Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଶ୍ରାବଣ ମାସର ଶେଷ ସୋମବାର – ଏହି 5ଟି ରାଶିରେ ଖୁସିର ସମୟ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ଶ୍ରାବଣ ମାସ ଶେଷ ସୋମବାର ୫ଟି ରାଶିରେ ଖୁସିର ସମୟ।

ବନ୍ଧୁଗଣ ଦୀର୍ଘ ୫୦୦ ବର୍ଷ ପରେ ଏହି ୫ ଗୋଟି ରାଶିରେ ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ୫ ଗୋଟି ରାଶିଙ୍କ ଉପରେ ବର୍ଷିବ ଭଗବାନ ଶିବଙ୍କର କୃପା। ଭଗବାନ ଶିବଙ୍କର ଅପାର କୃପା ବର୍ଷିବ ଦ୍ୱାରା ଏହି ୫ ଗୋଟି ରାଶିଙ୍କୁ ମାଲାମାଲ ହେବାରୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ୫ ଗୋଟି ରାଶି ଯାହାଙ୍କ ଉପରେ ବର୍ଷିବାକୁ ଯାଉଛି ଭଗବାନ ଶିବଙ୍କର ଅପାର କୃପା।

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ। ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଏବଂ ଶୁଭ ଫଳ ଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଜୀବନସାଥୀଙ୍କ ସହିତ ସମ୍ବଦ୍ଧ ମଧୁର ହେବ। ସ୍ୱାମୀ ସ୍ତ୍ରୀ କୌଣସି ବାହାରକୁ ବୁଲିବାକୁ ଯାଇପାରନ୍ତି। ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କ ଲାଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ।

ବିବାହିତ ଲୋକଙ୍କ ପାଇଁ ଏହି ଦିନ ସବୁଠାରୁ ଭଲ ସାବ୍ୟସ୍ତ ହେବାକୁ ଯାଉଛି ଯାହାକୁ ଶୁଣି ଆପଣ ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କର ପ୍ରେମ ମାମଲାରେ ବହୁତ ଲାଭଦାୟକ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣଙ୍କର କଳାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ। ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଆପଣଙ୍କର ଆର୍ଥିକ ସମସ୍ୟା ଗୁଡିକ ଦୂର ହେବ। ଆପଣଙ୍କୁ ଚାକିରୀ ମିଳିବାର ବହୁତ ସମ୍ଭାବନା ରହିଛି।ଅବିବାହିତ ଲୋକଙ୍କର ବିବାହ ବହୁତ ଶୀଘ୍ର ହେବାକୁ ଯାଉଛି। ଆପଣଙ୍କର ଜୀବନସାଥୀଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନ ଜାଗାକୁ ବୁଲିବାକୁ ଯାଇପାରନ୍ତି। ଆପଣଙ୍କୁ ଏକ ଖୁସି ଖବର ମିଳିବ। ନିଜର ଉପରେ ବିଶ୍ୱାସ ରଖନ୍ତୁ। ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ହେବାକୁ ଲାଗିବ।

ନିଜର ଆତ୍ମବିଶ୍ବାସକୁ କମ ହେବାକୁ ଦିଅନ୍ତୁ ନାହିଁ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳିପାରେ। ଲାଭ ଲାଇଫ ପାଇଁ ଯଦି ନିଜର ମନର କଥା କାହାକୁ କହିବାକୁ ଚାହୁଁଛନ୍ତି ତେବେ କହିପାରନ୍ତି। ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି। ଆପଣ ନିଜ ପାର୍ଟନର ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ ବଡ଼ ବଡ଼ ମୌକା ମିଳିବ। କ୍ୟାରୀୟରରେ ବଡ଼ ପ୍ରଗତି ହାସଲ କରିବେ। ଆପଣ ଭାବିଥିବା କାର୍ଯ୍ୟ ପୂରଣ ହୋଇଯିବ। ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

ଚାକିରୀ ଅପେକ୍ଷାରେ ଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆପଣଙ୍କ କୁଣ୍ଡଳୀରେ ଅଚାନକ ଭାବରେ ଧନ ଲାଭର ଯୋଗ ବନୁଅଛି। ଏହି ସମୟରେ ନିଜର ସ୍ବାସ୍ଥ୍ୟକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ। ମେଷ ରାଶି, ସିଂହ ରାଶି,କନ୍ୟା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *