Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ରାତିର ବାସି ରୁଟି ଖାଉଚନ୍ତି ତାହେଲେ ଏ ପୋଷ୍ଟଟିକୁ ନିଶ୍ଚିତ ଭାବରେ ପଢନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ବାସି ରୁଟି ଖାଇଲେ କଣ ହୋଇଥାଏ ଏବଂ ମହିଳା ମାନଙ୍କର କେଉଁ ଭୁଲ ପାଇଁ ଘରେ ସର୍ବଦା ବିପଦ ସୃଷ୍ଟି ହୋଇଥାଏ। ମହିଳା ମାନେ ଘରେ ପରିବାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ସେହି ସମୟରେ ମହିଳା ମାନେ କିଛି ଏଭଳି ଭୁଲ କରି ଦେଇଥାନ୍ତି, ଯାହାଦ୍ଵାରା ପରିବାରରେ ଅଶାନ୍ତି ଲାଗି ରହିଥାଏ ଏବଂ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ। କୁହାଯାଏ କି ରୋଷେଇ ଘରେ ମହିଳା ମାନେ ଏହି ତିନୋଟି ଭୁଲ କଲେ ଘର ପାଇଁ ବିପଦ ସୃଷ୍ଟି ହୋଇଥାଏ। ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ସେହି ତିନୋଟି ଭୁଲ ବିଷୟରେ।

ତିନୋଟି ରୁଟି :-

ମହିଳା ମାନେ ଘରର ସବୁ ସଦସ୍ୟଙ୍କୁ କେବେବି ତିନୋଟି ରୁଟି ପରଷିବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ପାଇଁ ତିନୋଟି ରୁଟି ପରଷା ଯାଇଥାଏ। ଯଦି କୌଣସି ବ୍ୟକ୍ତି ତିନୋଟି ରୁଟି ଖାଇଥାନ୍ତି, ତାହେଲେ ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯଦି ଆପଣ କାହାକୁ ଟିଫିନରେ ତିନୋଟି ରୁଟି ଦେଉଛନ୍ତି ତାହେଲେ ଗୋଟେ ରୁଟିକୁ ଦୁଇଫାଳ କରି ଦିଅନ୍ତୁ। ଏଭଳି କରିବା ଦ୍ଵାରା ରୁଟିର ସଂଖ୍ୟା ବଢ଼ି ଯିବ।

ଦୁଃଖ ମନରେ ରାନ୍ଧିବା :-

ପ୍ରତ୍ୟେକ ମହିଳାମାନେ ରାନ୍ଧିବା ସମୟରେ ଦୁଃଖ ମନରେ ରହିବା ଉଚିତ ନୁହେଁ। କାରଣ ସେହି ରନ୍ଧା ଖାଦ୍ୟ ଖାଇ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏହାସହିତ ମହିଳା ମାନେ କେବେବି ହାତ ଅପରିଷ୍କାର କରି ରାନ୍ଧିବା ଉଚିତ ନୁହେଁ। ନଚେତ ପରିବାର ଲୋକଙ୍କୁ ରାହୁ ଓ କେତୁ ଗ୍ରହର ଖରାପ ପ୍ରଭାବ ସହ୍ୟ କରିବାକୁ ପଡ଼ିପାରେ। ତେଣୁ ସର୍ବଦା ହାତ ଧୋଇ ସଫାସୁତୁରା ହୋଇ ରୋଷେଇ କାର୍ଯ୍ୟ କରିବା ଉଚିତ।

ସୂର୍ଯ୍ୟାସ୍ତ ପରେ କେବେବି ଅନ୍ୟମାନଙ୍କୁ ରୋଷେଇ ଘରୁ କିଛି ଜିନିଷ ଦିଅନ୍ତୁ ନାହିଁ :-

ସାଙ୍ଗମାନେ ସୂର୍ଯ୍ୟାସ୍ତ ପରେ କେବେବି ଅନ୍ୟମାନଙ୍କୁ କିଛି ଜିନିଷ ଦେବା ଉଚିତ ନୁହେଁ। ନଚେତ ଧନହାନୀ ହୋଇଥାଏ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ। ଏହାସହିତ କେବେବି ଖାଦ୍ୟକୁ ନଷ୍ଟ କରିବା ଉଚିତ ନୁହେଁ। ଯଦି ଆପଣଙ୍କ ଘରେ ରୁଟି ବଳକା ଏହି ଯାଉଛି, ତାହେଲେ ତାହାକୁ କୁକୁର ଓ ଗାଈକୁ ଖାଇବାକୁ ଦିଅନ୍ତୁ।

କେଉଁ କାର୍ଯ୍ୟ କଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି :-

– ରୋଷେଇ ଘର ସଫାସୁତୁରା ନ ରହିଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

– ଅଧିକାଂଶ ମହିଳା ମାନେ ଖାଦ୍ୟ ରାନ୍ଧି ସାରି ଚାଖି ଥାଆନ୍ତି, ଏଭଳି କରିବା ଭୁଲ ଅଟେ। ତେଣୁ ପ୍ରଥମେ ଖାଦ୍ୟକୁ କେହି ଜଣେ ଖାଇ ସାରି ତାପରେ ଆପଣ ଚାଖି ପାରିବେ।

– ସ୍ନାନ ନକରି ରୋଷେଇ କରିବା ଉଚିତ୍ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *