଚେତ ପରିଣାମ ବହୁତ ଭୟଙ୍କର ହୋଇପାରେ। କାରଣ ରାତି ୩ ଟା ପରେ ଶୁଭ ମୁହୂର୍ତ୍ତ ଅର୍ଥାତ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ଏହି ସମୟରେ ଈଶ୍ୱରୀୟ ଶକ୍ତି ବ୍ରହ୍ମାଣ୍ଡରେ ଥାଏ। ଏହି ସମୟରେ ଭଗବାନଙ୍କ ଆରୋଧନା ପୂଜାପାଠ ପର୍ଥନା ଆଦି କରାଯାଏ କିନ୍ତୁ ଏହି ସମୟରେ ଏହି କାମ କରିବା ଉଚିତ ନୁହେଁ।

ଗରୁଡ଼ ପୁରାଣ ଅନୁସାରେ ଡେରି ରାତିରେ ପୂଜା ପାଠ କରିଲେ ଏହାର ଫଳ ମିଳିନଥାଏ। ଏହି ପୂଜା ପ୍ରେତ ଆତ୍ମାଙ୍କୁ ପ୍ରାପ୍ତ ହୋଇଥାଏ। ଏହି ସମୟରେ ପୂଜାର ଫଳ ମନୁଷ୍ୟଙ୍କୁ ପ୍ରାପ୍ତ ହୋଇନଥାଏ। ମାନାଯାଏ ଯେ ଡେରି ରାତିରେ ପୂଜାପାଠ କରିଲେ ଗୁରୁ ଶକ୍ତି ଆକର୍ଷଣ ହୋଇଥାଏ। ଏଥିପାଇଁ ଡେରି ରାତିରେ ପୂଜାପାଠ କରିବା ଉଚିତ ନୁହେଁ।

ରାତିରେ ଶୋଇବା ପୂର୍ବରୁ ହାତ ଗୋଡ଼ ମୁହଁ ଧୋଇ ନେବା ଉଚିତ। ନଚେତ ନକରାତ୍ମକ ଉର୍ଜା ସଂସ୍ପର୍ଶରେ ଆସି ବ୍ୟକ୍ତି ବୀମାରି ପଡିପାରେ। ଏମିତିରେ ଆପଣଙ୍କ ଉପରେ ଦୋଷ ଲାଗିପାରେ।

ଏକ ସୁଖୀ ଜୀବନ ପାଇଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ନିଶ୍ଚୟ ପିଇବା ଉଚିତ। ଏହା ଶୋଇବାର ଅଧ ଘଣ୍ଟା ପୂର୍ବରୁ କରିନିଅନ୍ତୁ। ଏହା ଶରୀର ପାଇଁ ଅମୃତ ସହିତ ସମାନ ଅଟେ।

ବିମାରିରୁ ଦୁରେଇ ରହିବା ପାଇଁ ରାତିରେ ଅଇଁଠା ବାସନ ଏବଂ ଟେପରୁ ପଡୁଥିବା ପାଣି କେବେବି ରୋଷେଇ ଘରେ ରହିବାକୁ ଦିଅନ୍ତୁ ନାହିଁ।

ରାତିରେ କେବେବି କପଡା ଧୋଇବା ଏବଂ ସୁଖେଇବା ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ।

ଗୁରୁବାର ଦିନ କେବେବି କପଡା ଧୋଇବେ ନାହିଁ। ଏହା ଅଶୁଭ ହୋଇଥାଏ। ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *